Home Authors Posts by Santosh Nayak

Santosh Nayak

468 POSTS 0 COMMENTS

ରେଡ଼କ୍ରସ ସୋସାଇଟି ତରଫରୁ ଉପଖଣ୍ଡ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ବଲାଙ୍ଗୀର, ୨୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କରୋନାକୁ ନେଇ ଦିନକୁ ଦିନ ଭୁତାଣୁ ସଂକ୍ରମଣ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ କାୟା ବିସ୍ତାର କରି ଚାଲିଛି। ସେଥିପାଇଁ ସଚେତନତାରେ କେବଳ ସୁରକ୍ଷା ଆମର ବାର୍ତ୍ତା...

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ଗଛରେ ଝୁଲନ୍ତା ଶବ

0
ବଲାଙ୍ଗୀର, ୨୧-୧୦:(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ନିକଟରେ ଜଣେ ଯୁବକ ଙ୍କ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ଉକ୍ତ ଯୁବକଙ୍କ ମୁହଁରେ ଏକ...

ଡକାୟତି ଘଟଣାରେ ତିନି ଅଭିଯୁକ୍ତ ଗିରଫ – ତିନି ମୋବାଇଲ ଜବତ

0
ବଲାଙ୍ଗିର, ୨୦-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ ମାସ ୨୦ ତାରିଖରେ ଖୁଜେନପାଲି ରାସ୍ତାରେ ଡକାୟତି ଘଟଣାରେ ଆଜି ବଲାଙ୍ଗିର ସଦର ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତି...

ମୋଟର ସାଇକେଲ ଚୋର ରେକେଟର ଅଭିଯୁକ୍ତଙ୍କୁ ଗିରଫ ସହ ୭ ମୋଟର ସାଇକେଲ ଉଦ୍ଧାର

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ହେଲା କଣ୍ଟାବାଞ୍ଜି ଥାନା ସହ ଆଖପାଖ ଥାନାରେ ଅଞ୍ଚଳରୁ ମୋଟର ସାଇକେଲ...

ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତର ଚକାମାଲ ଚାନ୍ଦିଲିତଲ୍ ବଡଡଙ୍ଗର ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି।...

କଳାକାର ସଂଘ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତି ପକ୍ଷରୁ ଧାରଣା ଦିଆଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।...

ଦମ୍ପତିଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ) ବଲାଙ୍ଗିର ସହରର ଚନ୍ଦ୍ରଶେଖର ନଗର ପଡାରେ ଏକ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ ନେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ତଦନ୍ତ ନିର୍ଦ୍ଦେଶ,...

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ)ବଲାଙ୍ଗୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଏକ ଗଣ୍ଡଗୋଳ କୁ ନେଇ ପ୍ରଶାସନ ତରଫରୁ ପଦକ୍ଷେପ ନିଆ ନ ଯିବା ଓ ଅଭିଯୁକ୍ତ ଙ୍କୁ ଗିରଫ ନ...

କରୋନା ଆକ୍ରାନ୍ତଙ୍କୁ ସରକାରୀ ଭାବେ ପ୍ରଦାନ କରାଯାଉଥିବା ଆୟୁର୍ବେଦିକ ଔଷଧ ବୁଷ୍ଟର ଅଭାଵ ନେଇ...

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବ୍ଲକ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଡେଇଁଲାଣି। କରୋନାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବରେ କୁହାଯାଇଛି। ପୌରାଞ୍ଚଳରେ...

ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସ ସଭାପତି ଭାବେ ଦିଲୀପ ବେହେରା ନିଯୁକ୍ତ

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟ କଂଗ୍ରେସର ୩୩ଟି ସାଙ୍ଗଠାନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ତାଲିକା ପ୍ରକାଶ ପାଇଛି। ବଲାଙ୍ଗିର ଜିଲ୍ଲାରେ ଦିଲୀପ ବେହେରାଙ୍କ ଉପରେ ଦଳ ପୁର୍ଣ ବିଶ୍ୱାସ...

ଦଶ ଦିନିଆ ଛେଳି ପାଳନ ତାଲିମ ଶିବିର ଆୟୋଜିତ

0
ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକର କନ୍ଧକେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟକାନି ଠାରେ ଦଶ ଦିନିଆ ଛେଳି ପାଳନ ତାଲିମ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ...

