Home ଅନୁଗୁଳ ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୯୦୧୮...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୯୦୧୮ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

242

ଭୁବନେଶ୍ୱର ୫-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୯୦୧୮ କୁ ବୃଦ୍ଧି ପାଇଛି।
– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୦୧

– ନୂଆ ଆକ୍ରାନ୍ତ: ୧୩୩୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୧୫
– ସ୍ଥାନୀୟ ଅଞ୍ଚଳରୁ୫୨୨

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୩୧
୩- ବରଗଡ଼ ଜିଲ୍ଲାରୁ – ୧୪
୪- ଭଦ୍ରକ ଜିଲ୍ଲାରୁ – ୨୨
୫- ବଲାଙ୍ଗୀର ଜିଲ୍ଲାରୁ – ୧୧
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୧୬୮
୮- ଢେଙ୍କାନାଳ ଜିଲ୍ଲାରୁ – ୫
୯- ଗଜପତି ଜିଲ୍ଲାରୁ – ୭୫
୧୦- ଗଞ୍ଜାମ ଜିଲ୍ଲାରୁ – ୨୦୧
୧୧- ଜଗତସିଂହପୁର ଜିଲ୍ଲାରୁ – ୨୧
୧୨- ଯାଜପୁର ଜିଲ୍ଲାରୁ – ୨୪
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୦
୧୪- କଳାହାଣ୍ଡି ଜିଲ୍ଲାରୁ – ୧୩
୧୫- କନ୍ଧମାଳ ଜିଲ୍ଲାରୁ – ୨୦
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୭
୧୭- କେନ୍ଦୁଝର ଜିଲ୍ଲାରୁ – ୮୦
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୧୯୬
୧୯- କୋରାପୁଟ ଜିଲ୍ଲାରୁ – ୩୧
୨୦- ମାଲକାନଗିରି : ୩୮
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧୫
୨୨- ନବରଙ୍ଗପୁର ଜିଲ୍ଲାରେ: ୭
୨୩- ନୟାଗଡ଼ ଜିଲ୍ଲାରୁ – ୬୦
୨୪- ପୁରୀ ଜିଲ୍ଲାରୁ – ୭୩
୨୫- ରାୟଗଡ଼ା ଜିଲ୍ଲାରୁ – ୨୨
୨୬- ସମ୍ବଲପୁର ଜିଲ୍ଲାରୁ – ୭୨
୨୭- ସୋନପୁର ଜିଲ୍ଲାରୁ – ୩
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୮୩

– ନୂଆ ସୁସ୍ଥ ହୋଇଥିଲେ୧୪୦୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୮୫୫୦୫
– ମୋଟ ଆକ୍ରାନ୍ତ ୩୯୦୧୮
– ମୋଟ ସୁସ୍ଛ ହୋଲେଣି ୨୪୪୮୨
– ସକ୍ରୀୟ ଆକ୍ରାନ୍ତ – ୧୪୨୬୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.