Home Coronavirus Outbreak ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ ୫୯୦୧, କରୋନା ନେଲା ୮ ଜୀବନ

ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ ୫୯୦୧, କରୋନା ନେଲା ୮ ଜୀବନ

124

ଭୁବନେଶ୍ୱର ୨୭ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ ୫୯୦୧ ଏବଂ ରାଜ୍ୟରେ ଆଜି କରୋନା ନେଲା ୮ ଜୀବନ। ମୋଟ ସଂଖ୍ୟା ୮,୫୫୦ କୁ ବୃଦ୍ଧି ହୋଇଛି।

୦-୧୮ ବର୍ଷର: ୭୩୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୪୧୯
– ସ୍ଥାନୀୟ ଅଞ୍ଚଳରୁ୨୪୮୨
୧- ଅନୁଗୁଳ ଜିଲ୍ଲାରୁ – ୯୩
୨- ବାଲେଶ୍ୱର ଜିଲ୍ଲାରୁ – ୩୦୦
୩- ବରଗଡ଼ ଜିଲ୍ଲାରୁ – ୧୦୨
୪- ଭଦ୍ରକ ଜିଲ୍ଲାରୁ – ୯୬
୫- ବଲାଙ୍ଗୀର ଜିଲ୍ଲାରୁ – ୧୮୪
୬- ବୌଦ୍ଦ ଜିଲ୍ଲାରୁ – ୭୮
୭- କଟକ ଜିଲ୍ଲାରୁ – ୪୦୨
୮- ଦେବଗଡ଼ ଜିଲ୍ଲାରୁ – ୮୯
୯- ଢେଙ୍କାନାଳ ଜିଲ୍ଲାରୁ – ୭୩
୧୦- ଗଜପତି ଜିଲ୍ଲାରୁ – ୬୯
୧୧- ଗଞ୍ଜାମ ଜିଲ୍ଲାରୁ – ୯୫
୧୨- ଜଗତସିଂହପୁର ଜିଲ୍ଲାରୁ – ୮୨
୧୩- ଯାଜପୁର ଜିଲ୍ଲାରୁ – ୧୯୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୬୩
୧୫- କଳାହାଣ୍ଡି ଜିଲ୍ଲାରୁ – ୧୬୮
୧୬- କନ୍ଧମାଳ ଜିଲ୍ଲାରୁ – ୮୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪୪
୧୮- କେନ୍ଦୁଝର ଜିଲ୍ଲାରୁ – ୧୨୮
୧୯- ଖୋର୍ଦ୍ଧାରୁ : ୧୪୩୦
୨୦- କୋରାପୁଟ ଜିଲ୍ଲାରୁ – ୬୪
୨୧- ମାଲକାନଗିରି : ୫୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୯
୨୩- ନବରଙ୍ଗପୁର ଜିଲ୍ଲାରେ: ୧୧୩
୨୪- ନୟାଗଡ଼ ଜିଲ୍ଲାରୁ – ୧୮୦
୨୫- ନୂଆପଡ଼ା ଜିଲ୍ଲାରୁ – ୧୮୯
୨୬- ପୁରୀ ଜିଲ୍ଲାରୁ – ୧୧୭
୨୭- ରାୟଗଡ଼ା ଜିଲ୍ଲାରୁ – ୧୦୧
୨୮- ସମ୍ବଲପୁର ଜିଲ୍ଲାରୁ – ୧୩୮
୨୯- ସୋନପୁର ଜିଲ୍ଲାରୁ – ୮୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୫୪୫
୩୧- State Pool: ୨୯୧
– ନୂଆ ସୁସ୍ଥ ହୋଇଥିଲେ୧୦୦୭୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୩୮୨୧୨୪
– ମୋଟ ଆକ୍ରାନ୍ତ ୧୨୩୧୧୬୯
– ମୋଟ ସୁସ୍ଛ ହୋଲେଣି ୧୧୫୨୨୩୯
– ସକ୍ରୀୟ ଆକ୍ରାନ୍ତ – ୭୦୩୨୭

ରାଜ୍ୟରେ ଆଜି କରୋନା ନେଲା ୮ ଜୀବନ। ମୋଟ ସଂଖ୍ୟା ୮,୫୫୦ କୁ ବୃଦ୍ଧି ହୋଇଛି।ତେବେ

୧. ବାଲେଶ୍ୱର ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।

୨. ଭୁବନେଶ୍ୱରର ଜଣେ ୮୨ ବର୍ଷ ବୟସ୍କ ପୁରୁଷ।

୩. କେନ୍ଦୁଝର ଜିଲ୍ଲାର ୬୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪. କୋରାପୁଟ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏକି ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।

୫. ରାୟଗଡ଼ା ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୬. ସୁନ୍ଦରଗଡ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭. ସୁନ୍ଦରଗଡ ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ହାଇପୋଥାଇରଏଡିଜିମ୍, ରିମାଟିକ୍ ହୃଦ୍ ରୋଗରେ ମଧ୍ୟ ପୀଡିତ ଥିଲେ।

୮. ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.