Home Coronavirus Outbreak କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୦୪, ଅଗଷ୍ଟ

227

ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୮୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଥିଲେ ୧୧୧୯ ଜଣ ଏବଂ ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୫୭୦୫୯୦। ମୋଟ ଆକ୍ରାନ୍ତ ୩୭୬୮୧ ମୋଟ ସୁସ୍ଥ ହେଲେଣି ୨୩୦୭୩ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୧୪୩୫୦ ଜଣ।

ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୧୬ କୁ ବୃଦ୍ଧି ପାଇଛି।

ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାର ୬୬ ବର୍ଷ ବୟସ୍କ ପୁରୁଷ କୋଭିଡ ପଜିଟିଭ ରୋଗୀ ଯିଏ ତ୍ୱରିତ ଉଚ୍ଚ ରକ୍ତଚାପ ଏବଂ ବାମ ଭେଣ୍ଟ୍ରିକୁଲାର ବିଫଳତା ହେତୁ ମୃତ୍ୟୁ ବରଣ କରିଛନ୍ତି। ତେଣୁ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧିପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୯ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୨- ପୁରୀ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏକି ସେରେବ୍ରୋ ଭାସ୍କୁଲାର ଦୁର୍ଘଟଣାରେ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।

୪- ଯାଜପୁର ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୫- ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭- ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- ଖୋର୍ଧା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୯- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗ, ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୧୪

