Home Tags Bhadrak News

Tag: Bhadrak News

ଇନ୍ଦିରାଗାନ୍ଧୀ ଏୟାରଫୋର୍ସ ଆପ୍‌କୁ ହ୍ୟାକ ଓ ଚାକିରି ଦେବା ନାମରେ କୋଟି କୋଟି ଟଙ୍କା...

0
ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାକିରି ଦେବା ନାଁରେ ଲୋକଙ୍କୁ ଠକିବା ଓ ଇନ୍ଦିରାଗାନ୍ଧୀ ଏୟାରଫୋର୍ସ ଆପ୍‌କୁ ହ୍ୟାକ କରିବା ଅଭିଯୋଗରେ ଆଜି ଦିଲ୍ଲୀ ପୁଲିସ ଧାମନଗର...

ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ତୁଟିଗଲାଣି ରୋଗୀଙ୍କର ଭରଷା, ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ପଦବୀ ଦୀର୍ଘଦିନ...

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡ଼ି ବଜାର ମଧ୍ୟସ୍ଥଳରେ ଅବସ୍ଥିତ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀଙ୍କୁ ସେବା ଯୋଗାଇଦେବାରେ ବିଫଳ ହୋଇଛି । ‘ମୋ ସରକାର’...

ତିହିଡ଼ି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ର

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡ଼ି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ରରୂପ ଧାରଣ କରିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଭଦ୍ରକ-ଚାନ୍ଦବାଲି ରାସ୍ତା ନିର୍ମାଣ...

ନବରାଗ ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ପରଲୋକ

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ‘ନବରାଗ’ ପତ୍ରିକାର ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କର ୭୪ ବର୍ଷ ବୟସରେ ଶୁକ୍ରବାର ସାକଳ ସାଢେଚାରିଟାରେ ଭୁବନେଶ୍ୱରସ୍ଥିତ...

ଉଜ୍ଜ୍ୱଳ ଆଲୋକରେ ଝଲସିଲା ଷୋଳମପୁର ବୌଦ୍ଧବିହାର

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ଉଜ୍ଜ୍ୱଳ ଆଲୋକରେ ଝଲସିଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ବ୍ୟକ୍ତିଗତ ସହାୟତାରେ...

ବହୁଦରଡା ଗ୍ରାମରେ ଅଗ୍ନିକାଣ୍ଡ – ୩ ବଖରା ଘର ଭସ୍ମୀଭୂତ

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାରିକପୁର ନିକଟ ବହୁଦରଡା ଗ୍ରାମରେ ଗତକାଲି ରାତ୍ରରେ ଅଗ୍ନିକାଣ୍ଡ ହୋଇ ୩ ବଖରା ଘର ଜଳିଯାଇଛି । ଏଥିରେ ଗ୍ରାମର ପ୍ରହଲ୍ଲାଦ...

ଏମ.ସି.ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯଶୋଟିକିରି ଟିମ୍ ଚାମ୍ପିଅନ

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଯଶୋଟିକିରି କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଏମ.ସି.ସି. କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ...

ପ୍ରମୋଦ ଯୁବ ବିଜେଡି ଜିଲ୍ଲା ସଂପାଦକ ଭାବେ ନିଯୁକ୍ତି

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ପ୍ରମୋଦ(ଦିଲୁ)କୁ ଯୁବ ବିଜେଡି ଜିଲ୍ଲା ସଂପାଦକ ଭାବେ ମନୋନୀତ କରାଯାଇଛି । କରଞ୍ଜମାଳ ପଂଚାୟତ ଅଧିନସ୍ଥ ପୂର୍ବତନ ସରପଂଚ...

ପରୀକୁ ନ୍ୟାୟ ଦାବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଘଂଟେଶ୍ୱରରେ ବିକ୍ଷୋଭ

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ଠାରେ ଏବିଭିପି ପକ୍ଷରୁ ପରୀ ହତ୍ୟାକାରୀକୁ ନ୍ୟାୟ ପ୍ରଦାନ ଦାବୀରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି ।...

ପାଚିଲା ଧାନ ଜମିରେ ପାଣି ମାଡି ଯିବାକୁ ନେଇ ରେଳରୋକ, କ୍ଷତିପୂରଣ ପ୍ରତିଶ୍ରୁତି ପରେ...

