Tag: picturenews
ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ବୋଲି ଜଣାପଡ଼ିଛି। ପ୍ରମିଳା ମଲ୍ଲିକ ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ଦଶମ...
ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କୁ ଫୋନ...
ଆସନ୍ତାକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ :...
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ନୂଆ ସରକାର ଗଢ଼ିବା ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ପୁରୀରୁ ଫେରିବା ପରେ ନିବାସରୁ ଫୋନ୍...
ଆମେ ଚାହୁଁଛୁ ରାହୁଲ ଗାନ୍ଧୀ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ବନି...
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀର ନେତା ଏଚ.ବି.ଶର୍ମା ଆଜି କହିଛନ୍ତି କି ସଂସଦରେ ବିରୋଧି ଦଳ ପାଇଁ ଜାଗା ହେବା ଆବଶ୍ୟକ। ସେଥିପାଇଁ ଯଦି ରାହୁଲ ଗାନ୍ଧୀ...
ରାଜ୍ୟରେ ପ୍ରବଳ ଗରମ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ସିଜୁଛି ଓଡ଼ିଶା। ପ୍ରବଳ ଖରାରେ ଆଉଟୁପାଉଟୁ ହେଲେଣି ଲୋକେ। ସମ୍ପୂର୍ଣ୍ଣ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ...
ଡକାୟତି ପୂର୍ବରୁ ପୁଲିସ ଜାଲରେ ୫ ଡକାୟତ
ରାଉରକେଲା ୨୮-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବ୍ୟାଙ୍କର ଡକାୟତି କରିବାକୁ ଉଦ୍ୟମ କରୁଥିଲେ ମାତ୍ର ସଫଳ ହେଲାଣି। ପୁଲିସ ଜାଲରେ ଧରାପଡ଼ିଛନ୍ତି ୫ କୁଖ୍ୟାତ ଡକାୟତ। ପୁଲିସ ସେମାନଙ୍କ ଠାରୁ ବିଭିନ୍ନ...
ପୀରାଗଢ଼ୀରେ ବିଜୁଳି ବଲ୍ବ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଲା: ଦମକଳ ବିଭାଗର ୧୫ ଗାଡ଼ି ନିଆଁ...
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗର ପୀରା ଗଢ଼ୀ ନାମକ ସ୍ଥାନରେ ବିଜୁଳି ବଲ୍ବ ବନାଉଥିବା ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଛି। ଦମକଳ ବିଭାଗର ୧୫ଟି ଗାଡ଼ି ସେଠାରେ...
ଆଇଇଡ଼ି ବିଷ୍ପୋରଣରେ ୧୧ ଯବାନ ଆହତ
ଝାରଖଣ୍ଡ ୨୮-୫ (ଓଡ଼ିଆ ପୁଅ) ଝାରଖଣ୍ଡରେ ସରାଯକେଲାର କୁଚାଇ ନାମକ ସ୍ଥାନରେ ବଢ଼ିଭୋର ୪:୫୩ ବେଳେ ଏକ ଆଇଇଡ଼ି (IED) ବିଷ୍ପୋରଣରେ ୮ଜଣ 20B କୋବରା (20B CoBRA) ଏବଂ ତିନି ଜଣ...
ପ୍ରଶାସକ ଚୟନ କରୁଛନ୍ତି କିଏ ହେବ ମନ୍ତ୍ରୀ
ଭୁବନେଶ୍ୱର ୨୬-୫ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଲଗାତାର ପଞ୍ଚମଥର ପାଇଁ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କ୍ଷମତାକୁ ଆସିଛି ଏବଂ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା...
ଭୋଟର ମହାନ : ବିଧାନସଭା ପାଇଁ ୭ଟି ଯାକ ଆସନରୁ ବିଜେଡ଼ିକୁ ବିଜୟୀ କରିଥିବା...
ବରଗଡ଼, ୨୫/୫ - (ଓଡ଼ିଆ ପୁଅ) ଟେକ୍ଟିକାଲ ଭୋଟିଂ ବା ଯୋଜନାବଦ୍ଧ ଭୋଟିଂର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ। ବରଗଡ଼ ଲୋକସଭା ଅନ୍ତର୍ଗତ ୭ଟି ଯାକ...
ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା
ଭୁବନେଶ୍ୱର, ୨୫/୫ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି...
