Tag: picturenews
ନାସା ଦେଲା ସୂଚନା – ପୃଥିବୀ ଆଡକୁ ମାଡ଼ି ଆସୁଛନ୍ତି ଚାରି ନୂତନ ଆଷ୍ଟ୍ରଏଡ
ୱାଶିଂଟନ୍/ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ନାସାର ଚେତାବନୀ। ଚାରୋଟି ନୂତନ ଆଷ୍ଟେରଏଡ ଅତି ଦ୍ରୁତ ଗତିରେ ପୃଥିବୀର ଅତି ନିକଟତର ହେଉଛନ୍ତି। ତେବେ ଏହି ସମସ୍ତ ଗ୍ରହାଣୁ ପୃଥିବୀର ଅତି ନିକଟବର୍ତ୍ତୀ...
ମନ୍ଦିର ପ୍ରବେଶ ନିଷେଧ – ବ୍ୟାରିକେଡ ପଛରେ ରହି ପତିତପାବନକୁ ଦର୍ଶନ କରି ଫେରିଲେ...
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନାଭାଇରସ୍ ର ପ୍ରସାରଣକୁ ନଜରରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭୂତାଣୁ...
ମହାପ୍ରଭୁଙ୍କର ଟଙ୍କା ୟୁନିୟନ ବ୍ୟାଙ୍କରେ ରଖାଯିବ
ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ୟେସ ବ୍ୟାଙ୍କରେ ରଖାଯାଇଥିବା ଜମା ଟଙ୍କା ଫେରସ୍ତ ଆସିବା ପରେ ଅନ୍ୟ ଯେ କୌଣସି ଜାତୀୟ କରଣ ବ୍ୟାଙ୍କରେ...
ମହାରାଷ୍ଟ୍ରର ପୁନେରେ COVID19ର ଆଉ ୨ ଜଣଙ୍କ ଟେଷ୍ଟ ପଜିଟିଭ୍ – ମହାରାଷ୍ଟ୍ରର ଆକ୍ରାନ୍ତଙ୍କ...
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପୁନେରେ COVID19ର ଆଉ ୨ ଜଣଙ୍କ ଟେଷ୍ଟ ପଜିଟିଭ୍ ବାହାରିବା ପରେ ପୁନେରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ କରୋନାଭାଇରସ୍...
କରୋନାଭାଇରସ୍ : ଭାରତରେ ଗୋଟିଏ ଦିନରେ ୬୩ ଟି ନୂଆ କେସ୍ – ଭାରତରେ...
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) କରୋନାଭାଇରସ୍ (COVID-19) ଏହି ଭୂତାଣୁ ସମଗ୍ର ବିଶ୍ୱରେ ୨୩୪, ୦୦୦ ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ମୃତ୍ୟୁ ସଂଖ୍ୟା ୧୦, ୦୦୦ ରୁ...
ଗାୟିକା କନିକା କାପୁର କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନ୍ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ...
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ବଲିଉଡର ଗାୟିକ କନିକା କାପୁରଙ୍କର କରୋନା ଟେଷ୍ଟ ପଜିଟିଭ୍ ପାଇବା ପରେ ସମ୍ବେଦନଶୀଳତା ବଢ଼ିଛି। କନିକା କାପୁର ଲକ୍ଷ୍ନୌରେ ଏକ ପାର୍ଟୀରେ ଯୋଗ ଦେଇଥିଲେ ଯେଉଁଠାରେ...
କରୋନା ମୁକାବିଲା: ମୋଦୀଙ୍କ ଜନତା କର୍ଫ୍ୟୁକୁ ନବୀନଙ୍କ ସମର୍ଥନ; କିଛି ପ୍ରଶଂସା, ପ୍ରସ୍ତାବ ଏବଂ...
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରାମର୍ଶ ଏବଂ ଆଲୋଚନା କରିଛନ୍ତି। ଏହି ଅବସରରେ ଓଡ଼ିଶା...
୭ ଜଣରୁ ଅଧିକ ଏକାଠି ହେବା ମନା
ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଜି ଆଉ କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ନୂଆ ନିର୍ଦ୍ଦେଶନାମା ମୁତାବକ ଘର...
ବଲିଉଡ଼ ଗାୟୀକା କନିକା କାପୁର କରୋନା ଆକ୍ରାନ୍ତ: ନିକଟରେ ଅନେକ ଇଭେଣ୍ଟରେ ଯୋଗ ଦେଇଥିଲେ
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ବଲିଉଡ ଗାୟୀକା କନିକା କପୁର ଲକ୍ଷ୍ନୌରେ କୋଭିଡ -19 ରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ପ୍ରକାଶ କରିଛନ୍ତିଯେ, ତାଙ୍କର ସାମ୍ପୁଲ ପଜିଟିଭ ଆସିଥିବା ସେ...
ବେବି ଡଲଙ୍କୁ କରୋନା ଭାଇରସ୍ !
ନୂଆଦିଲ୍ଲୀ: ବେବି ଡଲ୍ ଏବଂ ଚିତିଆନ୍ କାଲାଇୟାନ୍ ଆଦି ଗୀତ ଗାଇଥିବା ଜଣାଶୁଣା ବଲିଉଡ୍ ଗାୟିକା କନିକା କପୁରଙ୍କ ପାଖରେ କରୋନା ଭାଇରସ୍ ପଜେଟିଭ୍ ନମୂନା ମିଳିଛି। ତାଙ୍କୁ ଲକ୍ଷ୍ନୌର କିଙ୍ଗ ଜର୍ଜ...
