Home Coronavirus Outbreak ମାସ୍କ ନପିନ୍ଧିଲେ ଏବଂ ବାହାରେ ଛେପ ପକାଇଲେ ଜରିମାନା

ମାସ୍କ ନପିନ୍ଧିଲେ ଏବଂ ବାହାରେ ଛେପ ପକାଇଲେ ଜରିମାନା

164

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଏନେକ ପଦକ୍ଷେପ ନେଉଛନ୍ତି। ତେବେ ଇତି ମଧ୍ୟରେ ରାଜ୍ୟ ସରକାରଙ୍କର ନୂତନ ନିୟମ ଅନୁଯାୟୀ ଯଦି କେହି ମାସ୍କ ନପିନ୍ଧନ୍ତି କିମ୍ବା ପଦାରେ ଛେପ ପକାନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ପୋଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି।
ତେବେ ପ୍ରଥମ ଓ ଦ୍ଵିତୀୟ ଥର ନିୟମ ଭାଙ୍ଗିବା ପରେ ଧରାପଡ଼ିଲେ ପାଞ୍ଚଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏବା ପରେ ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ଏକ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ। କେବଳ ସେତିକି ନୁହେଁ ମାସ୍କ ନପିନ୍ଧିଲେ ଏପିଡେମିକ୍ ଆକ୍ଟ ଅନୁସାରେ ଗିରଫ କରାଯିବ କହିଛନ୍ତି ଡିଜିପି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.