ସମ୍ବଲପୁର ଲୋକସଭା ଆସନରେ ପ୍ରଥମ ଥର ପାଇଁ ଜିତିଲା ବିଜେପି
ସମ୍ବଲପୁର, ୨୫/୫ (ଓଡ଼ିଆ ପୁଅ) ସମ୍ବଲପୁର ଲୋକସଭା ଆସନରେ ସର୍ବପ୍ରଥମ ଥର ପାଇଁ ବିଜେପିକୁ ଜିତାପଟ ମଳିଛି। ଦଳର ଦେବଗଡ଼ ବିଧାୟକ ନିତେଶ ଗଂଗଦେବ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ଡ଼....
ଓଡ଼ିଶାରୁ କିଏ ହେବେ କେନ୍ଦ୍ରମନ୍ତ୍ରୀ? ଚର୍ଚ୍ଚାରେ ଦୁଇ ଷଡ଼ଙ୍ଗୀ!
ଭୁବନେଶ୍ୱର:୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୮ଟି ଆସନ ଜିତିପାରିଛି।ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ,ବରଗଡ଼ରୁ ସୁରେଶ ପୂଜାରୀ,ସୁନ୍ଦରଗଡ଼ରୁ ଜୁଏଲ ଓରାମ,ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ସମ୍ବଲପୁରରୁ ନିତେଶ...
ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର...
- ଓଡିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ
- ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରୁଛି
- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...
କୋରାପୁଟ ଲୋକସଭା ଆସନ; କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲକା ୩୬୧୩ ଭୋଟ ବ୍ୟବଧାନରେ ବିଜୟୀ
କୋରାପୁଟ ୨୪-୦୫-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲକା ୩୬୧୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି।କୋରାପୁଟ, ଲକ୍ଷ୍ମିପୁର, ପଟ୍ଟାଙ୍ଗୀ, ଜୟପୁର, ଗୁଣୁପୁର, ବିଷମକଟକ,...
ବିଧାନସଭା ଆସନ: କେଉଁଠୁ କିଏ ବିଜୟୀ
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) କେଉଁ ବିଧାନସଭା ଆସନରୁ କିଏ ବିଜୟୀ ହୋଇଛନ୍ତି ଦେଖନ୍ତୁ ତାଲିକା ...
ହିଞ୍ଜିଳି - ନବୀନ ପଟ୍ଟନାୟକ - ବିଜେଡି
ବିଜେପୁର - ନବୀନ ପଟ୍ଟନାୟକ - ବିଜେଡି
ଖଣ୍ଡପଡ଼ା -...
ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ପରଲୋକ
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ଏଭରେଷ୍ଟ ଆରୋହୀ କଳ୍ପନା ଦାସଙ୍କ ପରଲୋକ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏଭରେଷ୍ଟ ଚଢ଼ିବା ପାଇଁ ଯାଇଥିଲେ କଳ୍ପନା। ତେବେ ଏହି ଦୁଃଖ ଖବର ଆଜି ପହଁଚିଛି।...
ସୁ-୩୦ ଏମକେଆଇ ବାୟୁଯାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଆଜି ଆଇଏଏଫ ଏହାର ଆଗଧାଡିର ବାୟୁଯାନ ସୁ-୩୦ ଏମକେଆଇରୁ ସଫଳତାର ସହ ବାୟୁ ମାର୍ଗରେ ଗତି କରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି ବାୟୁଯାନରୁ...
ଆରଆଇଏସଏଟି-୨ବିର ସଫଳ ଉତକ୍ଷେପଣ: କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କରିବ ସହାୟତା
ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଭାରତର ପୋଲାର ଉପଗ୍ରହ ଉତକ୍ଷେପଣ ଯାନ (ପିଏସଏଲଭି-ସି୪୬) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆରରୁ ସଫଳତାର ସହ ଆରଆଇଏସଏଟି-୨ବି ଉତକ୍ଷେପଣ...
ଭୋଟ ଗଣତି ପୂର୍ବରୁ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି ମାଡ଼
ବ୍ରହ୍ମପୁର ୨୨-୫ (ଓଡ଼ିଆ ପୁଅ) ଭୋଟ୍ ଗଣତି ପୂର୍ବରୁ ହିଂସାକାଣ୍ଡ। ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳି ଓ ଛୁରା ମାଡ଼ ହୋଇଥିବା ଖବର ମିଳିଛି। ଗୁରୁତର ମନୋଜଙ୍କୁ...





