ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର

କଂଟାବାଂଜି ରେଲବାଇ ଷ୍ଟେସନ ପରିସରରେ ପୋଲିସର ଅତର୍କିତ ଚଢାଉ-୫ଜଣ ଦାଦନ ସର୍ଦ୍ଧାର ଓ ସହଯୋଗୀ କୋର୍ଟ ଚାଲାଣ କଂଟାବାଂଜି, ୧୭/୧୦ (ଓଡ଼ିଆ ପୁଅ/ଗୁରୁଦୟାଲ ହଂସ)- ଓଡିଶାର ଦାଦନ ରାଜଧାନୀ ବୋଲଉଥିବା କଂଟାବାଂଜି ରେଲବାଇ ଷ୍ଟେସନ ପରିସରରୁ ରବିବାର ରାତି ୧୧ଟାରେ ବଲାଙ୍ଗିର ସ୍କ୍ୱାଆର୍ଡ ଓ କଂଟାବାଂଜି ପୋଲିସ ମିଳିତଭାବେ ଚଢଉ କରି ୮୮ଜଣ ବେଆଇନ ଚାଲାଣ ହେଉଥିବା ଦାଦନ ଶ୍ରମିକ କୁ ଉଦ୍ଧାର କରିଛି। ସୋମବାର ସକାଳୁ କଂଟାବାଂଜି ଏସ.ଡି.ପି.ଓ.ପ୍ରଫୁ୍ଲ୍ଲ କୁମାର ମିଶ୍ର, ସବ୍ ଇନ୍ସପେକ୍ଟର ଶ୍ରୀମତି ରୁନୁକୁମାରୀ ମାଝୀ, ସବ୍ ଇନ୍ସପେକ୍ଟର ସରୋଜ ରଂଜନ ରଥ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି ଅଧିକ ଛାନବିନ୍ କରି ବେଆଇନ ଚାଲାଣ କରୁଥିବା…

"ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର"

ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର

କଂଟାବାଂଜି ରେଲବାଇ ଷ୍ଟେସନ ପରିସରରେ ପୋଲିସର ଅତର୍କିତ ଚଢାଉ-୫ଜଣ ଦାଦନ ସର୍ଦ୍ଧାର ଓ ସହଯୋଗୀ କୋର୍ଟ ଚାଲାଣ କଂଟାବାଂଜି ୧୬-୧୦ (ଓଡ଼ିଆ ପୁଅ/ଗୁରୁଦୟାଲ ହଂସ)- ଓଡିଶାର ଦାଦନ ରାଜଧାନୀ ବୋଲଉଥିବା କଂଟାବାଂଜି ରେଲବାଇ ଷ୍ଟେସନ ପରିସରରୁ ରବିବାର ରାତି ୧୧ଟାରେ ବଲାଙ୍ଗିର ସ୍କ୍ୱାଆର୍ଡ ଓ କଂଟାବାଂଜି ପୋଲିସ ୮୮ଜଣ ବେଆଇନ ଚାଲାଣ ହେଉଥିବା ଦାଦନ ଶ୍ରମିକ କୁ ପୋଲିସ ଧରି ଅଟକ କରିଛି। ସୋମବାର ସକାଳୁ କଂଟାବାଂଜି ଏସ.ଡି.ପି.ଓ.ପ୍ରଫୁ୍ ଲ୍ଲ କୁମାର ମିଶ୍ର, ସବ୍ ଇନ୍ସପେକ୍ଟର ଶ୍ରୀମତି ରୁନୁକୁମାରୀ ମାଝୀ, ସବ୍ ଇନ୍ସପେକ୍ଟର ସରୋଜ ରଂଜନ ରଥ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି ଅଧିକ ଛାନବିନ୍ କରି ବେଆଇନ ଚାଲାଣ କରୁଥିବା…

"ବେଆଇନ ଦାଦନ ଚାଲାଣ ଚଢଉରୁ ୫୦ଜଣ ପୁରୁଷ, ୨୦ଜଣ ମହିଳା, ୧୮ଜଣ ନାବାଳିକା, ନାବାଳକ ଉଦ୍ଧାର"

