Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ମାନବବାଦୀ ଶିକ୍ଷକ ନେତା ଗୋପୀନାଥ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

0
ନୟାଗଡ଼, ୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ମାନବବାଦୀ ଶିକ୍ଷକ ନେତା ସ୍ୱର୍ଗତ ଗୋପୀନାଥ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଦିବସ ପାଳନ ହୋଇଯାଇଛି। ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ସ୍ଥାନୀୟ ସିଦ୍ଧେଶ୍ୱରୀ...

ଓଡ଼ଗାଁ ବ୍ଳକର ଗୋଡ଼ିପଲ୍ଲୀକୁ କଂଟେନମେଂଟ ଓ କୁରୁଡାଙ୍ଗ, ମଝିଆଖଣ୍ଡ, ଜାଗିରିଖଇରପଟି, ହରିଡ଼ାବନ୍ଧ, ପାଟେଳିସାହି ଓ...

0
ନୟାଗଡ଼, ୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ଓଡ଼ଗାଁ ବ୍ଳକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ବ୍ଳକ ଅପେକ୍ଷା ବଢିବାରେ ଲାଗିଛି। ଯେଉଁସବୁ ଅଂଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହିସବୁ...

ଆଜି ନୂଆ ଆକ୍ରାନ୍ତ ସଂଖ୍ୟା ୨୨ ଓ ସୁସ୍ଥ ହେଲେ ୩୭

0
ନୟାଗଡ଼, ୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାତଇବାରେ ଲାଗିଛି। ସୋମବାର ପୁଣି ୨୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା...

କଲ୍ୟାଣପୁର ଠାରେ ବାଇକ୍ ମୁହାଁମୁହିଁ ଧକ୍କା, ୪ଗୁରୁତର

0
ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଶରଣକୁଳ ଥାନା ଅନ୍ତର୍ଗତ ଦରପଦା ଛକ କଲ୍ୟାଣପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟଠାରେ ସୋମବାର ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ...

ଓଡ଼ଗାଁର ୬ ଗାଁକୁ କଂଟେନମେଂଟ ଜୋନ ଓ ୪ଗାଁକୁ ସଟଡାଉନ ଘୋଷଣା

0
ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣରୁ ରକ୍ଷା ପାଇଁ ଓଡ଼ଗାଁ ବ୍ଳକର ୬ଟି ଗାଁକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଥିବାବେଳେ ୪ଟି ଗାଁକୁ ସଟଡାଉନ ଘୋଷଣା କରାଯାଇଛି। କଂଟେନମେଂଟ...

ନୟାଗଡ଼ ଜିଲାରେ ଏବେବି ଅଧିକାଂଶ ପଂଚାୟତରେ ବ୍ୟାଙ୍କ ନାହିଁ

0
ନୟାଗଡ଼, ୩ା୮: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଲୋକମାନଙ୍କର ସୁବିଧା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ସବୁ କରିଛନ୍ତି। ଲୋକମାନେ ହାତ ପାଆନ୍ତାରେ କେମିତି ସରକାରଙ୍କ୍ ପୁବିଧା ସୁଯୋଗ ପାଇବେ ସେଥିପ୍ରତି...

ନୟାଗଡ଼ରେ ଟିଟିଲାଗଡ଼ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

0
ନୟାଗଡ଼, ୧ା୮: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ଶନିବାର ଟିଟିଲାଗଡ଼ ଉପଜିଲାପାଳ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିଟିଲାଗଡ଼ ଉପଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଜ ପରିବାର...

ନୂଆ ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁର କେବଳ ୨୯

0
ନୟାଗଡ଼, ୧ା୮:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜିଲାରେ ଆଜି ୩୩ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ଓଡ଼ଗାଁ ବ୍ଳକରେ...

ଆଜି, କାଲି ଓ ପରଦିନ ନୟାଗଡ଼ ବନ୍ଦ

0
ନୟାଗଡ଼, ୧ା୮: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ଭୟାବହତାକୁ ଲକ୍ଷ୍ୟକରି ନୟାଗଡ଼ ଜିଲାପ୍ରଶାସନ ଆଜି, କାଲି ଓ ପରଦିନକୁ ସଟ୍‌ଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ...

ନୟାଗଡ଼ ଜିଲାରେ କରୋନା କଟକଣା କୋହଳ ଯୋଗୁଁ ସ୍ଥିତି ଗମ୍ଭୀର: ସହର କଟକଣା ଗାଁକୁ...

0
ନୟାଗଡ଼, ୩୧ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲାର କରୋନା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସରକାରଙ୍କ କରୋନା କଟକଣାକୁ ଯେଉଁପରି ଭାବରେ ଏଠି ଫୁ’ କରାଯାଉଛି ତାହା ଆଗାମୀ ଦିନରେ ଜିଲାରେ ଗୋଷ୍ଠୀ...

ଆନ୍ଧ୍ର ବ୍ୟାଙ୍କରେ ଜଣେ ମହିଳା କର୍ମଚାରୀଙ୍କୁ କରୋନା, ବଡ଼ପଣ୍ଡୁସର ସଟଡାଉନ୍‌

0
ନୟାଗଡ଼, ୩୧ା୭:( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଗତକାଲି ଦଶପଲ୍ଲା ଥାନାରେ ଏକକାଳୀନ ୧୦ଜଣ ପୁଲିସଙ୍କୁ କରୋନା ସଂକ୍ରମଣ କରିଥିବାବେଳେ ଆଜି ଆନ୍ଧ୍ରବ୍ୟାଙ୍କରେ ପଶିଛି...