କାମସୂତ୍ର ଅଭିନେତ୍ରୀଙ୍କୁ କରୋନା ସଂକ୍ରମଣ
ନୂଆଦିଲ୍ଲୀ: କାମସୂତ୍ର (ଏ ଟେଲ୍ ଅଫ୍ ଲଭ୍) ଏବଂ ଏଚବିଓ ଚ୍ୟାନେଲରେ ପ୍ରସାରିତ ସିରିଜ୍ 'ଗେମ୍ ଅଫ୍ ଥ୍ରୋନ୍ସ' ଅଭିନେତ୍ରୀ ଇନ୍ଦିରା ବର୍ମା କରୋନା ଭାଇରସ୍ ଶିକାର ହୋଇଛନ୍ତି। ପରୀକ୍ଷା ପରେ ତାଙ୍କ...
ଭାରତୀୟ ଫୁଟବଲର କିମ୍ବଦନ୍ତୀ ପୁରୁଷ ପି.କେ ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାରତୀୟ ଫୁଟବଲର ପୂର୍ବତନ ଅଧିନାୟକ ପ୍ରଦୀପ କୁମାର ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ଶୁକ୍ରବାରଦିନ କୋଲକାତାରେ ନିଧନ ହୋଇଛି।
ସେ କିଛିଦିନହେବ ଅସୁସ୍ଥାବସ୍ଥାରେ ଚିକିତ୍ସିତ ହେଉଥିଲେ। ବାନାର୍ଜୀଙ୍କର ଦୁଇଝିଅ...
କୋଭିଡ ୧୯ ମୁକାବିଲା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
- ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ନିବେଦନ
- ୨୨ ମାର୍ଚ୍ଚ ଅପରାହ୍ଣ ୫ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ
- ଭୟଭୀତ...
କରୋନା ଭୟରେ ସାରା ବଲିଉଡ୍: ଗଙ୍ଗା ଆରତୀରେ ସାରା!
ନୂଆଦିଲ୍ଲୀ: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆତଙ୍କିତ।ଆତଙ୍କିତ ସାରା ଦେଶ। କରୋନା ଭୟରେ ମଧ୍ୟ ସାରା ବଲିଉଡ୍। ବଲିଉଡ୍ ଜଗତର ଅନେକ ଷ୍ଟାର୍ ନିଜକୁ ଘର ଭିତରେ ବନ୍ଦ କରି ରଖିଛନ୍ତି।...
ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ : ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଦେଲେ ଇସ୍ତଫା
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ରାଜନୈତିକ ଶଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୨୨ ବିଦ୍ରୋହୀ ବିଧାୟକ ଇସ୍ତପାପତ୍ର ପ୍ରଦାନ କରିବା ପରେ କମଲନାଥ ସରକାର...
ମଧ୍ୟପ୍ରଦେଶରେ ଆଜି ଫ୍ଲୋର ଟେଷ୍ଟ – ସେପଟେ କଂଗ୍ରେସ ବିଦ୍ରୋହୀ ସାଂସଦଙ୍କ ଝିଅ ଫାଶୀ...
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ରାଜସ୍ଥାନର ବାରାଂ ଜିଲ୍ଲାର ଶାହାବାଦ ଅଞ୍ଚଳରେ ଜଣେ ଡାକ୍ତରଙ୍କ ପତ୍ନୀ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଉଛନ୍ତି ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର...
କରୋନାରେ ଭାରତରେ ୫ମ ମୃତ୍ୟୁ, ଇଟାଲୀ ମହିଳାଙ୍କର ଜୟପୁରରେ ମୃତ୍ୟୁ
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁରେ ପଞ୍ଚମ ମୃତ୍ୟୁ ହୋଇଛି। ଇଟାଲୀର ମହିଳାଙ୍କର ଜୟପୁରରେ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ୬୯ ବର୍ଷୀୟ ଇଟାଲୀୟ ମହିଳା କରୋନାରେ ସଂକ୍ରମିତ...
ନିର୍ଭୟା ମାମଲା : ଫାଶୀଦଣ୍ଡ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ବିଳମ୍ବିତ ରାତିରେ ଖାରଜ...
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) : ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ ବିଳମ୍ବିତ ରାତିରେ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ କରିବାର ଆବେଦନକୁ ଖାରଜ କରିଦେଇଛନ୍ତି। ଅତଃ ଆଜି ସକାଳ ୫.୩୦ ମିନିଟ୍...
ନୋଭେଲ କରୋନା ଭୂତାଣୁ (କୋଭିଡ-୧୯) ପାଇଁ ଅତିରିକ୍ତ ମାର୍ଗଦର୍ଶିକା ଜାରି
ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ)
- ୨୨ ମାର୍ଚ୍ଚ, ୨୦୨୦ ପରଠାରୁ ଗୋଟିଏ ସପ୍ତାହ ପାଇଁ କୌଣସି ଅନୁସୂଚିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନକୁ ଭାରତରେ ଅବତରଣ କରିବା ଲାଗି ଅନୁମତି ମିଳିବ...
କରୋନାଭାଇରସ୍ : ଇରାନରେ ଥିବା କରନା ସଂକ୍ରମିତ ଭାରତୀୟଙ୍କର ମୃତ୍ୟୁ – MEA
ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି। ଏ ପର୍ଯ୍ୟନ୍ତ ଭାରତରେ ୧୭୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗୁରୁବାର ପର୍ଯ୍ୟନ୍ତ ଭାରତରେ...