ଗୋଳାବାରୁଦ କାରଖାନା, ଅଫିସରଙ୍କ ଦୁର୍ନୀତି ଚରମ ସୀମାରେ

ଟିଟିଲାଗଡ ୧୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ଓଡିଶାର ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ଦୁର୍ନୀତି ଚରମସୀମାରେ ପହଂଚିଥିବା ସତ୍ୱେ କେନ୍ଦ୍ର ସରକାର କୌଣସି ପ୍ରକାର ପଦକ୍ଷେପ ନ ନେଉଥିବାରୁ ଏହି ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଦୁର୍ନୀତି ଗ୍ରସ୍ତ ଅଫିସର ବିନା ଭୟରେ କୋଟି, କୋଟି ଟଙ୍କା କ୍ୟାସ୍ ପରଚେଜ ଓ ଏଲ.ପି.ସି ପରଚେଜ କରି କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କ ସେଲ ଟ୍ୟାକ୍ସ ଓ ଭ୍ୟାଟ ଟ୍ୟାକ୍ସ, ତଥା ଜି.ଏସ.ଟି ଆଦିରେ ଲକ୍ଷ ଲକ୍ଷ ଟଙ୍କା ହରାଇ ଆସୁଛନ୍ତି। ଏହି ଦୁର୍ନୀତି ଗ୍ରସ୍ତ ଅଫିସର ମାନେ ରାୟପୁର ଛତିଶଗଡ଼ ଏବଂ କଲିକତା…

"ଗୋଳାବାରୁଦ କାରଖାନା, ଅଫିସରଙ୍କ ଦୁର୍ନୀତି ଚରମ ସୀମାରେ"

ଏନ.ଏ.ସି.ର ଏକମାତ୍ର ବନ୍ଧ ଜବର ଦଖଲ- ଶତାଧିକ ଘରୋଇ ଶୌଚାଳୟର ପାଣି ବନ୍ଧକୁ ସଂଯୋଗ, ପାଣି ଦୂଷିତ -ବ୍ୟବହାର ଅନୁପଯୋଗୀ

କଂଟାବାଂଜି ୧୪/୧୦ (ଓଡ଼ିଆ ପୁଆ/ଗୁରୁଦୟାଲ ହଂସ)-  କଂଟାବାଂଜି ପୌରାଂଚଳଟି ୧୬ଗୋଟି ୱାର୍ଡକୁ ନେଇ ଗଠିତ। ଏହି ସହରର ଜନସଂଖ୍ୟା ୨୦୧୧ମତେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ। ଏହି ସହରରେ ବସବାସ କରୁଥିବା ବାସିନ୍ଧାଙ୍କ ପିଇବା ପାଣି ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶ୍ରମପଡା, ବଲାଙ୍ଗିର ରୋଡ ଓ ଗୁଡିଘାଟ ରୋଡସ୍ଥିତ ଡିପ୍ ବୋରୱେଲ୍ ରୁ ପାଣି ସହରକୁ ଯୋଗାଇ ଦିଆଯାଇଥାଏ। ସହରର ଜନସାଧାରଣଙ୍କ ଗାଧେଇବା ପାଇଁ ରେଲବାଇର ଏକ ବିରାଟ ପୋଖରୀ ସାଗର ଓ ଏନ.ଏ.ସି.ର ଏକମାତ୍ର ପୋଖରୀ ବନ୍ଧ ୱାର୍ଡ ନଂବର ୧୨ ବଙ୍ଗୋମୁଣ୍ଡା ରେଲ ଫାଟକ ନିକଟରେ ରହିଛି। ରେଲବାଇର ବିସ୍ତିର୍ଣ୍ଣ ଶହ ଶହ ଏକର ପରିବ୍ୟାପ୍ତ ସାଗରଟି ସହରର ମଇଳା ପାଣିଦ୍ୱାରା…

"ଏନ.ଏ.ସି.ର ଏକମାତ୍ର ବନ୍ଧ ଜବର ଦଖଲ- ଶତାଧିକ ଘରୋଇ ଶୌଚାଳୟର ପାଣି ବନ୍ଧକୁ ସଂଯୋଗ, ପାଣି ଦୂଷିତ -ବ୍ୟବହାର ଅନୁପଯୋଗୀ"

