Home ଓଡ଼ିଶା ଘାଟୀରୁ ଖସିପଡ଼ିଲା ବସ୍ ୧୬ ମୃତ ୫ ଗୁରୁତର

ଘାଟୀରୁ ଖସିପଡ଼ିଲା ବସ୍ ୧୬ ମୃତ ୫ ଗୁରୁତର

997

ଜମ୍ମୁ କଶ୍ମୀର ୧୨-୧୧ (ଓଡ଼ିଆ ପୁଅ) ଜମ୍ମୁ କଶ୍ମୀରର ଡୋଡାରେ ବଡ଼ ଦୁର୍ଘଟଣା। ଘାଟୀରୁ ଖାଲକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଏହା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କିଛି ଗୁରୁତର ଆହତ ହୋଇଛନ୍ତି। ଆହତ ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସଡ଼କ ଦୁର୍ଘଟଣା ଦ୍ୱିପ୍ରହର ସମୟରେ ହୋଇଛି। ପୋଲିସ୍ ଘଟଣା ସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.