ad
Coronavirus Outbreak

ପାଟଣାଗଡ ବିଧାୟକ ସରୋଜ ମେହେର କରୋନା ଆକ୍ରାନ୍ତ – ଲକ୍ଷଣ ନାହିଁ, ଏବେ ହୋମ କ୍ୱାରେନଟାଇନରେ

ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) : ପାଟଣାଗଡ ବିଧାୟକ ସରୋଜ ମେହେର କରୋନାରେ ସଂକ୍ରମିତ ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତିଯେ, “ମୋର କରୋନା ରିପୋର୍ଟ ପୋଜିଟିଭ ଆସିଛି କିନ୍ତୁ କରୋନାର କିଛି ଲକ୍ଷଣ ମୋର ନାହିଁ କିନ୍ତୁ ଟେଷ୍ଟ ରିପୋର୍ଟ ପୋଜିଟିଭ ଆସିଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରେନଟାଇନରେ ଅଛି ଏବଂ ମୁଁ ସୁସ୍ଥ ଅଛି ବିଗତ କିଛି ଦିନରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ମୋର ଅନୁରୋଧ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ”।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top