Tag: Bhadrak News
ବଦ୍ରୀଙ୍କ ତେୃତ୍ୱରେ ରିଲିଫ ବଞ୍ôଚତଙ୍କ ଅନଶନ, ମଙ୍ଗଳବାର ରିଲିଫ ପ୍ରଦାନ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ନୂଆପୋଖରୀ ଓ ସନ୍ତରାପଡା ଗ୍ରାମବାସୀଙ୍କୁ ମାସାଧିକ କାଳ ରିଲିଫ ପ୍ରଦାନ ପାଇଁ ଟାଳଟୁଳ...
୮ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଭଦ୍ରକ ଜିଲା ଶାଖା ପକ୍ଷରୁ...
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୮ ଦଫା ଦାବି ନେଇ ଆଜି ନବନିର୍ମାଣ କୃଷକ ସଂଗଠନ, ଓଡ଼ିଶା ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର...
ବିଲ ମଝିରୁ ମୃତଦେହ ଉଦ୍ଧାର ଘଟଣା, ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ଗିରଫ ଦାବୀରେ ଏସ୍ପିଙ୍କ...
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତମାସ ୧୮ ତାରିଖରେ ବିଲରୁ ମିଳିଥିବା ଏକ ମୃତଦେହ ଉଦ୍ଧାର ଘଟଣାରେ ଆଜି ତାଙ୍କ ପରିବାର ପକ୍ଷରୁ ତାଙ୍କ ସ୍ତ୍ରୀ ସମେତ...
ଦଳିତ କନ୍ୟା ମନୀଷା ଗଣଧର୍ଷଣ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ କ୍ୟାଣ୍ଡେଲ...
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍ତରପ୍ରଦେଶର ହାଥରସ୍ ଠାରେ ଦଳିତ କନ୍ୟା ମନୀଷାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା ଘଟଣାର ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦେବା ଦାବୀରେ ଆଜି...
ଅନ୍ଧ ବିଶ୍ୱାସରୁ ମୁକୁଳି ପାରୁନାହାଁନ୍ତି ଗ୍ରାମବାସୀ : ଦାଣ୍ଡଦୁଆର ମୁକୁଳା ପଡିଛି
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁଆର ଅଛି ହେଲେ କବାଟ ନାହିଁ । ଜଣେ ଅଥବା ଦୁଇଜଣଙ୍କର କଥା ନୁହେଁ ଗାଁ ଟା ସାରା ସଭିଙ୍କ ଦାଣ୍ଡ...
ପ୍ରବାସୀଙ୍କ ଯାତନାରେ ପଡ଼ୁନି ପୂର୍ଣ୍ଣଛେଦ : ମହାରାଷ୍ଟ୍ରରେ ଫସିଥିବା ଜିଲ୍ଲାର ୧୪ ପ୍ରବାସୀ ଘରକୁ...
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତଥାପି ସରୁନି କରୋନା ସମୟରେ ପ୍ରବାସୀଙ୍କ ଯାତନା । ୨ମାସ ପୂର୍ବେ ପ୍ରବାସୀଙ୍କ ସମସ୍ୟାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ...
ଚରମ୍ପାରେ ଡଃ. ନରହରି ବେହେରାଙ୍କ ପାଇଁ ଶୋକସଭା
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଖ୍ୟାତ ସାହିତ୍ୟିକ ତଥା ଦକ୍ଷ ପ୍ରଶାସକ ଡଃ. ନରହରି ବେହେରାଙ୍କ କରୋନା ଯୋଦ୍ଧାଭାବେ ଅକାଳ ବିୟୋଗରେ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ...
ଜୀବନ ବୀମା ଅଭିକର୍ତ୍ତା ସଂଘର ୫୬ତମ ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ମହାସଂଘର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଏହି ଉତ୍ସବ ମହାଡମ୍ବରରେ...
ଆଦିବାସୀଙ୍କ ଜମିରୁ ବେଆଇନ ମୋରମ ମାଟି ଖନନ : ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି,...
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ମହାନ୍ତିପଡ଼ା ପଞ୍ଚାୟତ ପତଡ଼ା ଗ୍ରାମଟି ନିକଟସ୍ଥ ଗିରି...
ରାଣୀତାଲ ସାହିତ୍ୟ ସଂସ୍କୃତି ପରଷଦ ପକ୍ଷରୁ ରକ୍ତଦାନ ଶିବିର, ୭୩ ୟୁନିଟ ରକ୍ତ ସଂଗ୍ରହ
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ ମହାମାରୀ ସମୟରେ ରକ୍ତ ଭଣ୍ଡାରର ଆବଶ୍ୟକତା ଅନୁଭବ କରି ପରିଷଦର ସଦସ୍ୟ ତିଳୋତ୍ତମା ନାୟକ , ସମାଜ ସେବୀ ତଥା...
ସହରାଞ୍ଚଳ ଥାନା ପକ୍ଷରୁ ୪ ପେଟି ଆସ୍କା ଫଟି ଓ ୫୦ ଲିଟର ଦେଶୀ...
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ୪ ପେଟି ଆସ୍କା ଫଟି ସହ ୫୦ ଲିଟର ଦେଶୀ ମଦ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୁଲିସ୍ ।...
ଆଉ ୩୬ ପଜିଟିଭ୍ରେ ବୃଦ୍ଧି, ମୋଟ ସଂଖ୍ୟା ୫୫୦୬
ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରୁ ଆଜି ନୂଆ ଆକ୍ରାନ୍ତ ୩୬ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୫୫୦୬ରେ । ସେହିପରି...
ଅଗ୍ନିକାଣ୍ଡରେ ୮ ବଖରା ପୋଡି ପାଉଁଶ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ପାଟଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି ।...
ଧାମନଗର:ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ନିକଟସ୍ଥ ଗାନ୍ଧୀଘାଟ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଧାମନଗର ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀଙ୍କ...
ମହତାବ କୋଠିରେ ପବିତ୍ର ଗାନ୍ଧି ଜୟନ୍ତୀ ପାଳିତ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଐତିହାସିକ ପୀଠ ମହତାବ କୋଠି ପରିସରରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧି ଜୟନ୍ତୀ କମିଟିର ଜିଲ୍ଲା...
ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ତେବେ ଚଳିତ ବର୍ଷ...
ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧିମୂର୍ତ୍ତି...
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନୂଆବଜାର ଗାନ୍ଧୀ ପଡିଆ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ସୌନ୍ଦର୍ଯ୍ୟ କରଣ କରାଯାଇ ଆଜି ତାହାକୁ ଲୋକାର୍ପିତ କରାଯାଇଛି ।...
ଭଦ୍ରକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ୮୨ ଚିହ୍ନଟ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୮୨ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ...
କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଜିଲାପାଳୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ...
ମାଛ କଲା ଲକ୍ଷପତି ; ୧ ଲକ୍ଷ ୭୬ ହଜାରରେ ବିକ୍ରି ହେଲା ୨୨...
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ତ୍ତମାନର କରୋନା ଭୟାବହତା ମଧ୍ୟରେ ଏକ ମାଛ ମାଛଧରାଳୀଙ୍କୁ କରିଛି ଲକ୍ଷପତି । ଏଭଳି ଏକ ଘଟଣା ଘଟିଛି ଚାନ୍ଦବାଲି ଅଂଚଳରେ...