୨- ବାଲେଶ୍ୱର ଜିଲ୍ଲାରୁ – ୩୭

୩- ବରଗଡ଼ ଜିଲ୍ଲାରୁ – ୧୦

୪- ଭଦ୍ରକ ଜିଲ୍ଲାରୁ – ୪୦

୫- ବଲାଙ୍ଗୀର ଜିଲ୍ଲାରୁ – ୫

୬- ବୌଦ୍ଦ ଜିଲ୍ଲାରୁ – ୨

୭- କଟକ ଜିଲ୍ଲାରୁ – ୧୨୧

୮- ଢେଙ୍କାନାଳ ଜିଲ୍ଲାରୁ – ୫୧

୯- ଗଜପତି ଜିଲ୍ଲାରୁ – ୩୮

୧୦- ଗଞ୍ଜାମ ଜିଲ୍ଲାରୁ – ୨୮୮

୧୧- ଜଗତସିଂହପୁର ଜିଲ୍ଲାରୁ – ୨୦

୧୨- ଯାଜପୁର ଜିଲ୍ଲାରୁ – ୩୯

୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୩

୧୪- କଳାହାଣ୍ଡି ଜିଲ୍ଲାରୁ – ୪୭

୧୫- କନ୍ଧମାଳ ଜିଲ୍ଲାରୁ – ୬୨

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨

୧୭- କେନ୍ଦୁଝର ଜିଲ୍ଲାରୁ – ୬୬

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୦୧

୧୯- କୋରାପୁଟ ଜିଲ୍ଲାରୁ – ୪୯

୨୦- ମାଲକାନଗିରି : ୩୪

୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୮

୨୨- ନବରଙ୍ଗପୁର ଜିଲ୍ଲାରେ: ୨

୨୩- ନୟାଗଡ଼ ଜିଲ୍ଲାରୁ – ୩୧

୨୪- ନୂଆପଡ଼ା ଜିଲ୍ଲାରୁ – ୩

୨୫- ପୁରୀ ଜିଲ୍ଲାରୁ – ୩୪

୨୬- ସମ୍ବଲପୁର ଜିଲ୍ଲାରୁ – ୮୨

୨୭- ସୋନପୁର ଜିଲ୍ଲାରୁ – ୧

୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୬୪

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୩୮୧ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୭ [+୧୪] ଜଣ ସକ୍ରୀୟ ଅଛନ୍ତି। ୨୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧, ୧୨୮ [+୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫୧ [+୩୭] ଜଣ ସକ୍ରୀୟ ଅଛନ୍ତି। ୭୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୪୭୩ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୧ [+୧୦] ଜଣ ସକ୍ରୀୟ ଅଛନ୍ତି। ୩୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୭୧୬ [+୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୯ [+୪୦] ଜଣ ସକ୍ରୀୟ ଅଛନ୍ତି। ୫୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୫୧୯ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୭ [+୫] ଜଣ ସକ୍ରୀୟ ଅଛନ୍ତି। ୩୨୨ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲାରେ ୧୫୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୨] ଜଣ ସକ୍ରୀୟ ଅଛନ୍ତି। ୧୨୧ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲାରେ ୨, ୪୫୮ [+୧୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨୮ [+୧୨୧] ଜଣ ସକ୍ରୀୟ ଅଛନ୍ତି। ୧, ୬୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସକ୍ରୀୟ ଅଛନ୍ତି। ୮୨ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୪୨୦ [+୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୪ [+୫୧] ଜଣ ସକ୍ରୀୟ ଅଛନ୍ତି। ୧୮୬ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲାରେ ୧, ୭୦୦ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୩ [+୩୮] ଜଣ ସକ୍ରୀୟ ଅଛନ୍ତି। ୧, ୦୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୧, ୬୧୧ [+୨୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୬୧୪ [+୨୮୨] ଜଣ ସକ୍ରୀୟ ଅଛନ୍ତି। ୭, ୮୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୭ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୭୮୪ [+୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୨ [+୨୦] ଜଣ ସକ୍ରୀୟ ଅଛନ୍ତି। ୬୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୧, ୪୦୨ [+୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୯ [+୩୮] ଜଣ ସକ୍ରୀୟ ଅଛନ୍ତି। ୧, ୧୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୩୩୩ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯ [+୩] ଜଣ ସକ୍ରୀୟ ଅଛନ୍ତି। ୨୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୩୦୬ [+୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୧ [+୪୭] ଜଣ ସକ୍ରୀୟ ଅଛନ୍ତି। ୧୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୬୭୮ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୬ [+୬୨] ଜଣ ସକ୍ରୀୟ ଅଛନ୍ତି। ୩୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୫୩୭ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୬ [+୧୨] ଜଣ ସକ୍ରୀୟ ଅଛନ୍ତି। ୪୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୮୫୬ [+୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୫ [+୬୬] ଜଣ ସକ୍ରୀୟ ଅଛନ୍ତି। ୬୬୯ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୫, ୧୧୫ [+୨୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୦୦୨ [+୨୦୦] ଜଣ ସକ୍ରୀୟ ଅଛନ୍ତି। ୨, ୦୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୯୭୫ [+୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୪ [+୪୯] ଜଣ ସକ୍ରୀୟ ଅଛନ୍ତି। ୩୫୧ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ରେ ୬୬୩ [+୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୩ [+୩୩] ଜଣ ସକ୍ରୀୟ ଅଛନ୍ତି। ୩୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୭୪୯ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୨ [+୨୮] ଜଣ ସକ୍ରୀୟ ଅଛନ୍ତି। ୫୦୫ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୩୦୮ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୮ [+୨] ଜଣ ସକ୍ରୀୟ ଅଛନ୍ତି। ୧୯୯ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୭୧୭ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୬ [+୩୧] ଜଣ ସକ୍ରୀୟ ଅଛନ୍ତି। ୪୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୧୫୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫ [+୩] ଜଣ ସକ୍ରୀୟ ଅଛନ୍ତି। ୧୦୩ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୯୧୯ [+୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୭ [+୩୩] ଜଣ ସକ୍ରୀୟ ଅଛନ୍ତି। ୪୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧, ୧୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୭୦ ଜଣ ସକ୍ରୀୟ ଅଛନ୍ତି। ୫୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୬୬୩ [+୮୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୮ [+୮୨] ଜଣ ସକ୍ରୀୟ ଅଛନ୍ତି। ୨୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୧୦ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ [+୧] ଜଣ ସକ୍ରୀୟ ଅଛନ୍ତି। ୮୪ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୧, ୬୨୧ [+୬୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭୦ [+୬୪] ଜଣ ସକ୍ରୀୟ ଅଛନ୍ତି। ୯୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.