Home Coronavirus Outbreak କରୋନାଭାଇରସ୍ : ଇରାନରେ ଥିବା କରନା ସଂକ୍ରମିତ ଭାରତୀୟଙ୍କର ମୃତ୍ୟୁ – MEA

କରୋନାଭାଇରସ୍ : ଇରାନରେ ଥିବା କରନା ସଂକ୍ରମିତ ଭାରତୀୟଙ୍କର ମୃତ୍ୟୁ – MEA

1270

ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି। ଏ ପର୍ଯ୍ୟନ୍ତ ଭାରତରେ ୧୭୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗୁରୁବାର ପର୍ଯ୍ୟନ୍ତ ଭାରତରେ ବିଶ୍ୱରେ ଦୁଇଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ କରୋନାଭାଇରସ୍ କାରଣରୁ ଭାରତରେ ୪ ଜଣ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମଙ୍ଗଳବାରଦିନ ଜଣେ ୬୪ ବର୍ଷୀୟ ରୋଗୀ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତାଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଦିଲ୍ଲୀ ଏବଂ କର୍ଣ୍ଣାଟକରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

ଇରାନରେ ଥିବା ଜଣେ କରୋନା ସଂକ୍ରମିତ ଭାରତୀୟ, ଯାହାଙ୍କର କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ ଆସିଥିଲା ତାଙ୍କର ମୃତ୍ୟୁ ହୋଇଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ ସୂଚନା ଦୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.