Home ଓଡ଼ିଶା ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି

ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି

940

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କୁ ଫୋନ ଯୋଗେ ସୂଚନା ଦେଇଥିବା ଜଣାପଡ଼ିଛି। ଦିଗପହଣ୍ଡିରୁ ୭ ଥର ବିଧାୟକ ରହିଥିବା ସୂର୍ଯ୍ୟ ନାରାୟଣ ପାତ୍ର ନବୀନଙ୍କ ଚତୁର୍ଥ ପାଳିରେ ସମବାୟ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.