Tag: picturenews
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬ ଟାରେ ଦେଶକୁ ସମ୍ବୋଧିତ କରିବେ
ନୂଆ ଦିଲ୍ଲୀ ୨୦ ୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬ ଟାରେ ଦେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।...
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ ନୋବେଲ ପୁରସ୍କାର – ଏହାକୁ ପରିଚାଳନା କରୁଥିବା ବିଶୋ...
ନୂଆ ଦିଲ୍ଲୀ ୨୦-୧୦ (ଓଡ଼ିଆ ପୁଅ) ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେର ନୋବେଲ କମିଟି ନିଷ୍ପତ୍ତି ନେଇଛନ୍ତି। ଭାରତ ଏବଂ ପଞ୍ଜାବ ପାଇଁ ଗର୍ବର ବିଷୟ।...
ପ୍ରଥମେ ଜଣାଇଲେ ଶ୍ରଦ୍ଧାଞ୍ଜଳି ପୁଣି କାମନା କଲେ ଦୀର୍ଘ ଜୀବନ: ନାଟକ !
ଭୁବନେଶ୍ୱର/କଟକ: ସଂପୂର୍ଣ୍ଣ ସୁସ୍ଥ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ଦେଶ୍ୟରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ପ୍ରଥମେ ଜଣାଇଲେ ଶ୍ରଦ୍ଧାଞ୍ଜଳି ପୁଣି କାମନା କଲେ ଦୀର୍ଘ ଜୀବନ।...
ଦୀପାବଳି ପୂର୍ବରୁ କନ୍ଦାଇବ ପିଆଜ ? କିଲୋ ଦର ୧୦୦ ଛୁଇଁପାରେ
ନୂଆ ଦିଲ୍ଲୀ ୨୦-୧୦ (ଓଡ଼ିଆ ପୁଅ) ପାର୍ବଣ ଋତୁରେ ପିଆଜର ମୂଲ୍ୟରେ ନିଆଁରେ0 ଲାଗିବାକୁ ଯାଉଛି। ଦୀପାବଳିରେ ପିଆଜର ମୂଲ୍ୟ କିଲୋଗ୍ରାମ ପିଛା ୫୦ ରୁ ୧୦୦ ଟଙ୍କାକୁ ବୃଦ୍ଧି ପାଇପାରେ। ଏହାର...
ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୧୬ ମୃତ – ଜାଣନ୍ତୁ...
ଭୁବନେଶ୍ୱର ୨୦-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟରେ ଆଜି କରୋନା ନେଲା ୧୬ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ...
ଭୁବନେଶ୍ୱର ୨୦-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୬ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୬୮ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...
ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି
ଭୁବନେଶ୍ୱର ୨୦-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି ପାଇଛି।
- ନୂଆ ଆକ୍ରାନ୍ତ : ୧୯୦୪- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୧୫- ସ୍ଥାନୀୟ...
ଦଳିତ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ନିରପେକ୍ଷ ତଦନ୍ତ ଦାବିରେ ରାଜ୍ୟ ମାନବାଧିକାର କମିଶନଙ୍କ...
ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ମହିଳାଙ୍କ ପ୍ରତି ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା...
ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି !
ଭୁବନେଶ୍ୱର/କଟକ: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ। ସିକନ୍ଦର ଟ୍ୱିଟ୍ କରିଛନ୍ତି, "ବାଲେଶ୍ୱର ଉପ ନିର୍ବାଚନରେ ପ୍ରଚାର କରୁଥିବା ସମୟରେ ହଠାତ୍...
ଜାତୀୟ ଶିକ୍ଷା ନୀତି ଶିକ୍ଷା ସଂସ୍କାରକୁ ନୂଆ ଦିଗ୍ଦର୍ଶନ ଓ ନୂତନ ବଳ ଦେବ:...
ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ- ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରରେ ଭିତ୍ତିଭୂମି ସୃଷ୍ଟି ଏବଂ ଢାଞ୍ଚାଗତ ପରିବର୍ତ୍ତନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି: ପ୍ରଧାନମନ୍ତ୍ରୀ- ଦେଶରେ ଶିକ୍ଷାର ପ୍ରତ୍ୟେକ ସ୍ତରରେ...