୧୫୦ ଟି କେନ୍ଦୁ ଗଛ ଗଣ୍ଡି ସହ ଦୁଇଟି ଟ୍ରାକ୍ଟର ଜବତ କଲା ବନବିଭାଗ

0
ବଲାଙ୍ଗୀର, ୧୮-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ରେଞ୍ଜ ଅଧିନସ୍ଥ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଅଞ୍ଚଳ ର ଶାନ୍ତିନଗର ନାମକ ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ଆତ୍ମାହୁତି ଉଦ୍ୟମ

0
ବଲାଙ୍ଗୀର, ତା୧୫-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ମିନାପାଲି ଗ୍ରାମର ଜୀବର୍ଦ୍ଧନ ସୁନା ନାମକ ଜଣେ ବ୍ୟକ୍ତି ଜମି ବିବାଦ କୁ ନେଇ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ...

ସ୍ଵାମୀ, ସ୍ତ୍ରୀ ଙ୍କ ଝୁଲନ୍ତା ଶବ ଉଦ୍ଧାର, ଏକ ବର୍ଷ ର ଶିଶୁ ଏବେ...

0
ବଲାଙ୍ଗୀର, ୧୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଶାଗୁଆନ ଗଛରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ...

ଦୁଇ ଯୁବତୀ ଏକ ସ୍କୁଟିରେ ଆସି ତେଲନଦୀକୁ ଡେଇଁ ପଡିଲେ

0
ବଲାଙ୍ଗୀର, ୧୫-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ତୁସୁରଏବଂ ଗୁଡଭେଳା ବ୍ଲକ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ରହିଥିବା ତେଲ ନଦୀ ବ୍ରିଜ ଉପରେ ଏକ ଧଳା ରଙ୍ଗ ର...

ଚୁକ୍ତିଭିତ୍ତିରେ କାର୍ଯ୍ୟ କରିବା ଆରମ୍ଭ କଲେ ଧାରଣାରତ କର୍ମଚାରୀ

0
ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌରପରିଷଦ କର୍ମଚାରୀ ଠିକା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମନା କରଦେଇ ଦୀର୍ଘ ୨୫ ଦିନ ଧରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ...

ବିରଳ ପ୍ରଜାତିର ୧୦ ଫୁଟିଆ ଅଜଗର ସାପ ଉଦ୍ଧାର

0
ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀରରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତୀର ୧୦ ଫୁଟିଆ ଅଜଗର ସାପ। ସହରର ଗାନ୍ଧୀ ନଗର ପଡା ଛକରେ ଥିବା ଲୋକନାଥ ମନ୍ଦିର ସମ୍ମୁଖରେ...

ସର୍ବଭାରତୀୟ ସ୍ତରୀୟ ଗୌରବ ଅର୍ଜନ କଲେ ହୃତିକ ଭରଦ୍ୱାଜ

0
ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗିରର ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀ ଲ’ ଆଡ଼୍‌ମିସନ୍‌ ଟେଷ୍ଟ-୨୦୨୦ (କ୍ଲାଟ ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଗୌରବ ଅର୍ଜନ କରିଛନ୍ତି। ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିବା...

ଦାଦନ ସର୍ଦ୍ଦାର ବିନା ଲାଇସେନ୍ସରେ ଚାଲାଣ କରୁଛନ୍ତି ଶ୍ରମିକ

0
ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟା ର ସମାଧାନ ପ୍ରତି ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ଓ ଖୋଲା, ଖୋଲି ଦାଦନ ସର୍ଦ୍ଦାର...

ପ୍ରେମ ସମ୍ପର୍କକୁ ନେଇ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରି ଯୁବତୀ ମୃତ

0
ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ବୌଦ୍ଧ ଜିଲ୍ଲା ଅଧିନସ୍ଥ ଘଣ୍ଟାପଡା ଥାନା ଅନ୍ତର୍ଗତ କୁଲତାଯୋର ଗାଁର ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ୨୨ ବର୍ଷର ଯୁବତୀଙ୍କ...