Home Tags Bhadrak News

Tag: Bhadrak News

ଅନ୍ଧାର ହେଲା କାଳ, ବିଦ୍ୟୁତ୍ ତାରରେ ପାଦ ପଡିଯିବାରୁ ଚାଲିଗଲା ଜୀବନ

0
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାସ୍ତାରେ ପଡିଥିଲା ବିଦ୍ୟୁତ୍ ତାର। ଘରକୁ ଫେରିବାବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢିଯାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି।...

ଜେହାଦୀ କଟ୍ଟରପନ୍ଥୀମାନଙ୍କ ବିରୁଦ୍ଧରେ ବଜରଙ୍ଗ ଦଳର ବିଶାଳ ଧାରଣା ପ୍ରଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କୁ ଦାବୀପତ୍ର...

0
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କିଛି ବର୍ଷ ହେବ ଭାରତରେ ଇସଲାମିକ୍ ଜେହାଦୀ କଟ୍ଟରପନ୍ଥୀ ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାକୁ ଲାଗିଛି। ଯୋଜନା ପୂର୍ବକ ହିନ୍ଦୁ ମାନଙ୍କୁ...

ମହାମହିମ ରାଜ୍ୟପାଳଙ୍କୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀପତ୍ର ପ୍ରଦାନ

0
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରତିଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହେବ’ - ଏହା ଥିଲା ଓଡିଶାର ମହାମହିମ...

ମକ୍‌ଡ୍ରିଲ୍ ପୂର୍ବରୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଅନୁଷ୍ଠିତ

0
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ମତେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୯.୦୬.୨୨ ସକାଳେ ଜିଲ୍ଲାର ସମସ୍ତ ବନ୍ୟା ବାତ୍ୟା ଆଶ୍ରୟ...

ବାଇକ୍‌କୁ ପିଟିଲା ଟ୍ରକ୍‌, ମାଆ ମୃତ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

0
ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ବାଇପାସ୍‌ସ୍ଥିତ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଯିବାବେଳେ ଘଟିଛି ଏକ ଦୁର୍ଘଟଣା। ପଛପଟୁ ଟ୍ରକ୍ ଧକ୍କା ଦେବାରୁ ବାଇକ୍‌ରେ...

ଚିଙ୍ଗୁଡି ପୋଖରୀରେ କାମ କରୁଥିବାବେଳେ ବଜ୍ରାଘାତରେ ଯୁବକ ମୃତ

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ବଜରାପୁର ପଂଚାୟତ ବଜରାପୁର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଯୁବକ...

ନିଜ ବିଫଳତା ଉପରୁ ଧ୍ୟାନ ହଟାଇବାକୁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରଯାଉଛି, ପ୍ରତିବାଦରେ କଂଗ୍ରେସର...

0
ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ରରେ ନେରନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ବିଭିନ୍ନ ନିତୀଗତ ପ୍ରସଙ୍ଗରେ ଏହି ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ। ଦେଶର...

୩୬ତମ କବି ବସନ୍ତ ମୁଦୁଲି ସ୍ମୃତି ତର୍ପଣ

0
ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବସନ୍ତ କେବଳ ଆଉ ଋତୁ ବା ରୋଗର ନାଁ ନୁହେଁ, ଏହା ଏବେ ପାଲଟି ଯାଇଛି ଜଣେ ପ୍ରତିଭାଧର ଦିବଂଗତ କବିଙ୍କର...

ବଞ୍ଚିବାକୁ ଭଲପାଇବାରେ ପରିଣତ କରିପାରିଲେ ଜୀବନ ସାର୍ଥକ ହେବ – ରାଜ୍ୟପାଳ, କେ.କେ.ଜି.ପି. ହାଇସ୍କୁଲ...

0
ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମ୍ମାନନୀୟ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ୧୭ ତାରିଖ ଶୁକବ୍ରାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବାସୁଦେବପୁର ବ୍ଲକର ଚାନ୍ଦିମାଳ...

ମନରେଗା ପୋଖରୀ ଖୋଳାରେ ଅନିୟମିତତା ଅଭିଯୋଗ

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଗନ୍ଧର୍ବବିନ୍ଧାରେ ମନରେଗା କାର୍ଯ୍ୟରେ ଅନିୟମିତତା ସମ୍ପକରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।...

ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ରଜ ଉତ୍ସବ

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ବିଏସ୍ ସାମାଜିକ ସଂଗଠନର ମିଳିତ ଉଦ୍ୟମରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରଜ ଉତ୍ସବ ପାଳିତ...

ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ରଜ ଉତ୍ସବ

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ରଜ ଉତ୍ସବ ମଞ୍ଚର ସ୍ଥାୟୀ ସଭାପତି ନିରାକାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଏହି...

ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସର ବାର୍ଷିକ ଉତ୍ସବ

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରଜ ଉତ୍ସବ ଅବସର ରେ ଭଦ୍ରକ ହାଇସ୍କୁଲର ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସ ତାର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ...

ଆମ ମାତୃଭାଷା ପରିଷଦର ରଜସଂକ୍ରାନ୍ତି ଆସର, ‘ପଲ୍ଲୀ ଜୀବନ’ ସବୁ ଅବସ୍ଥାରେ ବଞ୍ଚିବାର ଶିକ୍ଷା...

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ପଲ୍ଲୀ ଜୀବନ’ ମନୁଷ୍ୟକୁ ସବୁ ଅବସ୍ଥାରେ ଅର୍ଥାତ୍ ଦୁଃଖ, ସୁଖ, କାଦୁଅ, ମାଟି, ଶୃଙ୍ଖଳା, ସମ୍ପର୍କ ଅର୍ଥାତ୍ ବଡ଼ସାନ ମାନିବାର ଭାବକୁ...

ଭଣ୍ଡାରିପୋଖରୀରେ ରଶୀଲଗାଇ ଆତ୍ମହତ୍ୟା

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡା ଗ୍ରାମର ଭାସ୍କର ଚନ୍ଦ୍ର ବାରିକ(୪୬) ବେକରେ ଗାମୁଛାକୁ ରଶୀଭାବେ ବ୍ୟବହାର କରି ଆତ୍ମହତ୍ୟା...

ବିପ୍ଳବୀ ବୀର କୃଷ୍ଣଚନ୍ଦ୍ର ପରିଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କନିକା ପ୍ରଜା ଆନ୍ଦୋଳନର ଅନ୍ୟତମ ନେତା ବିପ୍ଳବୀ ବୀର କୃଷ୍ଣଚନ୍ଦ୍ର ପରିଡାଙ୍କ ପ୍ରତିମୂର୍ତ୍ତି ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମଉସୁଧା ଠାରେ ନବଯୁଗ...

ଭଦ୍ରକରେ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

0
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମିଳିତ ଜାତିସଂଘର ଆହ୍ୱାନକ୍ରମେ ମାନବ ସମାଜ ମାଟି ପାଣି ସହ ସଂପୃକ୍ତି ରହିବା ପାଇଁ ବିଗତ ୧୯୭୪ ମସିହାଠାରୁ ଆରମ୍ଭ ହୋଇଥିବା...

ଭଦ୍ରକ ମୁସଲିମ ଜମାତ ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ “ପ୍ରତିବାଦ...

0
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ମହମ୍ମଦଙ୍କ ସମ୍ବନ୍ଧରେ ବିଜେପିର ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଯେଉଁ ମନ୍ତବ୍ୟ ଦେଇଛନ୍ତି...

ପିଲାଚୋର ସନ୍ଦେହରେ ଟ୍ରାଫିକ୍ ପୋଷ୍ଟରେ ବନ୍ଧାହୋଇ ମାଡ ଖାଇଲେ ଯୁବକ

0
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲୋକମାନେ ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ତାଙ୍କ ହାତ ଗୋଡକୁ ବାନ୍ଧି ନିସ୍ତୁକ ପିଟିଛନ୍ତି। ଲୋକମାନେ ସହର ମଧ୍ୟରେ ଥିବା...

‘ରୂପାୟନ’ ପକ୍ଷରୁ ରାଜ୍ୟସ୍ତରୀୟ ରାଜ ମହୋତ୍ସବ

0
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ରାଜ୍ୟସ୍ତରୀୟ ରଜ ମହୋତ୍ସବ ୨୦୨୨ ପାଳିତ ହୋଇଛି।...