Home ଓଡ଼ିଶା ବିଧାନସଭା ଆସନ: କେଉଁଠୁ କିଏ ବିଜୟୀ

ବିଧାନସଭା ଆସନ: କେଉଁଠୁ କିଏ ବିଜୟୀ

6416

ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) କେଉଁ ବିଧାନସଭା ଆସନରୁ କିଏ ବିଜୟୀ ହୋଇଛନ୍ତି ଦେଖନ୍ତୁ ତାଲିକା …

ହିଞ୍ଜିଳି – ନବୀନ ପଟ୍ଟନାୟକ – ବିଜେଡି
ବିଜେପୁର – ନବୀନ ପଟ୍ଟନାୟକ – ବିଜେଡି
ଖଣ୍ଡପଡ଼ା – ସୋମ୍ୟ ରଞ୍ଜନ ପଟ୍ଟନାୟକ – ବିଜେଡି
ପିପିଲି – ପ୍ରଦୀପ ମହାରଥୀ – ବିଜେଡି
ଯାଜପୁର – ପ୍ରଣବ କିଶୋର ଦାସ – ବିଜେଡି
ପାରାଦୀପ – ସମ୍ବିତ ରାଉତରାୟ – ବିଜେଡି
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି – ବିଜେଡି
ଏରସମା ବାଲିକୁଦା – ରଘୁନନ୍ଦନ ଦାସ – ବିଜେଡି
ବୀରମହାରାଜପୁର – ପଦ୍ମନାଭ ବେହେରା – ବିଜେଡି
ଆସ୍କା – ମଞ୍ଜୁଳା ନାୟକ – ବିଜେଡି
ବଡ଼ଚଣା – ଅମର ପ୍ରସାଦ ଶତପଥୀ – ବିଜେଡି
ସୋନପୁର – ନିରଞ୍ଜନ ପୂଜାରୀ – ବିଜେଡି
ବିଞ୍ଝାରପୁର – ପ୍ରମିଳା ମଲ୍ଲିକ – ବିଜେଡି
ତାଳଜେର – ବ୍ରଜକିଶୋର ପ୍ରଧାନ – ବିଜେଡି
ଚାନ୍ଦବାଲି – ବ୍ୟୋମୋକେଶ ରାୟ – ବିଜେଡି
ବ୍ରଜରାଜ ନଗର – କିଶୋର ମହାନ୍ତି – ବିଜେଡି
ତେଲକୋଇ – ପ୍ରେମାନନ୍ଦ ନାୟକ – ବିଜେଡି
ଅତାବିରା – ସ୍ନେହାଙ୍ଗିନି ଛୁରୀଆ – ବିଜେଡି
କଣ୍ଟାମାଳ – ମହୀଧର ରଣା – ବିଜେଡି
ବୌଦ୍ଧ ପ୍ରଦୀପ ଅମାତ୍‌ – ବିଜେଡି
ଆଠଗଡ଼ – ରଣେନ୍ଦ୍ର ପ୍ରସାଦ ସ୍ୱାଇଁ – ବିଜେଡି
ଗୋପାଳପୁର ପ୍ରଦୀପ ପାଣିଗ୍ରାହୀ – ବିଜେଡି
ପରଜଙ୍ଗ – ନୃସିଂହ ଚରଣ ସାହୁ – ବିଜେଡି
ବାଙ୍କି – ଦେବୀ ରଞ୍ଜନ ତ୍ରିପାଠୀ – ବିଜେଡି
ପାଟଣାଗଡ଼ – ସରୋଜ ମେହେର – ବିଜେଡି
ରାଜନଗରରୁ – ଧ୍ରୁବ ଚରଣ ସାହୁ – ବିଜେଡି
କାକଟପୁର – ତୁଷାରକାନ୍ତ ବେହେରା – ବିଜେଡି
କଟକ ସଦର – ଚନ୍ଦ୍ର ସାରଥୀ ବେହେରା – ବିଜେଡି
ଝାରସୁଗୁଡ଼ା – ନବ ଦାସ – ବିଜେଡି
କୋରାପୁଟ – ରଘୁରାମ ପଢ଼ାଲ – ବିଜେଡି
ବରଗଡ଼ – ଦେବେଶ ଆଚାର୍ଯ୍ୟ – ବିଜେଡି
କୁଚିଣ୍ଡା – କିଶୋର ଚନ୍ଦ୍ର ନାୟକ- ବିଜେଡି
ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ – ବିଜେଡି
ବଲାଙ୍ଗିର – ନରସିଂହ ମଶ୍ର – କଂଗ୍ରେସ
ରାଜନଗର – ଧ୍ରୁବ ସାହୁ- ବିଜେଡି
ଚିକିଟି – ଉଷା ଦେବୀ – ବିଜେଡି
କବିସୂର୍ଯ୍ୟନଗର – ବିଜେଡି ଲତିକା ପ୍ରଧାନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.