Tag: Bhadrak News
ଭଦ୍ରକ କଲେଜରେ ରକ୍ତଦାନ ଶିବିର
ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଫକୀରମୋହନ ବିଶ୍ୱ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି...
ଭଦ୍ରକ ଜିଲ୍ଲା ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ ଓ...
ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲା ୬୬୨ ବର୍ଗ (+୨ ଓ+୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ...
ବର୍ଷା ଅଭାବ ଯୋଗୁଁ ଭଦ୍ରକ ଜିଲାରେ ଧିମେଇଛି ଚାଷ କାର୍ଯ୍ୟ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ଏବେ ବର୍ଷାଭାବ ପରିଲକ୍ଷିତ ହୋଇଛି । ଜିଲା ତମାମ ସ୍ୱାଭାବିକ ବର୍ଷା (ନର୍ମାଲ) ଠାର କମ୍ ପରିମାଣର ବର୍ଷା...
ନିଜର ପ୍ରଚେଷ୍ଠାରେ ସଫଳ ଚାଷୀ ବସନ୍ତ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଥାରେ ଅଛି “ଚାଷକାମ ଯାହାର କେତେ ସୁଖ ତାହାର ସେହି ସିନା ଯୋଗାଉଛି ଦୂନିଆ କୁ ଆହାର” ।ଏହି କଥାର ମହତ୍ୱକୁ...
ସୁଗମ ହେଲା ଜଳ ନିଷ୍କାସନ ପଥ , ଶେଷ ପର୍ଯ୍ୟାୟରେ ବାଲିପୋଖରୀ ଏସ୍କେପର କାର୍ଯ୍ୟ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଆଖୁଆପଦା ଜଳସଂପଦ ଅଧୀନରେ ଥିବା ବହୁ ଚର୍ଚ୍ଚିତ ବାଲିପୋଖରୀ ଏସ୍କେପ ନବୀକରଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି...
ଦୁର୍ବଳ ନଦୀବନ୍ଧ ଯୋଗୁଁ ଧାମନଗର ବନ୍ୟା ପ୍ରବାହିତ ହେବ!, ଚୀନର ଦୁଃଖ ହେୟାଙ୍ଗ ହୋ...
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଖୁଆପଦାସ୍ଥିତ ବୈତରଣୀ ନଦୀ ଆନିକଟ ଠାରେ ଏହାର ବିପଦ ସଂକେତ ରହିଛି । ନଦୀବନ୍ଧଗୁଡିକ ନିମ୍ନ ଓ ଦୁର୍ବଳ ଥିବାରୁ ବୈତରଣୀ...
ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ଡେପୁଟେସନରେ ବଦଳି ନେଇ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତର କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀକୁ ବିଭାଗୀୟ କର୍ତ୍ତୃପକ୍ଷ ଅନ୍ୟତ୍ର ଡେପୁଟେସନରେ...
ଗୁରୁତର ଆହତଙ୍କ ସହାୟତା ପାଇଁ ହାତ ବଢାଇଲା ଭଦ୍ରକ ଡାକ ବିଭାଗ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଘୋଷରା ବଜାର ଉପ ଡାକଘରେ କାର୍ଯ୍ୟରତ ଜଣେ ଭିନ୍ନକ୍ଷମ ଗ୍ରାମୀଣ ଡାକ କର୍ମଚାରୀ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ...
ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ମହେନ୍ଦ୍ର ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।...
ବିବାଦ ଘେରରେ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି, ଅଚଳାବସ୍ଥାକୁ ନେଇ ଚାଷୀମାନେ ଜିଲାପାଳଙ୍କ ଦ୍ୱାରସ୍ଥ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡି ବ୍ଲକ୍ ଅଧୀନସ୍ଥ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସଂପାଦକ କାଳନ୍ଦୀ ଚରଣ ଦାସଙ୍କ ନିଲମ୍ବନକୁ ନେଇ ବିବାଦ ଜୋର ଧରିଛି...
