Home ଓଡ଼ିଶା ଓଡ଼ଗାଁ ବ୍ଳକର ଗୋଡ଼ିପଲ୍ଲୀକୁ କଂଟେନମେଂଟ ଓ କୁରୁଡାଙ୍ଗ, ମଝିଆଖଣ୍ଡ, ଜାଗିରିଖଇରପଟି, ହରିଡ଼ାବନ୍ଧ, ପାଟେଳିସାହି ଓ ଡିମିସରକୁ...

ଓଡ଼ଗାଁ ବ୍ଳକର ଗୋଡ଼ିପଲ୍ଲୀକୁ କଂଟେନମେଂଟ ଓ କୁରୁଡାଙ୍ଗ, ମଝିଆଖଣ୍ଡ, ଜାଗିରିଖଇରପଟି, ହରିଡ଼ାବନ୍ଧ, ପାଟେଳିସାହି ଓ ଡିମିସରକୁ ବମ୍ଫର ଜୋନ ଘୋଷଣା

152

ନୟାଗଡ଼, ୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ଓଡ଼ଗାଁ ବ୍ଳକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ବ୍ଳକ ଅପେକ୍ଷା ବଢିବାରେ ଲାଗିଛି। ଯେଉଁସବୁ ଅଂଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହିସବୁ ଅଂଚଳ ପ୍ରତି ଜିଲାପାଳ ତୀକ୍ଷ୍‌ଣ ନଜର ରଖି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଓଡ଼ଗାଁ ବ୍ଳକର ଗୋଡ଼ିପଲ୍ଲୀ ଗ୍ରାମକୁ କଂଟେନମେଂଟ ଜୋନ ଓ କୁରୁଡଙ୍ଗ, ମଝିଆଖଣ୍ଡ, ଜାଗିରିଖଇରପଟି, ହରିଡ଼ାବନ୍ଧ, ପାଟେଲିସାହି ଓ ଡିମିସର ଗ୍ରାମକୁ ବମ୍ଫର ଜୋନ ଭାବେ ଜିଲାପାଳ ଡ-ପୋମା ଟୁଡୁ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.