Home Tags Picturenews

Tag: picturenews

କ୍ଷମା ମାଗିଲେ ରାହୁଲ ଗାନ୍ଧୀ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ 'ଚୌକିଦାର ଚୋର' ମନ୍ତବ୍ୟ ଦେବା ଏବଂ ଏହି ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ସାହାରା ନେଇଥିବା ଅଭିଯୋଗରେ କ୍ଷମା ମାଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।ରାହୁଲ...

ସବରୀମାଳା ପ୍ରସଙ୍ଗ: ବଡ଼ ବେଞ୍ଚକୁ ଦାୟିତ୍ୱ

0
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସବରୀମାଳା ବିବାଦ ପ୍ରସଙ୍ଗର ଶୁଣାଣି ଦାୟିତ୍ୱ ୭ ଜଣିଆ ବଡ଼ ବେଞ୍ଚକୁ ହସ୍ତାନ୍ତର କରିଛନ୍ତି।୭ ଜଣିଆ ବଡ଼ ବେଞ୍ଚ ଏବେ ଏହାର ଶୁଣାଣି କରିବେ।ଏବେ ମନ୍ଦିରରେ ୫୦ ବର୍ଷ ବୟସରୁ...

ସରକାରଙ୍କୁ କ୍ଲିନଚିଟ୍: ରାଫେଲ୍ ଡିଲ୍ ପୁନଃବିଚାର ଆବେଦନ ଖାରଜ

0
ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ଦୁର୍ନୀତି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦେଶର ସବୁଠୁ ବଡ଼ ଅଦାଲତରୁ କ୍ଲିନଚିଟ୍ ମିଳିଛି।ରାଫେଲ୍ ଡିଲ୍ ଦୁର୍ନୀତି ନେଇ କରାଯାଇଥିବା ପୁନଃବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ରାୟ...

ଆଜି ସୁପ୍ରିମକୋର୍ଟ ଶୁଣାଇବେ ତିନୋଟି ବଡ଼ ରାୟ

0
ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ ଆଜି ସୁପ୍ରିମକୋର୍ଟ ଶୁଣାଇବାକୁ ଯାଉଛନ୍ତି ତିନୋଟି ବଡ଼ ମାମଲାର ରାୟ।ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ...

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ : ୧୦୦ରୁ ଉର୍ଦ୍ଧ୍ଵ ଆହତ

0
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ଥିବା ଫାଲକନ ମାରାଇନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୧୦୦ରୁ ଉର୍ଦ୍ଧ୍ଵ କର୍ମଚାରୀ ଆହତ ହୋଇଛନ୍ତି।ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଆହତଙ୍କ ମଧ୍ୟରେ...

ସୁପ୍ରୀମ କୋର୍ଟଙ୍କ ରାୟ : କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି, ଲଢ଼ି...

0
ନୂଆ ଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) କର୍ଣ୍ଣାଟକର ପୂର୍ବରୁ ଅଯୋଗ୍ୟ ଘୋଷିତ ୧୪ କଂଗ୍ରେସ ଏବଂ ୩ ଜେଡିଏସ ବିଧାୟକଙ୍କ ଯାଚିକା ଉପରେ ସୁପ୍ରୀମ କୋର୍ଟ ରାୟ ଶୁଣାଇଛନ୍ତି। ସେମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି...

ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ; ପରୋଲରେ ମୁକ୍ତ

0
ନୂଆଦିଲ୍ଲୀ: ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଏ. ଜୀ. ପେରରୀବଲନଙ୍କୁ ୩୦ ଦିନ ପାଇଁ ପରୋଲରେ ମୁକ୍ତ କରାଯାଇଛି।ତାମିଲନାଡୁ ସ୍ଥିତ ବେଲୋର ସେଣ୍ଟ୍ରାଲ ଜେଲରୁ...

ମୋଦିଙ୍କୁ ଶିବଲିଙ୍ଗ ଉପରେ ବିଛା କହିବା ମନ୍ତବ୍ୟରେ ଥରୁରଙ୍କ ନାମରେ ୱାରେଣ୍ଟ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବଲିଙ୍ଗ ଉପରେ ବସିଥିବା ବିଛା ନେଇ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନାମରେ ଦିଲ୍ଲୀର ଏକ ଅଦାଲତ ୱାରେଣ୍ଟ ଜାରୀ କରିଛନ୍ତି।ସୂଚନାଯୋଗ୍ୟ ଯେ...

ମରିଗଲେ ୧୦ଟି ପ୍ରଜାତିର ୧୫୦୦ ପକ୍ଷୀ

0
ନୂଆଦିଲ୍ଲୀ: ରାଜସ୍ଥାନର ସାମ୍ଭର ହ୍ରଦରୁ ୧୦ଟି ପ୍ରଜାତିର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ଵ ମୃତ ପକ୍ଷୀ ମିଳିଛନ୍ତି।ଏକ ମେଡିକାଲ ଟିମ୍ ବାଡ୍ ଫ୍ଲୁ ର ଆଶଙ୍କା କରିଛନ୍ତି।କିନ୍ତୁ ଅଧିକାରୀମାନେ ଦୂଷିତ ଜଳ ଯୋଗୁଁ ପକ୍ଷୀ...