ବଲାଙ୍ଗୀର ଜିଲ୍ଲା ପୁଣି ଅଳ୍ପକେ ଅନାହାର ମୄତ୍ୟୁରୁ ରକ୍ଷା ପାଇଲେ ରୁକ୍ମିଣୀ

ବଲାଙ୍ଗୀର ୧୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ବାରମ୍ବାର ଅବହେଳିତ ହୋଇ ଆସୁଥିବା ବେଳେ ଜିଲ୍ଲାର ଟିଟିଲାଗଡ ସବ ଡ଼ିଭିଜନ ଅନ୍ତର୍ଗତ ତେନ୍ତୁଳି ଖୁଣ୍ଟି ଗ୍ରାମରେ ନିଜ ଭଙ୍ଗା ଘରେ ଖାଇବାକୁ ନ ପାଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ରୁକ୍ମିଣୀ ବେହେରା ନାମ୍ନୀ ଷାଠିଏ ବର୍ଷୀୟ ମହିଳା ଘରେ ଦୁର୍ବଳ ହୋଇ ପଡ଼ିରହି ଥିବା ବେଳେ କେହି ସାହା ଭରସା ନ ଥିଲେ। ଖାଇବାକୁ ଗଣ୍ଡେ ଚାଉଳ ନ ଥିବା ବେଳେ ସାଇ ପଡ଼ିଶା ଲୋକେ କେତେବେଳେ କଣ ଦେଲେ ଚାଲୁଥିଲା। କିନ୍ତୁ ଅନେକ ପଡିଶା ଲୋକେ ଦାଦନ ଖଟି ଚାଲିଯିବାରୁ ଅସହାୟ ହୋଇ ଅନାହାରରେ ଦିନ କାଟି ମୃତ୍ୟୁ ଅପେକ୍ଷାରେ ପଡିରହିଥିବା…

"ବଲାଙ୍ଗୀର ଜିଲ୍ଲା ପୁଣି ଅଳ୍ପକେ ଅନାହାର ମୄତ୍ୟୁରୁ ରକ୍ଷା ପାଇଲେ ରୁକ୍ମିଣୀ"

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ସ୍ତରୀୟ କୃଷକ ମହାସଂଘର ଆନ୍ଦୋଳନ ଚେତାବନୀ

ଟିଟିଲଗଡ ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ,ଦୀର୍ଘ ଦିନ ଧରି ବାରମ୍ବାର ନିଜର ବୀମା ଟଙ୍କା ପାଇଁ ଦାବୀ କରିଆସୁଥିବା ଚାଷୀ ଚଳିତ ବର୍ଷ ତ ଦୂରର କଥା ଗତ ବର୍ଷର ବୀମା ରାଶି ଆଜି ପର୍ଯ୍ୟନ୍ତ ନ ପାଇବା ନେଇ ଆଗାମୀ ଦିନ ରେ ସପରିବାର ଅନଶନ କରିବା ଚେତାବନୀ ଦେଇଛନ୍ତି। ଗତ ବର୍ଷ ଓ ଚଳିତ ଋତୁରେ ଧାର, କରଜ କରି ସରକାରୀ ବୀମା କରି କ୍ଷତି ର ଶିକାର ହୋଇ ଦୂରଦିନ ରେ କାଳ କାଟୁଥିବା ବେଳେ ସରକାର ନିରବ ରହିବ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଗାମୀ ଦିନ ରେ ସ୍ଥାନୀୟ ଅଞ୍ଚଳ ରେ ସରକାରୀ କାର୍ଯ୍ୟ ଅଚଳ…

"ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ସ୍ତରୀୟ କୃଷକ ମହାସଂଘର ଆନ୍ଦୋଳନ ଚେତାବନୀ"

ବ୍ୟାଙ୍କ ସେବା ନା ରେ ସାଧାରଣ ଙ୍କୁ ହଇରାଣ, ଆବେଦନ କରି କରି ଦୁଇ ବର୍ଷ ବିତିଲା ଚାଲୁ ହେଉନି ବ୍ୟାଙ୍କ ଖାତା

