Home Coronavirus Outbreak ନୂଆ ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁର କେବଳ ୨୯

ନୂଆ ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁର କେବଳ ୨୯

102

ନୟାଗଡ଼, ୧ା୮:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜିଲାରେ ଆଜି ୩୩ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ଓଡ଼ଗାଁ ବ୍ଳକରେ ୨୯ ଜଣ ଆକ୍ରାନ୍ତ ରହିଛନ୍ତି। ଏହି ୩୩ ଜଣଙ୍କ ମଧ୍ୟରୁ ନୟାଗଡ଼ ବ୍ଳକରୁ ୨ଜଣ ଓ ରଣପର ବ୍ଳକରୁ ୨ ଜଣ ହୋଇଥିବାବେଳେ ଆଉ ସବୁ ଓଡ଼ଗାଁ ବ୍ଳକର। ଓଡ଼଼ଗାଁ ବ୍ଳକର ଏହି ୨୯ଜଣ ଆକ୍ରାନ୍ତ ହେଉଛନ୍ତି ସୁନାମୁହିଁ, ଭଗବତୀ ପ୍ରସାଦ, ହରିହରପୁର, ରୋହିବାଙ୍କ, ଶରଧାପୁର ଓ ଓଡ଼ଗାଁ ଥାନାରୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.