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ପଂଚାୟତ ଅଧିନସ୍ଥ ନୂଆଗାଁ ଆଡିଆ ଏବଂ ଗୁଆଁଳ ଗ୍ରାମର ବାସିନ୍ଦାଙ୍କ ଚାଷ ଜମିରେ ପାଣି ପାଇପ ଫାଟି ପାଚିଲା ଧାନ...

ଇମିଟେସନ ବଦଳାଇ ସୁନା ଲୁଟୁଥିବା ୩ ମହିଳା ଗିରଫ

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୋରି ପୁଣି ଅଭିନବ ଢଙ୍ଗରେ । ଗହଣା ଦୋକାନକୁ ଯାଇ ଗହଣା କିଣିବା ଆଳରେ ଗହଣା ଦେଖୁ ଦେଖୁ ମଉକା ଦେଖି...

ଗୋକୁଳାନନ୍ଦ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ : ବିଶିଷ୍ଟ ବକ୍ତାଙ୍କ ମତ, ଭଦ୍ରକରେ ପୂର୍ବତନ...

0
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ରିଟିଶ ସରକାରଙ୍କୁ ହଟାଇ ସ୍ୱାଧୀନ ଭାରତର ନାଗରିକର ପରିଚୟ ସୃଷ୍ଟି କରି ଭାରତ ମାତାଙ୍କୁ ପରାଧୀନତାରୁ ମୁକ୍ତି କରିବାକୁ ନିଜ ଜୀବନକୁ...

ଜିଲ୍ଲାସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ବିଶ୍ୱଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଶାଖା ଓ ସାମାଜିକ...

ଉର୍ଦ୍ଧୁ ସିଟି ଛାତ୍ରଛାତ୍ରୀ ଓ ଉର୍ଦ୍ଧୁ ଶିକ୍ଷକ ସଂଘ ପକ୍ଷରୁ ବିଧାୟକ ସଂଜୀବ ମଲ୍ଲିକଙ୍କୁ...

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ଥିତ ଉର୍ଦ୍ଧୁ ସିଟି ସ୍କୁଲ ଓ ଭଦ୍ରକ ପାହିମହୁରା ସିଟି ସ୍କୁଲର ଭଦ୍ରକର ପ୍ରାୟ ୧ଶହ ୫ ଉର୍ଦ୍ଧୁ ଶିକ୍ଷାର୍ଥିô...

ବରପୁତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲେ ସାଂସଦ ଓ ବିଧାୟକ

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡ଼ା ଠାରେ ଗତ ନଭେମ୍ବର ୨୧ ତାରିଖ...

ଚିଙ୍ଗୁଡି ଚାଷ ଯୋଗୁଁ ଉଜୁଡୁଛି ଧାନ ଫସଲ, ଚାଷୀଙ୍କ ଧାରଣା

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍‌ରେ ବେଆଇନ୍ ଚିଙ୍ଗୁଡି ଚାଷୀଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ôଚଛି । ଯେଉଁମାନଙ୍କ ଉତ୍ପୀଡନରେ ପ୍ରାୟ...

କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ଭଦ୍ରକର ମିଳିତ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ, ଦିଲ୍ଲୀ...

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧରେ ସାରା ଦେଶରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ବଢିବା ସହିତ ଦିଲ୍ଲୀର ମୁଖ୍ୟ...

ମା’ ସ୍ୱପ୍ନେଶରୀ ସନ୍ତୋଷୀ ମାତାଙ୍କ ମନ୍ଦିର ପ୍ରତିଷ୍ଠା ଆସନ୍ତା ୯ ରେ, କରୋନା କଟକଣା...

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଥାରେ ଅଛି, ଭକ୍ତି ଥିଲେ ଭଗବାନ ଦେଖା ଦିଅନ୍ତି । ଏହିଭଳି ଏକ ଭକ୍ତିମୟ ପ୍ରସଙ୍ଗରୁ ସ୍ୱପ୍ନରେ ମା’ ସନ୍ତୋଷୀଙ୍କ ଆଗମନ...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ...

ବନ୍ତରେ ନ୍ୟାୟାଳୟ ପ୍ରତିଷ୍ଠାପାଇଁ ଗୃହ ମରାମତି ସରିବାର ଏକ ବର୍ଷ ରୁ ଅଧିକ ସମୟ...

0
ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ନ୍ୟାୟପାଳିକାକୁ ଅଧିକ କ୍ରିୟାଶୀଳ କରାଇ ଜନସାଧାରଣଙ୍କୁ ସରଳ ଓ ସୁବିଧାରେ ଆଇନଗତ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ପ୍ରତି ତହସିଲ ଅଧୀନରେ...