ସାଣ୍ଟ୍ ର ସଫଳ ପରୀକ୍ଷଣ
ବାଲେଶ୍ୱର ୨୦-୧୦ (ଓଡ଼ିଆ ପୁଅ) : ଗତକାଲି ଡିଆରଡିଓ ପକ୍ଷରୁ ଓଡ଼ିଶା ଉପକୂଳରୁ ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ଷ୍ଟାଣ୍ଡ ଅଫ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ (ସାଣ୍ଟ୍)ର ସଫଳ ପରୀକ୍ଷଣ କରାଯାଇଛି। ଇଣ୍ଟିଆନ...
ଆଜି ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ଆଜି ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ - ୩୯୯ ଜଣ ଖୋର୍ଦ୍ଦା...
‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍’ ମୋବାଇଲ୍ ଆପ୍ ର ଲୋକାର୍ପଣ କରିଛନ୍ତି। ଏହି ଆପ୍ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ...
୨୬ ବର୍ଷରୁ ଅଧିକ ବୟସ ହୋଇପାରିବେ ନାହିଁ IAS-IPS ଅଧିକାରୀ ! UPSC ଦ୍ୱାରା...
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) : ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଫେକ୍ ନ୍ୟୁଜ୍ ଭାଇରାଲ ହେଉଛି। ହ୍ୱାଟ୍ସଆପ ଏବଂ ଫେସବୁକ୍ ମାଧ୍ୟମରେ ଅନେକ ପ୍ରକାରର ମେସେଜ୍ ଯାହାକି ଫେକ୍...
ଆଇପିଏଲ 2020 – ଚେନ୍ନାଇ ସୁପରସକିଙ୍ଗ୍ସ – ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ – ସିଏସକେ...
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ଆଇପିଏଲର ୩୭ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପରସକିଙ୍ଗ୍ସ - ରାଜସ୍ଥାନ ରୟାଲ୍ସ। ଏବେ ସିଏସକେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି...
ବିଜେପି ମହିଳା ମୋର୍ଚ୍ଚାକୁ ଟାର୍ଗେଟ୍ କଲା ବିଜେପି ମହିଳା ମୋର୍ଚ୍ଚା !
ଭୁବନେଶ୍ୱର: ଟାର୍ଗେଟରେ ବିଜେପି ମହିଳା ମୋର୍ଚ୍ଚା। ତେବେ ଏହି ଟାର୍ଗେଟ୍ ଆଉ କେହି ନୁହେଁ, ବିଜେପି ମହିଳା ମୋର୍ଚ୍ଚାକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ। କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ...
ଲାଦାଖରେ ଚୀନ ସୈନିକକୁ କାବୁ କଲେ ଭାରତୀୟ ସୁରକ୍ଷା ବାହିନୀ
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) : ଲଦାଖର ଚୁମାର-ଡେମୋଚୋକ ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଚୀନ୍ ସେନାର ସୈନିକକୁ କାବୁ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପିପୁଲ୍ସ ଲିବରେସନ୍ ଆର୍ମି...
କ୍ରେଡିଟ୍ କାର୍ଡ ଲଞ୍ଚ କଲା ପେଟିଏମ୍ , ପ୍ରତ୍ୟେକ କାରବାରରେ ମିଳିବ କ୍ୟାସବ୍ୟାକ୍
ନୂଆ ଦିଲ୍ଲୀ ୧୯ ଅକ୍ଟୋବର (ଓଡ଼ିଆ ପୁଅ) ପେଟିଏମ୍ ଭାରତରେ ଏକ କ୍ରେଡିଟ୍ କାର୍ଡ ଲଞ୍ଚ କରିଛି। ଏହି କ୍ରେଡିଟ କାର୍ଡ ସହିତ ପ୍ରତ୍ୟେକ କ୍ରୟରେ କ୍ୟାସବ୍ୟାକ୍ ଅଫର ଉପଲବ୍ଧ ହେବ ବୋଲି...
ରାଜ୍ୟରେ ଆଜି ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୦୩୪୬କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୧୫୨...
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୫୨ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...











