Home Tags Picturenews

Tag: picturenews

ରାଜଧାନୀରେ ଧଳା ଜହର – କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

0
ଭୁବନେଶ୍ୱର ୨-୬ (ଓଡ଼ିଆ ପୁଅ) ରାଜଧାନୀ ଭୁବନେଶ୍ୱରରେ ଏବେ ଧରାପଡ଼ିଛି ଧଳା ଜହର। କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ୍। ଖଣ୍ଡଗିରି ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ୧ କିଲୋଗ୍ରାମ...

ସମ୍ବିତଙ୍କୁ ଅପହାସ କରୁଛନ୍ତି ସୁରମା ସମର୍ଥକ ..

0
ଭୁବନେଶ୍ୱର: ଚାରିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ୟେଲୋ ୱାର୍ଣ୍ଣିଂ ଜାରୀ: ୧୫ଟି ଜିଲ୍ଲା ପାଇଁ ସତର୍କ ସୂଚନା

0
ଭୁବନେଶ୍ୱର: ଓଡ଼ିଶା ପାଣିପାଗ ବିଭାଗ ପକ୍ଷରୁ ୧୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଖୋର୍ଦ୍ଧା, ପୁରୀ, ଅନୁଗୁଳ,...

ଲକ୍‌ଡାଉନ୍‌ ୫.୦ ରେ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ସ – ପଢ଼ନ୍ତୁ

0
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) କରୋନାକୁ ନେଇ କେନ୍ଦ୍ର ସରକାର କଟକଣାରେ କିଛି କୋହଳ କରିଥିବା ବେଳେ। ଆଜିଠାରୁ ଲକ୍‌ଡାଉନ୍‌ ୫ ଆରମ୍ଭ ହୋଇଛି। କିନ୍ତୁ ରାଜ୍ୟରେ କଟକଣା ପୁଣି କଠୋର କରାଯାଇଛି।...

ଓଡ଼ିଶା: ଜୁନ ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ବନ୍ଦ୍

0
ଭୁବନେଶ୍ୱର: ଆଜିଠାରୁ ଦେଶରେ ଅନ୍ ଲକ୍-୧ ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଶାରେ ଗମାନଗମନ ବ୍ୟବସ୍ଥାକୁ ଛାଡ଼ିଦେଲେ ଅନ୍ୟାନ୍ୟ କେତେକ କ୍ଷେତ୍ରରେ କଟକଣା କୋହଳ କରାଯାଇ ନାହିଁ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା...

ରାଜ୍ୟରେ ନାଇଟ୍‌ କର୍ଫ୍ୟୁ – ସନ୍ଧ୍ୟା ୭ରୁ ସକାଳ ୫ ଯାଏଁ ବଳବତ୍ତର ରହିବ

0
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ଲକ୍‌ଡାଉନ୍‌-୫ ଲାଗୁ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ଲକ୍‌ଡାଇନ୍‌ ୫.୦। କିନ୍ତୁ ଦେଶକୁ ଧିରେ ଧିରେ ଖୋଲିବା ପାଇଁ କେନ୍ଦ୍ର ସରକାର ଅନ୍‌ଲକ୍‌-୧...

୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ

0
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) : କରୋନାସଂକ୍ରମଣକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ...

ମାସ୍କ ନପିନ୍ଧିଲେ ଏବଂ ବାହାରେ ଛେପ ପକାଇଲେ ଜରିମାନା

0
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଏନେକ ପଦକ୍ଷେପ ନେଉଛନ୍ତି। ତେବେ ଇତି ମଧ୍ୟରେ ରାଜ୍ୟ ସରକାରଙ୍କର ନୂତନ ନିୟମ ଅନୁଯାୟୀ ଯଦି କେହି ମାସ୍କ...

ରାଜ୍ୟରେ ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ କୋଚିଂ ସେଣ୍ଟର ବନ୍ଦ

0
ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) : ଜୁଲାଇ ୩୧ ତାରିଖ ଯାଏ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର...

ରାଗିଗଲେ ଅକ୍ଷୟ କୁମାର: ଲିଗାଲ୍ ଆକ୍ସନ୍ ପାଇଁ ଦେଲେ ଧମକ; ଜାଣନ୍ତୁ କାହିଁକି ..

0
ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ମିଥ୍ୟା ଖବର ଆସୁଛି। ଯାହାକୁ ଲୋକମାନେ ଆଖି ବନ୍ଦ କରି ବିଶ୍ୱାସ କରି ନେଉଛନ୍ତି। କରୋନା ମହାମାରୀ ଏବଂ ଲକଡାଉନ୍ ସହ ଜଡ଼ିତ ଅନେକ...

ରାଜ୍ୟରେ ଆଜି ପର୍ଯ୍ୟନ୍ତ ସର୍ବାଧିକ ଦୈନଦିନ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ...

0
ଭୁବନେଶ୍ଵର ୧-୬ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ପୁଣି ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଆଜି ପର୍ଯ୍ୟନ୍ତ ଦୈନନ୍ଦିନ ଆକ୍ରାନ୍ତ ଚିହ୍ନଟ ମଧ୍ୟରେ ସର୍ବାଧିକ ସଂଖ୍ୟା। ଏହାକୁ...

ବଲିଉଡ୍ ମ୍ୟୁଜିକ୍ କମ୍ପୋଜର ସାଜିଦ-ୱାଜିଦ ଯୋଡ଼ିର ୱାଜିଦ୍ ଖାନଙ୍କର କିଡ୍ଡନୀ ଏବଂ କରୋନା ସଂକ୍ରମଣରେ...

