Home 2020
Yearly Archives: 2020
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୦୮୦୭ କୁ ବୃଦ୍ଧି
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୦୮୦୭ କୁ ବୃଦ୍ଧିପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା ଜିଲ୍ଲାରୁ...
ଓଲିଉଡରେ ପୁଣି ଏକ ଦୁଃଖ ଖବର – ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ ଭାଇ) ଙ୍କର...
କଟକ ୧୩-୯ (ଓଡ଼ିଆ ପୁଅ) : ଓଲିଉଡରରୁ ପୁଣି ଏକ ଦୁଃଖ ଖବର ଆସିଛି। ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ ଭାଇ) ଙ୍କର ପରଲୋକ ହୋଇତିବା ଖବରରୁ ପ୍ରକାଶ। ଖବର...
ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୪୮, ୦୦୦ ରୁ ଅଧିକ COVID-19 ନମୁନା ପରୀକ୍ଷା
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) : ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୪୮, ୦୦୦ ରୁ ଅଧିକ COVID-୧୯ ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନାଭାଇରସକୁ...
ବାଲିଗୁଡା ବିଧାୟକ ଚକ୍ରମଣି କଅଁର କରୋନା ଆକ୍ରାନ୍ତ
ବାଲିଗୁଡ଼ା ୧୩-୯ (ଓଡ଼ିଆ ପୁଅ) : ବାଲିଗୁଡା ବିଧାୟକ ଚକ୍ରମଣି କଅଁର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଚକ୍ରମଣି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ...
୪୭ ଲକ୍ଷ ପାର – ଦେଶରେ ୯୪, ୩୭୨ ନୂଆ କରୋନା ଆକ୍ରାନ୍ତ, ୧, ୧୧୪ ମୃତ୍ୟୁ, ମୃତକଙ୍କ...
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୧୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ଚାଇନାର ସ୍ୟାଟେଲାଇଟ୍ ମିଶନ ଫେଲ – ଅଧା ଅଧୁରା ପ୍ରସ୍ତୁତି କରି ଉତକ୍ଷେପଣ କରି ଚୀନ୍ର ସ୍ୟାଟେଲାଇଟ୍ ଲକ୍ଷ୍ୟ...
ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ଅଧା ଅଧୁରା ପ୍ରସ୍ତୁତି କରି ଉତକ୍ଷେପଣ କରି ଚୀନ୍ର ସ୍ୟାଟେଲାଇଟ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ବିଫଳ ହୋଇଛି ଏବଂ ଆକାଶ ମଝିରେ କ୍ରାସ ହୋଇଛି।
ଚୀନ୍ ମହାକାଶର...
କରୋନା ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ପ୍ରୋଟୋକଲ : ଏହି କେତୋଟି ପରାମର୍ଶ ମାନନ୍ତୁ – ଏହା...
ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ପ୍ରୋଟୋକଲ୍ ରେ ଏହି ବିଶେଷ ପରାମର୍ଶ ମାନନ୍ତୁ କରୋନା ଭାଇରସ୍ ପ୍ରକୋପରୁ ମିଳିବ ମୁକ୍ତି।ଭାରତରେ କରୋନା ଭାଇରସ୍ ରୋଗ ଦ୍ରୁତ ଗତିରେ...
ମୋଦୀଙ୍କ ଟିମରେ ତିନି ନୂଆ IAS : PMO ରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ, ଜାଣନ୍ତୁ ଏହି ୩...
ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ତିନିଜଣ ଆଇଏଏସ୍ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରମୁଖ ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଏହି ତିନିଜଣଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏଥିରେ...
ପୁଣି ଅସୁସ୍ଥ; ଏମ୍ସରେ ଭର୍ତ୍ତି ହେଲେ ଅମିତ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍)ରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତି ପ୍ରାୟ ୧୧ଟା...
ରାଣୀପାର୍କକୁ ଚିଡିଆଖାନାରେ ପରିଣତ କରିବାକୁ ରାଣୀପାର୍କ ଉନ୍ନୟନ ପରିଷଦର ଦାବୀ
ତାଳଚେର,୧୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଣୀପାର୍କ ଉନ୍ନୟନ ପରିଷଦର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ବସ ମାଲିକ ସଂଘ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି, ପ୍ରାୟ ୬ ଶହ ଏକରରୁ ଉର୍ଦ୍ଧ୍ୱ...
ସୁରକ୍ଷା ଦୃଷ୍ଟିରୁ ଏରୋଡ୍ରୋମରେ କିମ୍ବା ବିମାନରେ ଫଟୋ ଉଠାଇଲେ କାର୍ଯ୍ୟାନୁଷ୍ଠାନ – DGCA
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଓଡ଼ିଆ ପୁଅ) : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଶନିବାର ଏକ ନିର୍ଦ୍ଦେଶ ଜାରି କରି ଯାତ୍ରୀମାନଙ୍କୁ ସରକାରୀ ଏରୋଡ୍ରୋମରେ କିମ୍ବା ବିମାନରେ କୌଣସି ଫଟୋଗ୍ରାଫ କ୍ଲିକ୍...
କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କରୋନା ଆକ୍ରାନ୍ତ
କେନ୍ଦ୍ରାପଡ଼ା ୧୨-୯ (ଓଡ଼ିଆ ପୁଅ) କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।
ପାଟଣଗଡ଼ ବିଧାୟକ ସରୋଜ ମେହେର କରୋନା ପଜିଟିଭ...
ପାଟଣାଗଡ ବିଧାୟକ ସରୋଜ ମେହେର କରୋନା ଆକ୍ରାନ୍ତ – ଲକ୍ଷଣ ନାହିଁ, ଏବେ ହୋମ କ୍ୱାରେନଟାଇନରେ
ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) : ପାଟଣାଗଡ ବିଧାୟକ ସରୋଜ ମେହେର କରୋନାରେ ସଂକ୍ରମିତ ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତିଯେ, "ମୋର କରୋନା ରିପୋର୍ଟ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଡମିଶନ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ଏହାର ସ୍ନାତକ (UG) ଆବେଦନ ପତ୍ର ସଂଶୋଧନ ପ୍ରକ୍ରିୟା...
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଯେଉଁ ପ୍ରାର୍ଥୀମାନେ ସେମାନଙ୍କର ବୋର୍ଡ ପରୀକ୍ଷା ମାର୍କ ଯୋଡିବାକୁ କିମ୍ବା ସେମାନଙ୍କ ପଞ୍ଜୀକରଣ ଫର୍ମରେ କୌଣସି ସଂପାଦନ କରିବାକୁ ଚାହୁଁଛନ୍ତି, ସେମାନେ ଅକ୍ଟୋବର ୫ ପର୍ଯ୍ୟନ୍ତ...
ଦୁଇ ଏସଡିପିଓଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନାରେ ନୂତନ ଭାବେ ଯୋଗଦେଇଥିବା ପୁଲିସ ଏସଡିପିଓ ଅଶୋକ ଦାସ ଓ ଏଠାରେ ଥିବା ପୂର୍ବତନ ଏସଡିପିଓ...
ଅମୃତ ସହର ଭଦ୍ରକରେ ପାନୀୟ ଜଳ ଯୋଗାଣ କେବେ! : ଅବଧି ସରୁଛି, କାର୍ଯ୍ୟ ଅଟକିଛି
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅମୃତ ସହର ଭଦ୍ରକରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦିଗହରା ହୋଇପଡିଛି । କାର୍ଯ୍ୟାଦେଶ ପାଇଥିବା ଠିକାଦାର ବିଭିନ୍ନ ଆଳ ଦେଖାଇ...
ନୂଆ ରୂପ ପାଇବ ଗାନ୍ଧି ପଡିଆ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଐତିହାସିକ ଗାନ୍ଧିପଡିଆ । ମହାତ୍ମାଙ୍କ ସ୍ମୃତି ଭବନ କରୁଥିବା ଏହି ପଡିଆ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ।...
ଓଡିଶା ସରକାରଙ୍କ ବିଶ୍ୱବିଦ୍ୟାଳୟ ଅମଲାତନ୍ତ୍ରୀକରଣକୁ ବିଜେପି ଯୁବମୋର୍ଚ୍ଚାର ବିରୋଧ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶା ସରକାରଙ୍କ ପ୍ରସ୍ତାବିତ ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୫୯ ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଇନ - ୨୦୦୫କୁ ପ୍ରତ୍ୟାହାର...
ଗୋଚର ଜମିରେ ଚାଲିଛି ବେଆଇନ ଘର ନିର୍ମାଣ: ଅଭିଯୋଗର ୨ମାସ ବିତିଲା କାର୍ଯ୍ୟାନୁଷ୍ଠାନ ଶୂନ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ତହସିଲ ଅଂଚଳର ବିଭିନ୍ନ ସ୍ଥାନରେ ସରକାରୀ ଗୋଚର, ଅନାବାଦି, ଜଙ୍ଗଳ ଓ ଶ୍ମସାନ ଜମିକୁ କେତେକ ମୁଷ୍ଟିମେୟ...
ବସନ୍ତିଆରେ କଳା ପଲସର ଆତଙ୍କ : ଝାମ୍ପିନେଲେ ଟଙ୍କା, ଧରାହେଲେ ୪ ଲୁଟେରା
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦିନ ପ୍ରାୟ ୧୨ଟା ସମୟରେ ବସନ୍ତିଆ ବଜାରରୁ ସମବାୟ ବ୍ୟାଙ୍କର ସଞ୍ଚୟନି ଅର୍ଥ ଆଦାୟ କରୁଥିବା ଆପଣ୍ଡା ଗ୍ରାମର ସୁବାଷ...








