Tag: Bhadrak News
ଧାମରା ବନ୍ଦର ମଧ୍ୟରେ ଗାଡି ପାର୍କିଂକୁ ନେଇ ଗେଟ୍ ଆଗରେ ୨ ଘଣ୍ଟା ଧାରଣା
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ବନ୍ଦର ମଧ୍ୟରେ ଗାଡି ପାର୍କିଂକୁ ନେଇ ବନ୍ଦର ନିରାପତ୍ତା କର୍ମଚାରୀ ଏବଂ ଠିକାଦାର ମୁହାଁମୁହିଁ ହୋଇଥିବା ବେଳେ...
ଧାମରା ରେଳପଥ ଯୋଗୁଁ ଦୁର୍ଦ୍ଦଶାରେ ସାଧାରଣ ଜନତା, କାର୍ଯ୍ୟ ବନ୍ଦ ରଖିବାକୁ ଚାଷୀ ମୂଲିଆ...
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରୁ ଧାମରା ଯାଇଥିବା ରେଳପଥ ପାଇଁ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ସେମାନଙ୍କ ସମସ୍ୟା ପ୍ରତି ଆଖି ବୁଜିଦେଇଛନ୍ତି କର୍ତ୍ତୃପକ୍ଷ...
ପଂଚାୟତ ସମିତି ଦଖଲକୁ ନେଇ ଚର୍ଚ୍ଚା
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇତି ମଧ୍ୟରେ ମତଦାନ ସରିଯାଇଛି । ପ୍ରାର୍ଥୀମାନଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍ ହୋଇଛି । କେଉଁ ପଂଚାୟତର କେଉଁ ପ୍ରାର୍ଥୀଙ୍କ...
ମା’ ବୁଢୀ ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବରାହନୂଆପଡା ମା ବୁଢ଼ୀ ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଷୋଳମପୁର ଶିଶୁମନ୍ଦିର ପ୍ରତିଷ୍ଠାତା...
ଗାନ୍ଧୀ ବାଳାଶ୍ରମରେ ରାଷ୍ଟ୍ର ମାତା କସ୍ତୁରବା ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କ ୭୮ ତମ ମହାପ୍ରଣାୟ ଦିବସ ସମାରୋହରେ ପାଳିତ ହୋଇଛି ।...
ଭଦ୍ରକ – ୪ବଖରା ଜଳିଗଲା
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଆଗରପଡ଼ା ନିକଟସ୍ଥ ଆଡ଼ିଆ ଗ୍ରାମର କାଶୀନାଥ ସାହୁ ଓ ବାସନ୍ତି ସାହୁଙ୍କ ୪ ବଖରା ଘର ପୋଡ଼ି ଯାଇଛି ।...
ଜିଲ୍ଲାର ୬ଟି ବୁଥ୍ରେ ସାନି ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଶୃଙ୍ଖଳାଭଙ୍ଗ ଜନିତ ମତଦାନ ବାଧାପ୍ରାପ୍ତ ଯୋଗୁଁ ଜିଲ୍ଲାର ୩ଟି...
ଜାହାଙ୍ଗିରିରେ ରାଜନୈତିକ ହିଂସ. ବିଜେଡ଼ି କର୍ମୀଙ୍କୁ ହତ୍ୟା ଅଭିଯୋଗ ଆଣିଲା ବିଜେଡ଼ି, ପୂର୍ବତନ ମନ୍ତ୍ରୀଙ୍କ...
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଉମାତ୍ର ଗୋଟିଏ ଦିନପରେ ହେବାର ଥିବାବେଳେ ଆଜିଠାରୁ ନିର୍ବାଚନୀପ୍ରଚାର ଓ ବୈଠକ ବନ୍ଦ ହୋଇଯାଇଛି...
ଷୋଳମପୁରରେ ନିର୍ବାଚନୀ ହିଂସା, ୫ ଆହତ
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ଗ୍ରାମରେ ସଂଘଟିତ ନିର୍ବାଚନ ହିଂସାରେ ୪ଜଣ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡରେ ବହୁ...
ମନୋଜ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କେସିଏ ଚମ୍ପିୟାନ୍
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ପଧାନୀ ସ୍କୁଲପଡ଼ିଆ ଠାରେ ମନୋଜ ମହାଳିକ ସ୍ମୃତି କମିଟି ପକ୍ଷରୁ ମନୋଜ ସ୍ମାରକୀ ଜିଲ୍ଲାସ୍ତରୀୟ...