ଟିଟିଲାଗଡ଼ ୧୩-୧୦ (ଓଡ଼ିଆ ପୁଅ) ଟିଟିଲାଗଡ ମୁଖ୍ୟ ବ୍ୟାଙ୍କ ଶାଖାରେ ଆଖ, ପାଖ ଅଂଚଳର ବିଭିନ୍ନ ଅଂଚଳର ସାଧାରଣ ଲୋକଙ୍କ ସହ ବିଭିନ୍ନ ଉପ ଶାଖା କେନ୍ଦ୍ର ଗୁଡିକ ତଥା କିଓସ୍କୋ ବ୍ୟାଙ୍କ ଗୁଡିକର ବ୍ୟାଙ୍କ ଖାତା ଗୁଡିକ ଚାଲୁ କରାଯାଇଥାଏ । ହେଲେ ଏଠାକାର କର୍ମଚାରୀଙ୍କ ମନମୁଖୀ ଓ ବେଆଇନ କାର୍ଯ୍ୟକଳାପ ନେଇ ସାଧାରଣ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେବା ସାର ହେଉଛି। ପ୍ରକାଶ ଯେ, ଟିଟିଲାଗଡ଼ ସହର ନିବାସୀ ହର୍ଷ ରାୟ ନାମକ ଜଣେ ଯୁବକ ଗତ ୨ବର୍ଷ ଧରି ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଶାଖା ରେ ଏକ ଜମାଖାତା ଖୋଲି ନିଜର ସମସ୍ତ କାଗଜ ପତ୍ର ଜମା କରି ବ୍ୟାଙ୍କ ଖାତା ପାଇସାରିଥିଲେ…

"ବ୍ୟାଙ୍କ ସେବା ନା ରେ ସାଧାରଣ ଙ୍କୁ ହଇରାଣ, ଆବେଦନ କରି କରି ଦୁଇ ବର୍ଷ ବିତିଲା ଚାଲୁ ହେଉନି ବ୍ୟାଙ୍କ ଖାତା"

ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମିଳିତ ସ୍କ୍ୟାର୍ଡର ଚଢ଼ାଉ

ଟିଟିଲାଗଡ ୨୭-୯ (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ), ଟିଟିଲାଗଡ ସହର ରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଙ୍କ ନିର୍ଦେଶରେ ବଲାଙ୍ଗୀର ଏ.ଡି.ଏମ.ଓ (ପି.ଏଚ) ଡ଼ଃ ଉଷାରାଣି ଦାସ ଙ୍କ ନେତୃତ୍ବ ରେ ଏଫ. ଏସ.ଓ ଅରୁଣ ଚାଟାର୍ଜୀ,ମାଜିଷ୍ଟ୍ରେଟ ଶ୍ରୀ ଭୁବନ ଶତପଥି,ମୁନିସିପାଲଟି ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା,ଓ ପରିମଳ ନିରୀକ୍ଷକ,ପୋଲିସ ଓ ଅବକାରୀ ଅଧୀକାରୀ,ମାପ ଓ ଓଜନ ବିଭାଗୀୟ ଅଧିକାରୀ,ଡାକ୍ତରଖାନା ଏସ.ଡ଼ି.ଏମ.ଓ ସାନିଟାରୀ ଇନ୍ସ୍ପେକଟର ଙ୍କ ମିଳିତ ଦଳ ବିଭିନ୍ନ ଖାଦ୍ୟଦ୍ରବ୍ୟ ବିକ୍ରେତା ହୋଟେଲ ଓ ରେସଟୁରେଣ୍ଟ,କିରାନାଦୋକାନ ଉପରେ ଅଚାନକ ଚଢ଼ାଉ କରି ଥିଲେ। ବିଶେଷଣଜ୍ଞ ଖାଦ୍ୟ ଦ୍ରବ୍ୟ ର ଅପମିଶ୍ରଣ,ଖାଦ୍ୟ ର ଶୁଦ୍ଧତା,ପାନୀୟ ଜଳ,ମାପ ଓଜନ ଠକେଇ,ପରିମଳ ବ୍ୟବସ୍ତା ,ଲାଇସେନ୍ସ,ଓ ଗୁଟକା…

"ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମିଳିତ ସ୍କ୍ୟାର୍ଡର ଚଢ଼ାଉ"

