Home Coronavirus Outbreak ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ କରୋନାଭାଇରସ୍ ଟିକା ପରୀକ୍ଷଣ ବ୍ରିଟେନରେ ପୁନଃ ଆରମ୍ଭ

ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ କରୋନାଭାଇରସ୍ ଟିକା ପରୀକ୍ଷଣ ବ୍ରିଟେନରେ ପୁନଃ ଆରମ୍ଭ

157

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) : ବ୍ରିଟେନର ଜଣେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଗୁରୁତର ପ୍ରତିକୂଳ ପ୍ରତିକ୍ରିୟା ହେତୁ ଆଷ୍ଟ୍ରା ଜେନେଙ୍କା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ COVID ଟିକା ପରୀକ୍ଷଣରେ ଲାଗିଥିଲା ବିରାମ। କିନ୍ତୁ ବର୍ତ୍ତମାନ ଏହାର ପରୀକ୍ଷଣ ପ୍ରକ୍ରୀୟା ପୁନଃ ଆରମ୍ଭ ହୋଇଛି।

ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ଶନିବାର ଦିନ ଏକ ବିବୃତ୍ତିରେ କହିଛିଯେ, ଆଷ୍ଟ୍ରା ଜେନେଙ୍କା ଅକ୍ସଫୋର୍ଡ କରୋନାଭାଇରସ୍ ଟିକା, AZD1222 ପାଇଁ ମେଡିକାଲ ସ୍ୱାସ୍ଥ୍ୟ ନିୟାମକ ପ୍ରାଧିକରଣ (MHRA) ଦ୍ୱାରା ନିଶ୍ଚିତ ହେବା ପରେ ବ୍ରିଟେନରେ ପୁନଃ ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.