Home Tags Picturenews

Tag: picturenews

ଅହମ୍ମଦାବାଦର ଶ୍ରେୟ ହସ୍ପିଟାଲରେ ଅଗ୍ନିକାଣ୍ଡ – ୮ କରୋନା ରୋଗୀଙ୍କ ମୃତ୍ୟୁ

0
ଅହମ୍ମଦାବାଦ, ୦୬ ଅଗଷ୍ଟ (ଓଡ଼ିଆ ପୁଅ) ଗୁରୁବାର ସକାଳେ ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସହରରେ ଅବସ୍ଥିତ କରୋନା ଡେଡିକେଟ୍ ହସ୍ପିଟାଲ୍ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଆଇସିୟୁରେ ସକାଳ...

ମନୋଜ ସିହ୍ନା ହେବେ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର

0
ନୂଆଦିଲ୍ଲୀ ୬-୮ (ଓଡିଆ ପୁଅ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତି ମିଳିଛି ବୋଲି କରିଛି ବୋଲି ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ...

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତପା

0
ନୂଆଦିଲ୍ଲୀ ୬-୮ (ଓଡିଆ ପୁଅ) ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ ବୁଧବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଇସ୍ତଫା ପଠାଇଛନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସୂତ୍ରରୁ ପ୍ରକାଶ। ପୁନଶ୍ଚ...

କୋଭିଡ ମୁକାବିଲା ୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ- ବୁର୍ଲା ଓ ବ୍ରହ୍ମପୁରରେ...

0
ଓଡିଶାର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁଲଭ୍ୟ ହେବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର, ୫-୮(ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରର MKCG Medical College ଓ ବୁର୍ଲାର...

ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି

0
କୋଭିଡ ମୁକାବିଲା ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଲା ଲଢେଇକୁ ମଜବୁତ କରିବାକୁ ଶପଥ ଗ୍ରହଣ କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ – ମୁଖ୍ୟମନ୍ତ୍ରୀ ମୁଁ ଜିତିବି, ମୋ ଓଡିଶା ଜିତିବ ଏବଂ...

ଆଇଟି କ୍ଷେତ୍ରରେ ଏକ ଲକ୍ଷ ଚାକିରି, କମ୍ପାନୀଗୁଡିକ ବଡ଼ ଆକାରର ନିଯୁକ୍ତି ପାଇଁ ପ୍ରସ୍ତୁତ...

0
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଭାରତୀୟ ଆଇଟି କମ୍ପାନୀଗୁଡିକ ବହୁ ପରିମାଣରେ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ବଡ଼ ବଡ଼ ଆଇଟି ଫାର୍ମଗୁଡିକ ଦେଶରେ ଅତି କମରେ ଏକ ଲକ୍ଷ...

Xiaomi ଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ ସରକାର

0
ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) : ଭାରତରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢ଼ୁଛି। କେନ୍ଦ୍ର ସରକାର ଇତି ମଧ୍ୟରେ ଜିଆଓମି ଦ୍ୱାରା ପ୍ରସ୍ତୁତ ସ୍ମାର୍ଟଫୋନରେ ଦିଆଯାଇଥିବା...

ବିଶ୍ୱର ସର୍ବୋଚ୍ଚ ରାମଙ୍କ ମୂର୍ତ୍ତି : ଅଯୋଧ୍ୟା ଠାରୁ ୩ କିଲୋମିଟର ଦୂରରେ ମଞ୍ଝା...

0
ଅଯୋଧ୍ୟା ୫-୮ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ଅଯୋଧ୍ୟାରେ ଦଶରଥ ନନ୍ଦନ ପ୍ରଭୁ ଶ୍ରୀ ରାମଙ୍କର ମନ୍ଦିର ନିର୍ମାଣ ପାଇଁ ଆଜି ହେଉଛି ଭୂମି ପୂଜନ କାର୍ଯ୍ୟକ୍ରମ। କିନ୍ତୁ ଅନ୍ୟ ଏକ ଖବର ହେଉଛିଯେ,...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...

0
ଭୁବନେଶ୍ୱର ୫-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୯୦୧୮ କୁ ବୃଦ୍ଧି ପାଇଛି। ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ...

ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି

0
ଭୁବନେଶ୍ୱର ୫-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...

0
ଭୁବନେଶ୍ୱର ୫-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୯୦୧୮ କୁ ବୃଦ୍ଧି ପାଇଛି। – ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ – ଗଞ୍ଜାମ...

ଲେବାନନର ରାଜଧାନୀରେ ଶକ୍ତିଶାଳୀ ବିଷ୍ପୋରଣ ୭୮ ମୃତ, ୪ ହଜାରରୁ ଅଧିକ ଆହତ

0
ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଲେବାନନର ରାଜଧାନୀ ବିରୁଟରେ ଶକ୍ତିଶାଳୀ ବିଷ୍ପୋରଣ ହେବା ଫଳରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ଶତାଧିକ ଗୁରୁତର ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ...

ଆଜି ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାରେ ଯୋଗଦେବେ...

0
ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ 'ଶ୍ରୀ ରାମ ଜନ୍ମଭୂମି ମନ୍ଦିର' ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ।କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍, ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି

0
ନୂଆଦିଲ୍ଲୀ ୪-୮ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ତାଙ୍କର କିଛି କର୍ମଚାରୀଙ୍କ...

ପ୍ରଦୀପ ସିଂଙ୍କ ବାପା ପେଟ୍ରୋଲ ପମ୍ପରେ କାମକରନ୍ତି, ଘର ବିକ୍ରି କରି ପୁଅକୁ ପଢ଼ାଇଥିଲେ,...

0
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) UPSC ସିଭିଲ ସର୍ଭିସେସ୍ ପରୀକ୍ଷା ରେଜଲ୍ଟ ପ୍ରକାଶିତ ହୋଇଛି। ଏହି ତାଲିକାରେ ପ୍ରଦୀପ ସିଂ ୨୬ ତମ ସ୍ଥାନରେ ଅଛନ୍ତି। ଆଇଆରଏସ ଅଧିକାରୀ ଭାବରେ କାର୍ଯ୍ୟ...

ରାମ କିମ୍ବା ଅଯୋଧ୍ୟା କାହାର ସମ୍ପତ୍ତି ନୁହଁ – ଉମା ଭାରତୀ

0
ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାମ ମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଉମା ଭାରତୀ ନିଜ ଦଳ ବିଜେପିକୁ ପରାମର୍ଶ ଦେବା...

UPSC ସିଭିଲ ସର୍ଭିସେସ୍ ୨୦୧୯ ଅନ୍ତିମ ପରୀକ୍ଷା ଫଳ ପ୍ରକାଶିତ – ପ୍ରଦୀପ ସିଂ...

0
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC) ଏହାର ସରକାରୀ ୱେବସାଇଟରେ ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ର ଫଳାଫଳ ଘୋଷଣା କରିଛି।ପରୀକ୍ଷାର୍ଥୀମାନେ UPSC ଅସ୍ଥାୟୀ ନିଯୁକ୍ତି...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୮୯ ଜଣ...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି ପାଇଛି। – ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ – ଗଞ୍ଜାମ...

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁଇରପ୍ପାଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧରମୈୟାଙ୍କୁ କରୋନା

0
ବାଙ୍ଗାଲୁରୁ ୪-୮ (ଓଡ଼ିଆ ପୁଅ) କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧରମୈୟାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ସେ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଟ୍ୱିଟ...