Home Coronavirus Outbreak ପାଟଣାଗଡ ବିଧାୟକ ସରୋଜ ମେହେର କରୋନା ଆକ୍ରାନ୍ତ – ଲକ୍ଷଣ ନାହିଁ, ଏବେ ହୋମ କ୍ୱାରେନଟାଇନରେ

ପାଟଣାଗଡ ବିଧାୟକ ସରୋଜ ମେହେର କରୋନା ଆକ୍ରାନ୍ତ – ଲକ୍ଷଣ ନାହିଁ, ଏବେ ହୋମ କ୍ୱାରେନଟାଇନରେ

145

ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) : ପାଟଣାଗଡ ବିଧାୟକ ସରୋଜ ମେହେର କରୋନାରେ ସଂକ୍ରମିତ ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତିଯେ, “ମୋର କରୋନା ରିପୋର୍ଟ ପୋଜିଟିଭ ଆସିଛି କିନ୍ତୁ କରୋନାର କିଛି ଲକ୍ଷଣ ମୋର ନାହିଁ କିନ୍ତୁ ଟେଷ୍ଟ ରିପୋର୍ଟ ପୋଜିଟିଭ ଆସିଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରେନଟାଇନରେ ଅଛି ଏବଂ ମୁଁ ସୁସ୍ଥ ଅଛି ବିଗତ କିଛି ଦିନରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ମୋର ଅନୁରୋଧ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.