Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୧୫୨ କୁ...

ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୧୫୨ କୁ ବୃଦ୍ଧି

76


ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୫୨ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ –

ବଲାଙ୍ଗୀର ଜିଲ୍ଲାର ୨ ଜଣେ
ଜଗତସିଂହପୁର ଜିଲ୍ଲାର ଜଣେ
ସୁବର୍ଣ୍ଣପୁର ଜିଲ୍ଲାର ୨ ଜଣ
ବୌଦ୍ଧ ଜିଲ୍ଲାର ଜଣେ
ବରଗଡ ଜିଲ୍ଲାର ଜଣେ
ଝାରସୁଗୁଡା ଜିଲ୍ଲାର ୨ ଜଣ
ଭୁବନେଶ୍ୱରର ୩ ଜଣ
କଟକ ଜିଲ୍ଲାର ୩ ଜଣ
ମୟୁରଭଞ୍ଜ ଜିଲ୍ଲାର ଜଣେ
ନୁଆପଡା ଜିଲ୍ଲାର ଜଣେ

ମୃତକଙ୍କ ବିଷୟରେ


୧- ବଲାଙ୍ଗୀର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।

୨- ବଲାଙ୍ଗୀରର ୫୫ ବର୍ଷ ବୟସ୍କ ପୁରୁଷ।

୩- ଜଗତସିଂହପୁର ଜିଲ୍ଲାର ୮୨ ବର୍ଷ ବୟସ୍କ ପୁରୁଷ।

୪- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ।

୫- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୬- ବୌଦ୍ଧ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୭- ବରଗଡ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- ଝାରସୁଗୁଡା ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।

୯- ଝାରସୁଗୁଡା ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୦- ଭୁବନେଶ୍ୱରର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।

୧୧- କଟକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୨- ମୟୁରଭଞ୍ଜ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ହାଇପୋଥାଇରୋଡିସିମ୍ ରେ ପୀଡିତ ଥିଲେ।

୧୩- କଟକ ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୪- କଟକ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୫- ନୁଆପଡା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୬- ଭୁବନେଶ୍ୱରର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୭- ଭୁବନେଶ୍ୱରର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.