0
ନୂଆ ଦିଲ୍ଲୀ ୧-୬ (ଓଡ଼ିଆ ପୁଅ) ବଲିଉଡ୍‌ର ଖ୍ୟାତନାମା ମ୍ୟୁଜିକ୍ କମ୍ପୋଜର୍‌ ଯୋଡ଼ି ସାଜିଦ-ୱାଜିଦଙ୍କ ମଧ୍ୟରୁ ୱାଜିଦ୍ ଖାନଙ୍କର ୪୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ଖବରକୁ ଗାୟକ ସୋନୁ ନିଗାମ...

ଗଙ୍ଗା ଦଶହରା; ଜୀବନଦାୟୀ ସହିତ ମୁକ୍ତି ପ୍ରଦାନ କରିଥାଆନ୍ତି ଗଙ୍ଗାମାତା: ଗଙ୍ଗାବତରଣ କଥା ..

0
।।ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ।। ଆଜି ଗଙ୍ଗା ଦଶହରା। ଆଜିର ଦିନରେ ଧରାପୃଷ୍ଠରେ ଅବତରଣ କରିଥିଲେ ଗଙ୍ଗାମାତା। ଦଶହରା କହିଲେ ଆଶ୍ୱିନ ମାସରେ...

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା : ଆରୋଗ୍ୟ ହାର ୪୭.୭୬%କୁ ବୃଦ୍ଧି

0
ନୂଆଦିଲ୍ଲୀ ୧-୬ (ଓଡ଼ିଆ ପୁଅ) ଭାରତ ସରକାର କୋଭିଡ-୧୯ର ପ୍ରତିରୋଧ, ନିରୋଧ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଅନେକ ପଦକ୍ଷେପ ନେଉଛନ୍ତି। ଏଗୁଡିକ ନିୟମିତ ଭାବରେ ସର୍ବୋଚ୍ଚ...

ଆସନ୍ତା କାଲିଠୁ ଚାଲିବ ୨୦୦ ସ୍ବତନ୍ତ୍ର ଟ୍ରେନ ଟ୍ରେନ୍ – ଜାଣନ୍ତୁ କ’ଣ ନିୟମ

0
ଜୁନ ପହିଲା, ୨୦୨୦ରୁ ଚାଲିବ ୨୦୦ ସ୍ଵତନ୍ତ୍ର ଟ୍ରେନ - ପ୍ରଥମ ଦିନରେ ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ - ୧ରୁ ୩୦ ଜୁନ ୨୦୨୦ ମଧ୍ୟରେ ଅଗ୍ରୀମ ସଂରକ୍ଷିତ ଟିକେଟ ବୁକିଂ କରିଛନ୍ତି...

‘ବାଲେଶ୍ୱର ସାଂସଦ ନିଖୋଜ’ପୋଷ୍ଟରକୁ ନେଇ ଚର୍ଚ୍ଚା – କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏତଲା

0
ବାଲେଶ୍ୱର, ୩୧ା୫(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଯିବା ସମ୍ପର୍କିତ ପୋଷ୍ଟର ସହରର ବିଭିନ୍ନ ସ୍ଥାନରେ ମରାଯିବା ଓ ସେହି ପୋଷ୍ଟରର ଫଟୋ ସୋସିଆଲ...

କେନ୍ଦୁଝର ଜିଲ୍ଲାରେ ପଙ୍ଗପାଳର ଆତଙ୍କ – ଫଳ ଡାଳ ପତର ଖାଇ ଲଣ୍ଡା କରି...

0
କେନ୍ଦୁଝର, ୩୧ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ପଙ୍ଗପାଳ ମାଡିଆସୁଥିବା ଖବରକୁ ନେଇ ସାରା ରାଜ୍ୟର ଚାଷୀମାନଙ୍କୁ ଏକ ଅଜଣା ଆତଙ୍କ ଘାରିଥିବା ବେଳେ କେନ୍ଦୁଝର ଜିଲ୍ଲା ମଧ୍ୟ ସେଥିରୁ ବାଦ...

ମନର କଥା ୨.୦ – ଦ୍ୱାଦଶ ଅଧ୍ୟାୟ –  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ...

0
- କରୋନା ବିରୋଧରେ ସଫଳତା ଦେଶବାସୀଙ୍କ ସାମୁହିକ ସଂକଳ୍ପଶକ୍ତିର ପରିଣାମ : ନରେନ୍ଦ୍ର ମୋଦୀ - ଦୁଇଗଜ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ହାତ ସଫା କରିବା ଆଦି ନିୟମକୁ କଡ଼ାକଡ଼ି ପାଳନ...

ପୁଣି ରାଜ୍ୟରେ ୧୨୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ – ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା...

0
ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୨୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ...

ଲକଡାଉନ୍ ୫.୦ ନିର୍ଦ୍ଦେଶାବଳୀ – ଏହି କାର୍ଯ୍ୟକଳାପ ଗୁଡ଼ିକୁ ଅନୁମତି ପଢ଼ନ୍ତୁ ତାଲିକା

0
ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ଜୁନ୍ ପହିଲାରୁ ଆରମ୍ଭ ହେବ ଲକ୍ଡାଉନ୍ ୫.୦ ନିୟମ। ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଶନିବାର ସନ୍ଧ୍ୟାରେ ଜାରି କରାଯାଇଛି ନିର୍ଦ୍ଦେଶାବଳୀ। କେନ୍ଦ୍ର ସରକାର...