କିଣା ଜିନିଷ ପାଇଁ ବୁଣା ଜିନିଷ ହଜିଲାଣି, ପଟି, ହେଁସ ଆଉ ମିଳୁନି

0
ନୟାଗଡ଼, ୩୧ା୭ : (ଓନିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଗାଁ ଗହଳିରେ ଆଉ ଦେଖିବାକୁ ମିଳୁନି ହାତବୁଣା ପଟି, ହେଁସ ଓ ମଶିଣା। ବାହ୍ୟ ଚାକଚକ୍ୟରେ କବଳିତ ହୋଇ କିଣା ଜିନିଷ ପ୍ରତି...

ନୟାଗଡ଼: ମାଟ୍ରିକ ପରୀକ୍ଷା ଫଳରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

0
ନୟାଗଡ଼, ୩୦ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ମାଟ୍ରିକ ପରୀକ୍ଷା ଫଳ ବେଶ୍ ଉତ୍ସାହଜନକ ରହିଥିବାବେଳେ ଛାତ୍ରଛାତ୍ରୀମାନେ ଉଭୟେ ବହୁତ ଭଲ କରିଛନ୍ତି। ଓଡ଼ଗାଁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର...

ନୟାଗଡ଼ : କରୋନା ବିଗାଡ଼ିଦେଲା ରାକ୍ଷୀ ବେପାର

0
ନୟାଗଡ଼, ୩୦/୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ପ୍ରଭାବରେ ରାକ୍ଷୀ ବେପାର ବିଗିଡ଼ି ଯାଇଛି। ହତାଶ ହୋଇପଡ଼ିଛନ୍ତି ରାକ୍ଷୀ ବେପାରୀମାନେ। ବୁଡ଼ି ଯାଉଛି ସେମାନଙ୍କ ସିଜିନ୍ ବେପାର। ବର୍ଷକେ ୪/୫ଥର ସିଜିନ୍...

ଆଗକୁ ଗଣେଶ ପୂଜା, ମୂର୍ତ୍ତି କାରିଗର ଚିନ୍ତାରେ

0
ନୟାଗଡ଼, ୩୦ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ିଆମାନଙ୍କର ବାରମାସରେ ତେରପର୍ବ। କୌଣସି ମାସରେ ବି ପର୍ବ ପର୍ବାଣୀର ବିଶ୍ରାମ ନଥାଏ। ଏହିସବୁ ପର୍ବ ପର୍ବପର୍ବାଣୀରେ ମୂର୍ତ୍ତି କାରିଗରମାନେ ମୂର୍ତ୍ତି କରି ପରିବାର ଗୁଜୁରାଣ...

ନୟାଗଡ଼ରେ ୨୪ ଆକ୍ରାନ୍ତଙ୍କ ସହ ୫୬୧, ଆଜି ଆଉ ଜଣେ ମୃତ୍ୟୁ

0
ନୟାଗଡ଼, ୩୦ା୭:( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଆଜି ୨୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଯାହାକି ଜିଲାରେ ସମୁଦାୟ କରୋନା...

ଖଣ୍ଡପଡ଼ା ମଧୂବନ କ୍ରୀଡ଼ାଙ୍ଗନାର ସୌନ୍ଦର୍ଯ୍ୟକରଣକୁ ଅଣଦେଖା

0
ନୟାଗଡ଼, ୨୯ା୭ : (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସହରର ବିଭିନ୍ନ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ସରକାରୀ ଗୃହ, ପାଚେରୀ ଏବଂ କାନ୍ଥରେ ଝୋଟି ଓ ଚିତ୍ରକଳାର ଚାରୂଚିତ୍ରପଟ୍ଟ ଆଙ୍କି ସହରର ପରିବେଶକୁ ସୌନ୍ଦର୍ଯ୍ୟକରଣ...

ନୟାଗଡ଼ ଜିଲାରେ ନୂଆ ୨୯ ସଂକ୍ରମିତ ସହ ସମୁଦାୟ ୫୩୭ ଆକ୍ରାନ୍ତ, ସୁସ୍ଥ ହୋଇ...

0
ନୟାଗଡ଼, ୨୯ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୦୮ ଥିବାବେଳେ ୨୪ ଘଂଟା ଭିତରେ...

ଓଡ଼ଗାଁର ପ୍ରଜ୍ଞାରାଣୀ ମହାପାତ୍ର ନୟାଗଡ଼ ଜିଲା ମାଟ୍ରିକ ଟପ୍ପର

0
ନୟାଗଡ଼, ୨୯ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ମାଟ୍ରିକ ରେଜଲ୍ଟ ରାଜ୍ୟ ତୁଳନାରେ ନୟାଗଡ଼ ଜିଲାରେ ଭଲ ହୋଇଥିବାବେଳେ ପାସହାର ୮୬-୬୩ % ରହିଛି। ଓଡ଼ଗାଁର ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ...

ମାଟ୍ରିକ ପରୀକ୍ଷା ଫଳାଫଳରେ ନୟାଗଡ଼ ଜିଲା ରାଜ୍ୟରେ ୪ର୍ଥ ସ୍ଥାନ ହାସଲ ସହ ସର୍ବକାଳୀନ...

0
ନୟାଗଡ଼, ୨୯ା୭ ( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ମାଧ୍ୟମିକ ଶିକ୍ଷା ପରଷଦ ଆନୁକୂଲ୍ୟରେ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲାର ପରୀକ୍ଷା ଫଳ ସନ୍ତୋଷଜନ ହୋଇଛି। ନୟାଗଡ଼...