Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୦୮୦୭...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୦୮୦୭ କୁ ବୃଦ୍ଧି

130

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୦୮୦୭ କୁ ବୃଦ୍ଧିପାଇଛି।

– ୩୦  ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୫୬
– ନୂଆ ଆକ୍ରାନ୍ତ : ୩୯୧୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୩୪୮
– ସ୍ଥାନୀୟ ଅଞ୍ଚଳରୁ୧୫୬୫
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୦୩
୨- ବାଲେଶ୍ୱର ଜିଲ୍ଲାରୁ – ୧୩୪
୩- ବରଗଡ଼ ଜିଲ୍ଲାରୁ – ୧୪୬
୪- ଭଦ୍ରକ ଜିଲ୍ଲାରୁ – ୧୨୩
୫- ବଲାଙ୍ଗୀର ଜିଲ୍ଲାରୁ – ୧୪୨
୬- ବୌଦ୍ଦ ଜିଲ୍ଲାରୁ – ୬୧
୭- କଟକ ଜିଲ୍ଲାରୁ – ୩୮୨
୮- ଦେବଗଡ଼ ଜିଲ୍ଲାରୁ – ୧୫
୯- ଢେଙ୍କାନାଳ ଜିଲ୍ଲାରୁ – ୭୪
୧୦- ଗଜପତି ଜିଲ୍ଲାରୁ – ୧୬
୧୧- ଗଞ୍ଜାମ ଜିଲ୍ଲାରୁ – ୮୬
୧୨- ଜଗତସିଂହପୁର ଜିଲ୍ଲାରୁ – ୧୦୮
୧୩- ଯାଜପୁର ଜିଲ୍ଲାରୁ – ୧୨୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୬୨
୧୫- କଳାହାଣ୍ଡି ଜିଲ୍ଲାରୁ – ୬୦
୧୬- କନ୍ଧମାଳ ଜିଲ୍ଲାରୁ – ୮୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫୬
୧୮- କେନ୍ଦୁଝର ଜିଲ୍ଲାରୁ – ୭୬
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୫୬
୨୦- କୋରାପୁଟ ଜିଲ୍ଲାରୁ – ୧୦୦
୨୧- ମାଲକାନଗିରି : ୬୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୭
୨୩- ନବରଙ୍ଗପୁର ଜିଲ୍ଲାରେ: ୧୧୨
୨୪- ନୟାଗଡ଼ ଜିଲ୍ଲାରୁ – ୬୦
୨୫- ନୂଆପଡ଼ା ଜିଲ୍ଲାରୁ – ୧୨୮
୨୬- ପୁରୀ ଜିଲ୍ଲାରୁ – ୨୧୨
୨୭- ରାୟଗଡ଼ା ଜିଲ୍ଲାରୁ – ୯୮
୨୮- ସମ୍ବଲପୁର ଜିଲ୍ଲାରୁ – ୧୪୧
୨୯- ସୋନପୁର ଜିଲ୍ଲାରୁ – ୯୧
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୫
୩୧- State Pool: ୧୦୭
ଗତକାଲି ସୁସ୍ଥ ହୋଇଥିଲେ : ୩୨୧୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୨୩୧୨୪
– ମୋଟ ଆକ୍ରାନ୍ତ ୧୫୦୮୦୭
– ମୋଟ ସୁସ୍ଛ ହୋଲେଣି ୧୧୫୨୭୯
ସକ୍ରୀୟ ଆକ୍ରାନ୍ତ: ୩୪୮୪୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.