Surendra Nath Pradhan
ମଠ ପରମ୍ପରାରେ ଢେଙ୍କେଣାର ବହୁ ପୁରାତନ ରାମନନ୍ଦୀ ମଠ
ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗାଁ ବ୍ଳକ ଅନ୍ତର୍ଗତ ଢେଙ୍କେଣା ଠାରେ ବିରାଜମାନ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଓଡ଼ିଶାର ସଂସ୍କୃତି ସାହିତ୍ୟ ଇତିହାସରେ...
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ନେଇ ଅବକାରୀ ବିଭାଗ ଏସ୍ଆଇଙ୍କୁ ଗିରଫ ଦାବିରେ ଧାରଣା
ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍ଆଇ ଦୁର୍ବ୍ୟବହାର କରିବା ପ୍ରତିବାଦରେ ନୟାଗଡ଼ ଟାଉନ...
ନୟାଗଡ଼ରେ ମାଟ୍ରିକ ପାଶ୍ ହାର ରେକର୍ଡ଼ ସଂଖ୍ୟକ ୯୨.୫୦ ପ୍ରତିଶତ
ନୟାଗଡ଼, ୨୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ପାଶ୍ ହାର ହୋଇଥିବାବେଳେ ରେଗୁଲାର ପାସ୍ ହାର ୯୮.୧୭ ଏବଂ ଏକ୍ସ-ରେଗୁଲାର ୯୨ ପ୍ରତିଶତ ହୋଇଛି।...
ଅବ୍ୟବସ୍ଥା ଭିତରେ ମାଳିସାହି ସିଣ୍ଡିକେଟ୍ ବ୍ୟାଙ୍କ
ନୟାଗଡ଼, ୨୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହିରେ ଥିବା ସିଣ୍ଡିକେଟ୍ ବ୍ୟାଙ୍କ ବହୁ ଅବ୍ୟବସ୍ଥା ଭିତରେ ଗତି କରୁଥିବା ଦେଖିବାକୁ ମିଳୁଛି । ଆବଶ୍ୟକ...
ମୁଖ୍ୟମନ୍ତ୍ରୀଙ୍କ ଦ୍ନାରା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଉଦ୍ଘାଟିତ
ନୟାଗଡ଼, ୧୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ୬ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ...
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ୩ ଦିନିଆ ରିମାଣ୍ଡରରେ ଯିବ
ନୟାଗଡ଼, ୧୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ୫ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ରବି ଦଳେଇଙ୍କ...
ଭାଇରାଲ ହେଲା ରଜଗୀତର ରଚୟିତାଙ୍କ ପରିଚୟ
ନୟାଗଡ଼, ୧୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ିଶାର ପ୍ରତି ଘରେ ଘରେ ଜନ ମାନସରେ ଆଦୃତ ତଥା ରଜପର୍ବର ଲୋକପ୍ରିୟ ଗୀତ ‘ବନସ୍ତେ ଡାକିଲା ଗଜ-ବରଷକେ ଥରେ ଆସିଛି ରଜ...
ବିରୁଡ଼ାରେ ରାଜସ୍ୱ ରଥର ଶୁଭାରମ୍ଭ
ନୟାଗଡ଼, ୧୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ ବିରୁଡ଼ାଠାରେ ମଙ୍ଗଳବାର କୃଷିମନ୍ତ୍ରୀ ଡ.ଅରୁଣ ସାହୁଙ୍କ ଦ୍ୱାରା ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଳାପାଳ ଲଗ୍ନଜିତ...
ଅରୁଣ ସାହୁଙ୍କ ପୁସ୍ତକ’ମଣିଷ ବ୍ୟତିରେକ’ ପାଠକାର୍ପଣ
ନୟାଗଡ଼, ୧୬-୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବିଧାୟକ ତଥା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ’ମଣିଷ ବ୍ୟତିରେକ’ଡିଜିଟାଲ ପ୍ଲାଟଫର୍ମରେ ପାଠକାର୍ପଣ ହୋଇଛି।...
