Home Coronavirus Outbreak ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୪୮, ୦୦୦ ରୁ ଅଧିକ COVID-19 ନମୁନା ପରୀକ୍ଷା

ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୪୮, ୦୦୦ ରୁ ଅଧିକ COVID-19 ନମୁନା ପରୀକ୍ଷା

110

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) : ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୪୮, ୦୦୦ ରୁ ଅଧିକ COVID-୧୯ ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନାଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପରୀକ୍ଷା ହାରରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ୪୮, ୫୦୮ ପରୀକ୍ଷା କରାଯାଇଛି।

ତଥ୍ୟ ଅନୁଯାୟୀ:

ଆଣ୍ଟିଜେନ୍- ୪୧, ୧୬୪

RT-PCR-୭, ୨୦୨

TruNat- ୧୩୮

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.