Home Coronavirus Outbreak ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି

ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି

48

ଭୁବନେଶ୍ୱର ୨୦-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ : ୧୯୦୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୧୫
– ସ୍ଥାନୀୟ ଅଞ୍ଚଳରୁ୭୮୯
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୦୯
୨- ବାଲେଶ୍ୱର ଜିଲ୍ଲାରୁ – ୯୦
୩- ବରଗଡ଼ ଜିଲ୍ଲାରୁ – ୩୫
୪- ଭଦ୍ରକ ଜିଲ୍ଲାରୁ – ୧୯
୫- ବଲାଙ୍ଗୀର ଜିଲ୍ଲାରୁ – ୬୬
୬- ବୌଦ୍ଦ ଜିଲ୍ଲାରୁ – ୨୪
୭- କଟକ ଜିଲ୍ଲାରୁ – ୧୧୧
୮- ଦେବଗଡ଼ ଜିଲ୍ଲାରୁ – ୨୧
୯- ଢେଙ୍କାନାଳ ଜିଲ୍ଲାରୁ – ୫୦
୧୦- ଗଜପତି ଜିଲ୍ଲାରୁ – ୨
୧୧- ଗଞ୍ଜାମ ଜିଲ୍ଲାରୁ – ୩୯
୧୨- ଜଗତସିଂହପୁର ଜିଲ୍ଲାରୁ – ୭୩
୧୩- ଯାଜପୁର ଜିଲ୍ଲାରୁ – ୪୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୧
୧୫- କଳାହାଣ୍ଡି ଜିଲ୍ଲାରୁ – ୭୬
୧୬- କନ୍ଧମାଳ ଜିଲ୍ଲାରୁ – ୧୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୬
୧୮- କେନ୍ଦୁଝର ଜିଲ୍ଲାରୁ – ୫୬
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୨୨୧
୨୦- କୋରାପୁଟ ଜିଲ୍ଲାରୁ – ୩୬
୨୧- ମାଲକାନଗିରି : ୩୦
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୯୩
୨୩- ନବରଙ୍ଗପୁର ଜିଲ୍ଲାରେ: ୪୩
୨୪- ନୟାଗଡ଼ ଜିଲ୍ଲାରୁ – ୩୨
୨୫- ନୂଆପଡ଼ା ଜିଲ୍ଲାରୁ – ୧୨୮
୨୬- ପୁରୀ ଜିଲ୍ଲାରୁ – ୪୯
୨୭- ରାୟଗଡ଼ା ଜିଲ୍ଲାରୁ – ୧୭
୨୮- ସମ୍ବଲପୁର ଜିଲ୍ଲାରୁ – ୪୪
୨୯- ସୋନପୁର ଜିଲ୍ଲାରୁ – ୭୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୦
୩୧- State Pool: ୪୩
– ନୂଆ ସୁସ୍ଥ ହୋଇଥିଲେ୨୭୩୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୧୧୭୦୯୦
– ମୋଟ ଆକ୍ରାନ୍ତ ୨୭୨୨୫୦
– ମୋଟ ସୁସ୍ଛ ହୋଲେଣି ୨୪୯୫୭୫
– ସକ୍ରୀୟ ଆକ୍ରାନ୍ତ – ୨୧୪୫୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.