Home ଓଡ଼ିଶା ଆଇପିଏଲ 2020 – ଚେନ୍ନାଇ ସୁପରସକିଙ୍ଗ୍ସ – ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ – ସିଏସକେ ଟସ୍...

ଆଇପିଏଲ 2020 – ଚେନ୍ନାଇ ସୁପରସକିଙ୍ଗ୍ସ – ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ – ସିଏସକେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି

216

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ଆଇପିଏଲର ୩୭ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପରସକିଙ୍ଗ୍ସ – ରାଜସ୍ଥାନ ରୟାଲ୍ସ। ଏବେ ସିଏସକେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ରୟାଲ୍ସ ବୋଲିଂ କରିବ।
ଉଭୟ ଦଳ ଏପର୍ଯ୍ୟନ୍ତ ୯ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି।
ଚେନ୍ନାଇ ୯ଟି ମ୍ୟାଚରୁ ୩ଟିରେ ବିଜୟ ଲାଭ କରିଥିବା ବେଳେ ଓ ୬ଟିରେ ପରାଜୟର ସମ୍ମୁଖୀନ ହୋଇଥିଲା ଏବେ ଦଳ ଆଇପିଏଲରେ ସପ୍ତମ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ମଧ୍ୟ ୩ଟିରେ ଜିତିଛି ଏବଂ ଓ ୬ଟିରେ ପରାଜୟ ବରଣ କରିବା ସହ ଅଷ୍ଟମ ସ୍ଥାନରେ ଅଛି। ତେଣୁ ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.