Home ଓଡ଼ିଶା ଓଡ଼ଗାଁର ୬ ଗାଁକୁ କଂଟେନମେଂଟ ଜୋନ ଓ ୪ଗାଁକୁ ସଟଡାଉନ ଘୋଷଣା

ଓଡ଼ଗାଁର ୬ ଗାଁକୁ କଂଟେନମେଂଟ ଜୋନ ଓ ୪ଗାଁକୁ ସଟଡାଉନ ଘୋଷଣା

119

ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣରୁ ରକ୍ଷା ପାଇଁ ଓଡ଼ଗାଁ ବ୍ଳକର ୬ଟି ଗାଁକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଥିବାବେଳେ ୪ଟି ଗାଁକୁ ସଟଡାଉନ ଘୋଷଣା କରାଯାଇଛି। କଂଟେନମେଂଟ ଗାଁ ଗୁଡ଼ିକ ହେଲା ଶରଧାପୁର, ଗଜେନ୍ଦ୍ରପଲ୍ଲୀ, ମଦନଗାଡ଼ିଆ, ବ୍ରାହ୍ମଣଡିହ, ବାଉଁଶଗାଡ଼ିଆ, ଭାଡ଼ିକିଳା ହୋଇଥିବାବେଳେ ସଟଡାଉନ ହୋଇଥିବା ଗାଁ ଗୁଡ଼ିକ ଭାଗବତପ୍ରସାଦ, ମହେଶ୍ୱରପୁର, ନରସିଂହପ୍ରସାଦ ଓ ରୋହିବାଙ୍କ।

ଅନ୍ୟପକ୍ଷରେ ରବିବାରଦିନ ୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୯ରେ ପହଂଚିଛି। ସେହିପରି ରବିବାରଦିନ ୩୦ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.