Home ଓଡ଼ିଶା ସାଣ୍ଟ୍ ର ସଫଳ ପରୀକ୍ଷଣ

ସାଣ୍ଟ୍ ର ସଫଳ ପରୀକ୍ଷଣ

140

ବାଲେଶ୍ୱର ୨୦-୧୦ (ଓଡ଼ିଆ ପୁଅ) : ଗତକାଲି ଡିଆରଡିଓ ପକ୍ଷରୁ ଓଡ଼ିଶା ଉପକୂଳରୁ ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ଷ୍ଟାଣ୍ଡ ଅଫ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ (ସାଣ୍ଟ୍)ର ସଫଳ ପରୀକ୍ଷଣ କରାଯାଇଛି। ଇଣ୍ଟିଆନ ଏୟାରଫୋସ ଯୁଦ୍ଧ ବିମାନରୁ ଏହାକୁ ନିକ୍ଷେପ କରାଯାଇ ଏହା ଲକ୍ଷ୍ୟଭେଦ କରିଥିଲା।

ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିଲୋମିଟର, ଓଜନ ୪୩ କିଲୋଗ୍ରାମ, ଲମ୍ବ ୧.୮୫ ମିଟର, ଏଥିରେ ୮ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରି ପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.