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଧାରଣା ଦେଲେ ସାମ୍ବାଦିକ, ଆତ୍ମ ସମର୍ପଣ କଲା ଅଭିଯୁକ୍ତ
ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିନ ଦ୍ୱିପ୍ରହରରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଭଣ୍ଡାରିପୋଖରୀ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବାରେ ଟାଳଟୁଳ...
କାଦବରାଙ୍ଗ ଆଡିଆ ଭାୟା ବାଙ୍କତିରା ରାସ୍ତା ଜରାଜୀର୍ଣ୍ଣ, ଠିକାଦାରି ପ୍ରିତି ଯୋଗୁଁ ରାସ୍ତା ଅବସ୍ଥା...
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗ୍ରାମ ଉନ୍ନୟନ ବିଭାଜନ (୧)ଅଧିନ ବନ୍ତ ବ୍ଲକର କାଦବରାଙ୍ଗ ଠାରୁ ଆଡିଆ ଭାୟା ବାଙ୍କତିରା ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି...
ବାଂଶଡା- ଦିଗଛିଆ ରାସ୍ତା ସଂପ୍ରସାରଣରେ ବାଧକ ଥିବା ଅବରୋଧକାରୀଙ୍କୁ ହଟାଗଲା
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣରେ ବାଧକ ଥିବା ଜବରଦଖଲକାରୀ ମାନଙ୍କୁ ଆଜି ହଟାଯାଇଛି । ଏହି ରାସ୍ତାକୁ ରାସ୍ତା ଗୃହ ନିର୍ମାଣ ବିଭାଗ...
ଉନ୍ନତି ନାମରେ ଚାଲିଛି ବ୍ୟାପକ ଦୁର୍ନିତୀ- କଂଗ୍ରେସ ନେତା ନଳିନୀ
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉନ୍ନତି ନାମରେ ଚାଲିଛି ମହା ଦୁର୍ନିତୀ । ଦୁର୍ନିତୀର ଗନ୍ତାଘର ପାଲଟିଛି ଭଦ୍ରକ ବିଧାନସଭା କ୍ଷେତ୍ରର ବ୍ଲକ ଓ ପୌର କାର୍ଯ୍ୟାଳୟ...
ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ସ୍ତରରେ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ହାଇସ୍କୁଲ ସ୍ତରୀୟ ପିଲାମାନଙ୍କ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ...
ଭଣ୍ଡାରିପୋଖରୀ ଜନ ଶୁଣାଣି ଶିବିରରେ ୪୩ଟି ଅଭିଯୋଗ ଆଗତ
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସର ଦ୍ୱିତୀୟ ସୋମବାରରେ ଭଣ୍ଡାରିପୋଖରୀ ବ୍ଲକ୍ରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।...
ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ସହକାରୀ ମତ୍ସ୍ୟ ଅଧିକାରୀ ଭଣ୍ଡାରିପୋଖରୀ...
ପିରହାଟରେ ଭାଜପାର ଗରିବ କଲ୍ୟାଣ ଜନ ସଭା, ରାଜ୍ୟରେ ୫୦ ପ୍ରତିଶତ ମହିଳାମାନଙ୍କ ପାଇଁ...
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡି ବ୍ଲକର ପିରହାଟ ସ୍ଥିତ ବାସନ୍ତୀ ପଡିଆରେ ଭାଜପାର ସେବା ସୁଶାସନ ଓ...
୫ ଡକାୟତ ଗିରଫ, ମାରଣାସ୍ତ୍ର, ମୋବାଇଲ ସହ ୨ ବାଇକ୍ ଜବତ
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ତ ପୁଲିସ ୫ ଜଣ ଡକାୟତଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଆସାମୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ...
ଶ୍ରାବଣ ୨ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ପୀଠରେ ବ୍ୟାପକ...
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଶ୍ରାବଣମାସରେ ୨ୟ ସୋମବାରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର କାଉଡିଆଙ୍କ...
























