Home Coronavirus Outbreak ଆଜି ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଆଜି ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

96

ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ଆଜି ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

୩୯୯ ଜଣ ଖୋର୍ଦ୍ଦା ଜିଲ୍ଲାରୁ

୧୮୯ ଜଣ କଟକ ଜିଲ୍ଲାରୁ

୧୭୪ ଜଣ ଅନୁଗୁଳ ଜିଲ୍ଲାରୁ

୧୫୪ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ

୧୧୪ ଜଣ ବେଲେଶ୍ୱର ଜିଲ୍ଲାରୁ

୧୧୦ ଜଣ ମୟୁରଭଞ୍ଜ ଜିଲ୍ଲାରୁ

୧୦୯ ଜଣ ପୁରୀ ଜିଲ୍ଲାରୁ

୧୦୭ ଜଣ ସମ୍ବଲପୁର ଜିଲ୍ଲାରୁ

୧୦୧ ଜଣ କଳାହାଣ୍ଡି ଜିଲ୍ଲାରୁ

୧୦୦ ଜଣ ବରଗଡ଼ ଜିଲ୍ଲାରୁ

୯୫ ଜଣ ଯାଜପୁର ଜିଲ୍ଲାରୁ

୯୫ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ

୮୯ ଜଣ ଜଗତସିଂହପୁର ଜିଲ୍ଲାରୁ

୮୮ ଜଣ ଝାରସୁଗୁଡ଼ା ଜିଲ୍ଲାରୁ

୮୬ ଜଣ ବଲାଙ୍ଗୀର ଜିଲ୍ଲାରୁ

୮୫ ଜଣ କୋରାପୁଟ ଜିଲ୍ଲାରୁ

୬୯ ଜଣ ମାଲକାନଗିରି

୬୫ ଜଣ କେନ୍ଦୁଝର ଜିଲ୍ଲାରୁ

୬୩ ଜଣ ନବରଙ୍ଗପୁର ଜିଲ୍ଲାରୁ

୬୩ ଜଣ ସୋନପୁର ଜିଲ୍ଲାରୁ

୫୯ ଜଣ ଭଦ୍ରକ ଜିଲ୍ଲାରୁ

୪୬ ଜଣ ନୂଆପଡ଼ା ଜିଲ୍ଲାରୁ

୪୩ ଜଣ କନ୍ଧମାଳ ଜିଲ୍ଲାରୁ

୪୦ ଜଣ ଢେଙ୍କାନାଳ ଜିଲ୍ଲାରୁ

୪୦ ଜଣ ନୟାଗଡ଼ ଜିଲ୍ଲାରୁ

୨୪ ଜଣ ବୌଦ୍ଦ ଜିଲ୍ଲାରୁ

୨୦ ଜଣ ରାୟଗଡ଼ା ଜିଲ୍ଲାରୁ

୧୮ ଜଣ ଗଞ୍ଜାମ ଜିଲ୍ଲାରୁ

୧୭ ଜଣ ଦେବଗଡ଼ ଜିଲ୍ଲାରୁ

୬ ଜଣ ଗଜପତି ଜିଲ୍ଲାରୁ

୭୦ ଜଣ State Pool ରୁ
ମୋଟସୁସ୍ଥ ହେଲେ ୨୪୯୫୭୫ ଜଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.