Home Coronavirus Outbreak ୪୭ ଲକ୍ଷ ପାର – ଦେଶରେ ୯୪, ୩୭୨ ନୂଆ କରୋନା ଆକ୍ରାନ୍ତ, ୧, ୧୧୪...

୪୭ ଲକ୍ଷ ପାର – ଦେଶରେ ୯୪, ୩୭୨ ନୂଆ କରୋନା ଆକ୍ରାନ୍ତ, ୧, ୧୧୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୮, ୫୮୬ କୁ ବୃଦ୍ଧି

173

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୧୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭, ୫୪, ୩୫୭ କୁ ବୃଦ୍ଧି ପାଇଛି ଓ ୯, ୭୩, ୧୭୫ ସକ୍ରୀୟ ଥିବାବେଳେ ଏବଂ ୩୭, ୦୨, ୫୯୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୮, ୫୮୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.