Tag: picturenews
ଓଡ଼ିଉଡ୍ ରୁ ପୁଣି ଦୁଃଖ ଖବର – ଓଡିଆ ଅଭିନେତା ଅଜିତ ଦାସଙ୍କ ନିଧନ
picturenewsଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) : ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାସ ଆଜି ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧...
ଆନ୍ଧ୍ର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ – ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷିବ
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କ୍ୟୁଲେସନ ପ୍ରଭାବରେ ଆଜି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି।...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦ ମୃତ୍ୟୁ...
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୦୮୦୭ କୁ ବୃଦ୍ଧିପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କ ନିଧନ
ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ପରଲୋକ ଗମନ କରିଛନ୍ତି। କିଛି ଦିନ ପୂର୍ବେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ରୁ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ର...
ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୨୬ କୁ...
ଭୁବନେଶ୍ୱର ୧୩-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୨୬ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବାଲେଶ୍ୱର ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୦୮୦୭ କୁ ବୃଦ୍ଧିପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା ଜିଲ୍ଲାରୁ...
ଓଲିଉଡରେ ପୁଣି ଏକ ଦୁଃଖ ଖବର – ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି...
କଟକ ୧୩-୯ (ଓଡ଼ିଆ ପୁଅ) : ଓଲିଉଡରରୁ ପୁଣି ଏକ ଦୁଃଖ ଖବର ଆସିଛି। ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ ଭାଇ) ଙ୍କର ପରଲୋକ ହୋଇତିବା ଖବରରୁ ପ୍ରକାଶ। ଖବର...
୪୭ ଲକ୍ଷ ପାର – ଦେଶରେ ୯୪, ୩୭୨ ନୂଆ କରୋନା ଆକ୍ରାନ୍ତ, ୧,...
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୧୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ଚାଇନାର ସ୍ୟାଟେଲାଇଟ୍ ମିଶନ ଫେଲ – ଅଧା ଅଧୁରା ପ୍ରସ୍ତୁତି କରି ଉତକ୍ଷେପଣ କରି...
ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ଅଧା ଅଧୁରା ପ୍ରସ୍ତୁତି କରି ଉତକ୍ଷେପଣ କରି ଚୀନ୍ର ସ୍ୟାଟେଲାଇଟ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ବିଫଳ ହୋଇଛି ଏବଂ ଆକାଶ ମଝିରେ କ୍ରାସ ହୋଇଛି।
ଚୀନ୍ ମହାକାଶର...
କରୋନା ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ପ୍ରୋଟୋକଲ : ଏହି କେତୋଟି ପରାମର୍ଶ...
ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ପ୍ରୋଟୋକଲ୍ ରେ ଏହି ବିଶେଷ ପରାମର୍ଶ ମାନନ୍ତୁ କରୋନା ଭାଇରସ୍ ପ୍ରକୋପରୁ ମିଳିବ ମୁକ୍ତି।ଭାରତରେ କରୋନା ଭାଇରସ୍ ରୋଗ ଦ୍ରୁତ ଗତିରେ...
ମୋଦୀଙ୍କ ଟିମରେ ତିନି ନୂଆ IAS : PMO ରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ,...
ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ତିନିଜଣ ଆଇଏଏସ୍ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରମୁଖ ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଏହି ତିନିଜଣଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏଥିରେ...
ପୁଣି ଅସୁସ୍ଥ; ଏମ୍ସରେ ଭର୍ତ୍ତି ହେଲେ ଅମିତ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍)ରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତି ପ୍ରାୟ ୧୧ଟା...
ସୁରକ୍ଷା ଦୃଷ୍ଟିରୁ ଏରୋଡ୍ରୋମରେ କିମ୍ବା ବିମାନରେ ଫଟୋ ଉଠାଇଲେ କାର୍ଯ୍ୟାନୁଷ୍ଠାନ – DGCA
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଓଡ଼ିଆ ପୁଅ) : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଶନିବାର ଏକ ନିର୍ଦ୍ଦେଶ ଜାରି କରି ଯାତ୍ରୀମାନଙ୍କୁ ସରକାରୀ ଏରୋଡ୍ରୋମରେ କିମ୍ବା ବିମାନରେ କୌଣସି ଫଟୋଗ୍ରାଫ କ୍ଲିକ୍...
ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ କରୋନାଭାଇରସ୍ ଟିକା ପରୀକ୍ଷଣ ବ୍ରିଟେନରେ ପୁନଃ ଆରମ୍ଭ
ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) : ବ୍ରିଟେନର ଜଣେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଗୁରୁତର ପ୍ରତିକୂଳ ପ୍ରତିକ୍ରିୟା ହେତୁ ଆଷ୍ଟ୍ରା ଜେନେଙ୍କା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ COVID ଟିକା ପରୀକ୍ଷଣରେ...
ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ।୬୪୭ ଜଣ ଖୋର୍ଦ୍ଦା ଜିଲ୍ଲାରୁ,୨୮୧ ଜଣ ମୟୁରଭଞ୍ଜ ଜିଲ୍ଲାରୁ,୨୭୫ ଜଣ କଟକ ଜିଲ୍ଲାରୁ,୨୧୮ ଜଣ ବରଗଡ଼ ଜିଲ୍ଲାରୁ, ୨୦୬ ଜଣ ରାୟଗଡ଼ା...
ଯାତ୍ରା ଜଗତର ବେଶ୍ ପରିଚିତ କଳାକାର “ଭିକୁ ସେଠ୍”, ମହେନ୍ଦ୍ର ଦାସଙ୍କ ପରଲୋକ
କଟକ ୧୨।୯ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଆଜି ଜଣେ ଜଲିଉଡ ଜଗତର ଆଗଧାଡିର ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଛି। ହୃଦଘାତରେ ଚୌଦ୍ବାର ସ୍ଥିତ ନିଜ ବାସଭବନ ତାଙ୍କର...
ଆସନ୍ତାକାଲି ପୁଣି ଏକ ଲଘୁଚାପର ସମ୍ଭାବନା – ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷିବ
ଭୁବନେଶ୍ଵର ୧୨-୯ (ଓଡ଼ିଆ ପୁଅ) : ଆସନ୍ତାକାଲି ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି। କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସୂଚନା...
ଡ୍ରଗ୍ସ କନେକ୍ସନରେ ସାରା ଅଲ୍ଲୀ ଖାନ୍ ଏବଂ ରାକୁଲ ପ୍ରୀତଙ୍କ ସମେତ ୨୫ ତାରକାଙ୍କ...
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ କରୁଛି। ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।...
ବଲିଉଡର ଆଉ ଏକ ଦୁଃଖ ଖବର – ଅନୁରାଧା ପଢୱାଲଙ୍କ ପୁଅ ଆଦିତ୍ୟଙ୍କ ୩୫...
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଅନୁରାଧା ପଢୱାଲଙ୍କ ପୁଅ ଆଦିତ୍ୟଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସକାଳେ ପ୍ରସିଦ୍ଧ ଗାୟକ ଅନୁରାଧା ପଢ଼ୱାଲଙ୍କ...
କେନ୍ଦ୍ର ସରକାରୀ ପେନସନ ଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମା ବୃଦ୍ଧି
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀଙ୍କ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ବଢ଼ାଇ ଦିଆଯାଇଛି। ସାଧାରଣତଃ ପ୍ରତ୍ୟେକ କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀଙ୍କୁ...















