Home Coronavirus Outbreak କାମସୂତ୍ର ଅଭିନେତ୍ରୀଙ୍କୁ କରୋନା ସଂକ୍ରମଣ

କାମସୂତ୍ର ଅଭିନେତ୍ରୀଙ୍କୁ କରୋନା ସଂକ୍ରମଣ

928

ନୂଆଦିଲ୍ଲୀ: କାମସୂତ୍ର (ଏ ଟେଲ୍ ଅଫ୍ ଲଭ୍) ଏବଂ ଏଚବିଓ ଚ୍ୟାନେଲରେ ପ୍ରସାରିତ ସିରିଜ୍ ‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତ୍ରୀ ଇନ୍ଦିରା ବର୍ମା କରୋନା ଭାଇରସ୍ ଶିକାର ହୋଇଛନ୍ତି। ପରୀକ୍ଷା ପରେ ତାଙ୍କ ନିକଟରୁ COVID- 19 ପଜେଟିଭ୍ ନମୂନା ମିଳିଛି। ଇନ୍ଦିରାଙ୍କ ପୂର୍ବ ସହ ଅଭିନେତା କ୍ରିଷ୍ଟୋଫର୍ ହିଭଜୁ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ହଲିଉଡ ସେଲିବ୍ରିଟି ମାନଙ୍କ ମଧ୍ୟରେ ଇନ୍ଦିରା ବର୍ମା ଏବଂ କ୍ରିଷ୍ଟୋଫର୍ ହିଭଜୁଙ୍କ ବ୍ୟତିତ ଟମ୍ ହ୍ୟାଙ୍କ, ରୀତା ୱିଲସନ, ଇଡ୍ରିସ ଏଲବା, ଓଲଗା କୁରିଲେନକୋ ଏବଂ ରାହୁଲ ମାଥ୍ୟୁସ୍ ଆଦି ଅଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.