Home ଓଡ଼ିଶା ଆଇଇଡ଼ି ବିଷ୍ପୋରଣରେ ୧୧ ଯବାନ ଆହତ

ଆଇଇଡ଼ି ବିଷ୍ପୋରଣରେ ୧୧ ଯବାନ ଆହତ

1145

ଝାରଖଣ୍ଡ ୨୮-୫ (ଓଡ଼ିଆ ପୁଅ) ଝାରଖଣ୍ଡରେ ସରାଯକେଲାର କୁଚାଇ ନାମକ ସ୍ଥାନରେ ବଢ଼ିଭୋର ୪:୫୩ ବେଳେ ଏକ ଆଇଇଡ଼ି (IED) ବିଷ୍ପୋରଣରେ ୮ଜଣ 20B କୋବରା (20B CoBRA) ଏବଂ ତିନି ଜଣ ରାଜ୍ୟ ପୁଲିସର ଜବାନ ଆହତ ହୋଇଛନ୍ତି। କୁହାଯାଉଛି କି ଦୁଇଜଣ ଜବାନମାନେ ବିଶେଷ ଅପରେଶନରେ ଥିଲେ ଏହି ସମୟରେ ବିସ୍ଫୋରଣ ଘଟିଥିଲା। ବିଷ୍ପୋରଣରେ ଆହତ ସମସ୍ତ ଜବାନଙ୍କୁ ଏୟାରଲିଫ୍ଟ କରି ସକାଳେ ୬:୫୨ ବେଳେ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.