ମାଆ ଘଣ୍ଟାଶୁଣି ଦେବୀ ପୀଠରେ ବଳି ବନ୍ଦ ଦାବୀ କଲା ଜିବେଦୟା ଆନୁଷ୍ଠାନ

ଟିଟିଲାଗଡ ୨୭-୯ (ଓଡ଼ିଆ ପୁଅ), ସ୍ଥାନୀୟ ଘଂଟାସୁଣୀ ମନ୍ଦିର ପ୍ରାଙ୍ଗଣ ରେ ପ୍ରତିବର୍ଷ ଦଶହରା ର ନବମୀ ତିଥି ଅବସର ରେ ସହ ,ସହ ନିରୀହ ପଶୁ,ପକ୍ଷୀ ଙ୍କୁ ବଳି ନାମରେ ନୃଶଂସ ଭାବେ ହତ୍ୟା କରାଯାଇଥାଏ। ଅନ୍ଧ ବିଶ୍ୱାସ ଓ କୁ ସଂସ୍କାର ର ବଶବର୍ତ୍ତୀ ହୋଇ ଏହି ଘୃନ୍ୟ ପରମ୍ପରା ଚାଲି ଆସୁଥିବା ରୁ ଏହାର ବିରୋଧ କରି ଜିବେଦୟା ଅନୁଷ୍ଠାନ ତରଫରୁ ଏଥିରୁ ନିବୃତ ରହି ଫୁଲ ,ଧୂପ ,ଦୀପ ,ନଡ଼ିଆ ରେ ପୂଜା କରିବାକୁ ପ୍ରଚାର କରାଯାଉଛି। ଦୀର୍ଘ ବର୍ଷ ରୁ ଏ ପ୍ରଥା ଚାଲିଥିବା ବେଳେ ଆଜିର ସଭ୍ୟ ସମାଜ ରେ ଏହା ନୀନ୍ଦନୀୟ ବୋଲି ଜିବେଦୟା ଅନୁଷ୍ଠାନ…

"ମାଆ ଘଣ୍ଟାଶୁଣି ଦେବୀ ପୀଠରେ ବଳି ବନ୍ଦ ଦାବୀ କଲା ଜିବେଦୟା ଆନୁଷ୍ଠାନ"

ଟିଟିଲାଗଡ଼, ମାରୱାଡି ଯୁବ ମଂଚ ତରଫରୁ ଏକ ମାଗଣା କ୍ୟାନସର ପରୀକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼ ୨୨-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼, ମାରୱାଡି ଯୁବ ମଂଚ ତରଫରୁ ଏକ ମାଗଣା କ୍ୟାନସର ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଗଛିତ ଥିବା ବସ ସ୍ଥାନୀୟ ଗାୟତ୍ରୀ ନର୍ସିଂ ହୋମରେ ପହଂଚିବା ପରେ ବିଧାୟିକା ଟୁକୁନି ସାହୁ ଉଦ୍ଘାଟନ କରିଥିଲେ। ଶହେ ଚଉବନ ଜଣଙ୍କର ପରିକ୍ଷଣ କରାଯାଇଥିବା ବେଳେ ଦିନ ତମାମ ଚାଲିଥିଲା। ବିଗତ ଦିନରେ ମରବରଯୁବାମଂଚ ସଭ୍ୟ ଆନନ୍ଦ ଜୈନଙ୍କ ଦିଲ୍ଲୀରେ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ବରଣକରିଥିବାରୁ ତାଙ୍କ ଉଦେଶ୍ୟରେ ଏ ଶିବିର ଆୟୋଜନ କରାଯାଇଥିଲା। ଡ଼ଃ ଘନଶ୍ୟାମ ଜୈନ,ଡ଼ଃ ସୁଜାତା ଦlଶ,ଡ଼ଃ ମୋହନ ଜୈନ ତଥା ମାରୱାଡି ଯୁବl ମଂଚ ର ସଭାପତି…

"ଟିଟିଲାଗଡ଼, ମାରୱାଡି ଯୁବ ମଂଚ ତରଫରୁ ଏକ ମାଗଣା କ୍ୟାନସର ପରୀକ୍ଷଣ ଶିବିର ଅନୁଷ୍ଠିତ"