ad
ଓଡ଼ିଶା

ଓଡ଼ିଉଡ୍ ରୁ ପୁଣି ଦୁଃଖ ଖବର – ଓଡିଆ ଅଭିନେତା ଅଜିତ ଦାସଙ୍କ ନିଧନ

Image Credit Social media

picturenewsଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) : ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାସ ଆଜି ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। COVID-19 ପଜିଟିଭ୍ ଆସିବା ପରେ ତାଙ୍କୁ ହଲ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଜାନୁଆରୀ ୨୦, ୧୯୪୯ ରେ ଜନ୍ମ ହୋଇଥିବା ଦାସ ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ରରୁ ଯାତ୍ରାରମ୍ଭ କରିଥିଲେ। ସେ ୬୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ କିଛି ହେଲା ହାକିମ ବାବୁ, ମା, ତୁଣ୍ଡ ବାଇଦ। ଅଜିତଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top