Home Coronavirus Outbreak ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୭୬୮୧...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

411

ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି ପାଇଛି।

– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୮୮

– ନୂଆ ଆକ୍ରାନ୍ତ: ୧୩୮୪

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୮୯

– ସ୍ଥାନୀୟ ଅଞ୍ଚଳରୁ ୪୯୫

– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

୧- ଅନୁଗୁଳ ଜିଲ୍ଲାରୁ –  ୧୪

୨- ବାଲେଶ୍ୱର ଜିଲ୍ଲାରୁ –  ୩୭

୩- ବରଗଡ଼ ଜିଲ୍ଲାରୁ –  ୧୦

୪- ଭଦ୍ରକ ଜିଲ୍ଲାରୁ –  ୪୦

୫- ବଲାଙ୍ଗୀର ଜିଲ୍ଲାରୁ –  ୫

୬- ବୌଦ୍ଦ ଜିଲ୍ଲାରୁ –  ୨

୭- କଟକ ଜିଲ୍ଲାରୁ –  ୧୨୧

୮- ଢେଙ୍କାନାଳ ଜିଲ୍ଲାରୁ –  ୫୧

୯- ଗଜପତି ଜିଲ୍ଲାରୁ –  ୩୮

୧୦- ଗଞ୍ଜାମ ଜିଲ୍ଲାରୁ –  ୨୮୮

୧୧- ଜଗତସିଂହପୁର ଜିଲ୍ଲାରୁ –  ୨୦

୧୨- ଯାଜପୁର ଜିଲ୍ଲାରୁ –  ୩୯

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୩

୧୪- କଳାହାଣ୍ଡି ଜିଲ୍ଲାରୁ –  ୪୭

୧୫- କନ୍ଧମାଳ ଜିଲ୍ଲାରୁ –  ୬୨

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨

୧୭- କେନ୍ଦୁଝର ଜିଲ୍ଲାରୁ –  ୬୬

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୦୧

୧୯- କୋରାପୁଟ ଜିଲ୍ଲାରୁ –  ୪୯

୨୦- ମାଲକାନଗିରି : ୩୪

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୨୮

୨୨- ନବରଙ୍ଗପୁର ଜିଲ୍ଲାରେ: ୨

୨୩- ନୟାଗଡ଼ ଜିଲ୍ଲାରୁ –  ୩୧

୨୪- ନୂଆପଡ଼ା ଜିଲ୍ଲାରୁ –  ୩

୨୫- ପୁରୀ ଜିଲ୍ଲାରୁ –  ୩୪

୨୬- ସମ୍ବଲପୁର ଜିଲ୍ଲାରୁ –  ୮୨

୨୭- ସୋନପୁର ଜିଲ୍ଲାରୁ –  ୧

୨୮- ସୁନ୍ଦରଗଡ଼ ଜିଲ୍ଲାରୁ –  ୬୪

 

– ନୂଆ ସୁସ୍ଥ ହୋଇଥିଲେ୧୧୧୯

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୫୭୦୫୯୦

– ମୋଟ ଆକ୍ରାନ୍ତ ୩୭୬୮୧

– ମୋଟ ସୁସ୍ଥ ହେଲେଣି ୨୩୦୭୩

– ସକ୍ରୀୟ ଆକ୍ରାନ୍ତ –  ୧୪୩୫୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.