ନୟାଗଡ଼ରେ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ବଢୁଛି
ନୟାଗଡ଼, ୧୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲାରେ ଅହରହ ଅଘୋଡିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ସହ ହିଂସା ବଢୁଥିବା ଦେଖିବାକୁ ମିଳୁଛି। ଏହା ନିତିଦିନିଆ ସମସ୍ୟା...
ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ଏବେ ଏନ୍ଜିଟିରେ
ନୟାଗଡ଼, ୧୨ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ପଂଚାୟତର ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ବିବାଦ ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ପହଂଚିଛି। ୨୦୧୭ ମସିହାରୁ ଲାଗି...
ଆରପାରିରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ
ନୟାଗଡ଼, ୧୧ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଶ୍ୱର ଜଣେ ଆଗଧାଡ଼ିର ବିଶିଷ୍ଟ ପରିବେଶ୍ବିତ୍ , ଅର୍ଥନୀତିଜ୍ଞ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଭୁବନେଶ୍ୱରର ଏକ...
ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା
ନୟାଗଡ଼, ୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପହଂଚି...
ନୟାଗଡ଼ରେ ୧୮ରୁ ୪୪ ବୟସ୍କଙ୍କ ପାଇଁ ଟୀକାକରଣ
ନୟାଗଡ଼, ୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସହରରେ ବାସ କରୁଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଆସନ୍ତାକାଲି ସୋମବାର ୭ ତାରିଖ ଠାରୁ ଆରମ୍ଭ ହେବ ବୋଲି ସରକାରୀଭାବେ...
ନୟାଗଡ଼ ଡାକ୍ତରଖାନାରେ ଶହେ ଶଯ୍ୟା ବିଶିଷ୍ଟ ଗୃହର ଶୁଭାରମ୍ଭ
ନୟାଗଡ଼, ୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଶହେ ଶଯ୍ୟା ବିଶିଷ୍ଟ ୬ ମହଲା ଗୃହର ନିର୍ମାଣ କାର୍ଯ୍ୟକୁ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ...
ଦଶପଲ୍ଲାରେ କୋଭିଡ୍ କେୟାର ସେଂଟର ଖୋଲିଲା
ନୟାଗଡ଼, ୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ୍ କେୟାର ସେଂଟର ଖୋଲାଯାଇଛି। ଦଶପଲ୍ଲା ଅଂଚଳରେ କରୋନା ମହାମାରୀରେ ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କୁ ସୁବିଧାରେ...
ଦଶପଲ୍ଲାରେ ରାଜସ୍ୱ ରଥର ଶୁଭାରମ୍ଭ
ନୟାଗଡ଼, ୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି। ଦଶପଲ୍ଳା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଜିଲ୍ଳାପାଳ ଡ.ପୋମା...
ଅବ୍ୟବହୃତ ଓ ଅବ୍ୟବସ୍ଥା ଭିତରେ ନୟାଗଡ଼ ପୁରୁଣା ଜେଲ
ନୟାଗଡ଼, ୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧା-ବଲାଙ୍ଗୀର ୫୭ ଜାତୀୟ ରାଜପଥର ନୟାଗଡ଼ ସହର ଟ୍ରାଫିକ ଛକ ତଥା ନୟାଗଡ଼ ସା୍ମ୍ବାଦିକ ଭବନ ସାମନ୍ାରେ ଥିବା ଏବେ ଅବ୍ୟବସ୍ଥା, ଅବ୍ୟବହୃତ ଓ ଅପନ୍ତରାଭାବେ...
ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ ପାଳିତ
ନୟାଗଡ଼, ୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ ଜୁମ୍ ଆପ୍ ଦ୍ୱାରା ପାଳିତ ହୋଇଯାଇଛି। କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ...
ନୟାଗଡ଼ରେ ଗତକାଲି ଥିଲା ୨୮୩ ଆଜି ନୂଆ ହେଲା ୨୮୫
ନୟାଗଡ଼, ୧ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଗତକାଲି ୨୮୩ ଆକ୍ରାନ୍ତଙ୍କ ସଂଖ୍ୟା ଥିଲାବେଳେ ମଙ୍ଗଳବାର ଆଉ ନୂଆ ଆକ୍ରାନ୍ତ ୨୮୫ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲ୍ଲାରେ ସମୁଦାୟ ସକ୍ରିୟ...