ସିୟା ଏବଂ ସୁନ୍ନୀ ୱାକଫ ବୋର୍ଡ ମୁଖିଆଙ୍କୁ ୱାଇ+ ସୁରକ୍ଷା

0
ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ପରେ ଉତ୍ତରପ୍ରଦେଶ ସରକାର ୟୁପି ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡ ପ୍ରମୁଖ ବସିମ ରିଜବୀ ଏବଂ ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ ପ୍ରମୁଖ ଜୁଫର ଫାରୁକୀଙ୍କୁ ୱାଇ+...

ଘାଟୀରୁ ଖସିପଡ଼ିଲା ବସ୍ ୧୬ ମୃତ ୫ ଗୁରୁତର

0
ଜମ୍ମୁ କଶ୍ମୀର ୧୨-୧୧ (ଓଡ଼ିଆ ପୁଅ) ଜମ୍ମୁ କଶ୍ମୀରର ଡୋଡାରେ ବଡ଼ ଦୁର୍ଘଟଣା। ଘାଟୀରୁ ଖାଲକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଏହା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କିଛି ଗୁରୁତର...

ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

0
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ।ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ପଠାଇବା ପରେ ଏବଂ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ପରେ ଶେଷରେ ରାଷ୍ଟ୍ରପତି ରାମନାଥ...

ଅଚାନକ ଡକାଗଲା କେନ୍ଦ୍ର କ୍ୟାବିନେଟ ବୈଠକ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମାନଙ୍କର ବୈଠକ ଡକାଇଥିବା ସୂଚନା ମିଳିଛି।ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ଏହି ବୈଠକ ଡକାଯାଇଛି।ଏହା କୌଣସି ପୂର୍ବ ନିର୍ଦ୍ଧାରିତ କେନ୍ଦ୍ର...

ଦୁଇ ଟ୍ରେନ ମଧ୍ୟରେ ଧକ୍କା : ୧୫ ମୃତ, ୫୦ରୁ ଉର୍ଦ୍ଧ୍ବ ଆହତ

0
ନୂଆଦିଲ୍ଲୀ: ବାଙ୍ଗଲାଦେଶରେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।ସିଲହଟରୁ ଚଟଗାଓଁ ଯାଉଥିବା...

ଦିଲ୍ଲୀର ଇଣ୍ଡିଆ ଗେଟରେ ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ବୋଇତ

0
ନୂଆଦିଲ୍ଲୀ ୧୨-୧୧ (ଓଡ଼ିଆ ପୁଅ ) ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ...

ସଉତୁଣୀ ଆଉ ପୁରୁଣା ପ୍ରେମ ..

0
ଭୁବନେଶ୍ୱର: ଶିବସେନା ଏବଂ ବିଜେଡି ମଧ୍ୟରୁ ବିଜେପିର ଶତୃ କିଏ, ଆଉ କିଏ ମିତ୍ର?ସାଂପ୍ରତିକ ରାଜନୈତିକ ସ୍ଥିତିକୁ ଦେଖି ଏହି ପ୍ରଶ୍ନ ମନରେ ଉଙ୍କି ମାରୁଛି।ବିଜେପି ଏବଂ ଶିବସେନା ମେଣ୍ଟ ବହୁ ପୂରୁଣା।ପ୍ରାୟ...

ମହାରାଷ୍ଟ୍ରରେ ଶିବସେନା ଗଢ଼ିବ ସରକାର: କଂଗ୍ରେସ; ଏନସିପି ଦେବେ ସମର୍ଥନ

0
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଗଢ଼ିବ ସରକାର।ଶିବସେନା ନେତା ଉଦ୍ଧବ ଠାକରେ ଏବଂ ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଦେ ରାଜ୍ୟପାଳ ଭବନ ଯାଇ ସରକାର ଗଢ଼ିବା ପାଇଁ ଦାବି ଜଣାଇଛନ୍ତି।ସୂଚନା ମୁତାବକ...

ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଲେ ଶିବସେନା ନେତା

0
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶିବସେନା ନେତା ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଛନ୍ତି।ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇ ଦେଇଛନ୍ତି।ଇସ୍ତଫା ଦେବା...

ବ୍ରେକିଂ: ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା; ୩୦ ଆହତ

0
ନୂଆଦିଲ୍ଲୀ: ଦକ୍ଷିଣ ମଧ୍ୟ ରେଲୱେ ଅନ୍ତର୍ଗତ ତେଲେଙ୍ଗାନାର କଚେଗୁଡ଼ା ଷ୍ଟେସନ ନିକଟରେ ଏମଏମଟିଏସ୍ ଏବଂ କୋଂଗୁ ଏକ୍ସପ୍ରେସ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ରୁ ଉର୍ଦ୍ଦ୍ଵ ଯାତ୍ରୀ ଆହତ ହୋଇଛନ୍ତି।ଦୁର୍ଘଟଣାର...

ମୋବାଇଲ୍ ଫାଟି ଯୁବ ଶ୍ରମିକର ମୃତ୍ୟୁ

0
ନୟାଗଡ/୧୧/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ମୋବାଇଲ୍ ସେବା ଦ୍ୱାରା ଦୁରତ୍ୱ କମି ଜନ ସମ୍ପର୍କ ବଢିବାରେ ଲାଗିଥିବାରେ ସେ ମୋବାଇଲ୍ କେତେକ ଯାଗାରେ କାଳ ପାଲଟିଛି। ରାତ୍ରିରେ ମୋବାଇଲ୍ ନିକଟରେ ରଖି ଶୋଇଥିଲା ବେଳେ ଜଣେ...