ପୌର ନିର୍ବାଚନ ପାଇଁ ଧାମନଗର ବିଜ୍ଞାପିତ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏବେ ସାହିବସ୍ତିରେ ପ୍ରଚାର ସରଗରମ ହେଉଥିବାବେଳେ ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ପାଇଁ ମଧ୍ୟ...
ଭଦ୍ରକର ଲୋକନାଥ ମନ୍ଦିରରେ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଅଗ୍ନ୍ୟୁତ୍ସବ ଉତ୍ସବ ପାଳିତ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ୭୭ତମ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଅଗ୍ନ୍ୟୁତ୍ସବ ଅବସରରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ସମାରୋହ କରୋନା...
ପ୍ରଥମ ପର୍ଯ୍ୟାୟ ମତଦାନ, କାଁ ଭାଁ ଗଣ୍ଡଗୋଳ ମଧ୍ୟରେ ଶେଷ
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେତେକ ସ୍ଥାନରେ ଛୋଟ ଗଣ୍ଡଗୋଳକୁ ବାଦ ଦେଲେ ଆଜି ଭଦ୍ରକ ଓ ବନ୍ତ ବ୍ଲକରେ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। ସରକାରୀ...
ଗାନ୍ଧୀ ବାଳାଶ୍ରମରେ ପୁଲୱାମା ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ୪୦ ଜଣ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାନ୍ଧୀ ବାଳାଶ୍ରମ ପରିସରରେ ଏକ ଶ୍ରଦ୍ଧାଞ୍ଜଳି...
ବିଦ୍ୟାଳୟ ପାଚେରୀ ପୁନଃ ନିର୍ମାଣ ଦାବି କରି ଦାବିପତ୍ର
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଦୋସିଙ୍ଗା ଠାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପାଚେରୀ ପୁନଃ ନିର୍ମାଣ ପାଇଁ ଦାବି...
ଦୋସିଙ୍ଗା ପଂଚାୟତରେ ଡିଲରଙ୍କୁ ଅଟକାଇଲେ ବିରୋଧୀ
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଚଳିତ ପଂଚାୟତ ନିର୍ବାଚନ ସମୟରେ ଡିଲରଙ୍କୁ ହଟହଟା ହେବାକୁ ପଡିଛି। ଖବରରୁ ଜଣାଯାଇଛି...
ଦୋସିଙ୍ଗା ପଂଚାୟତକୁ ନେଇ ଟଣା ଓଟରା, ବଂଶବାଦ ବନାମ ସ୍ୱଚ୍ଛ ରାଜନୀତି
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ୫ନଂ ଜୋନ ଜିଲ୍ଲା ପରିଷଦ ଅର୍ନ୍ତଭୁକ୍ତ ଦୋସିଙ୍ଗା ପଂଚାୟତକୁ ନେଇ ବିବାଦ ଘନେଇବାରେ ଲାଗିଛି। ବଂଶବାଦ ରାଜନୀତି...
୩ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ଆଜି
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚର୍ଚ୍ଚିତ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବନ୍ତ ବ୍ଲକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଉକ୍ତ ବ୍ଲକର ୩ଟି ଜିଲ୍ଲା...
ସ୍ତ୍ରୀକୁ ଯୌତୁକ ନିର୍ଯ୍ୟାତନା ଓ ମାଡ଼ମାରି ସ୍ୱାମୀ ଗିରଫ
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ଗ୍ରାମର ଜୈନିକା ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବାସହିତ ସ୍ୱାମୀ ଏବଂ ତାଙ୍କ ସାଂଗମାନେ...
କଇଥଖୋଲାରେ ମଧ୍ୟରାତିରେ ହାଇଓା ଜଳିଗଲା, ଦୁର୍ଘଟଣା ବନାମ ରାଜନୀତି
ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଥିବା ଏକ ହାଇଓା ରେ ନିଆଁ ଲାଗି ନଷ୍ଟ ହୋଇଯାଇଛି। ଖବରରୁ ପ୍ରକାଶ...





















