Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ଗୋଆ ସହରରେ ଫସି ରହିଛନ୍ତି ଗରିବ ଦାଦନ ପରିବାର,ଉଦ୍ଧାର ପାଇଁ ଆକୁଳ ନିବେଦନ

0
ମାଲକାନଗିରି,୨୨ ।୫ (ଓଡିଆ ପୁଅ ) କରୋନା ମାହାମାରି ର କରାଳ ଛାୟା ସମଗ୍ର ବିଶ୍ୱକୁ ଗ୍ରାସକରି ମାନବ ସମାଜ କୁ କଲବଲ କରୁଥିବା ବେଳେ ଲକଡାଉନ ପାଇଁ ଦୀର୍ଘ ଦୁଇମାସ ହେଲା...

ପେଟପାଇଁ ଦାଦନ ଖଟିବାକୁ ତେଲାଙ୍ଗାନା ରାଜ୍ୟକୁ ଯାଇଥିଲେ ଶବ ହୋଇ ଘରକୁ ଫେରିଲେ

0
ମାଲକାନଗିରି,୨୧ ।୫ (ଓଡିଆ ପୁଅ) ମାହାମାରି ସମୟରେ ପ୍ରବାସୀ ଶ୍ରମିକ,ଦାଦାନ ଶ୍ରମିକ ମାନଙ୍କ ଦିନକୁ ଦିନ ଦୁଃଖ ବଢି ଯାଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାସ୍ଥ...

ଆମ୍ବୁଲାନ୍ସ ମିଳିଲା ନାହିଁ, ଗ୍ରାମବାସୀ ଶବକୁ ବାଇକରେ ଘରକୁ ନେଲେ

0
ମାଲକାନଗିରି,୨୧ ।୫ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ଅନେକ ସମୟରେ ଆମ୍ବୁଲାନ୍ସ ଅଭାବରୁ କେଉଁଠି ଜନନୀ ଯନ୍ତ୍ରଣା ଦେଖାଦେଇଚି ତ ଆଉକେଉଁଠି ଶବକୁ ସାଇକେଲ ଓ ବାଇକରେ ବାନ୍ଧି...

ପିଏ ଆଇଟିଡିଏ ଙ୍କ ବଣ୍ଡାଘାଟି ପରିଦର୍ଶନ,କରୋନା ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ଜନସଚେତନତା ଓ ମାସ୍କ...

0
ମାଲକାନଗିରି,୨୧ ।୫ (ଓଡିଆ ପୁଅ ) ଘଚଂଜଙ୍ଗଲ ପାହଡ ଶୀର୍ଷରେ ଥିବା ଦୁର୍ଗମ ବଣ୍ଡାଘାଟି ରେ ଚଳିତବର୍ଷ ଦ୍ୱିତୀୟ ଲହର ରେ ୧୨ଜଣ ଆଦିମବଣ୍ଡା ଜନଜାତୀ କରୋନା ସଂକ୍ରମଣ ହେବା ପରେ ଜିଲ୍ଲାପ୍‌୍ରଶାସନିକ...

ଡଙ୍ଗା ବୁଡି ରେ ନିଖୋଜ ୩ ଜଣ ଙ୍କ ମୃତ ଦେହ ଉଦ୍ଧାର

0
ମାଲକାନଗିରି୨୧ ।୫ ( ଓଡିଆ ପୁ୍‌ଅ )ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡିଘଟଣାରେ ନିଖୋଜ ତିନିଜଣଙ୍କ ମୃତ ଦେହ ଦୀର୍ଘ୪୮ଘଟାଂର ସଂଘର୍ଷପରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ଗତକାଲି ଜଣେ ବୃଦ୍ଧାଙ୍କ ମୃତ ଦେହ...

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୩ ନିଖୋଜ ୮ ଉଦ୍ଧାର

0
ମାଲକାନଗିରି,୧୯ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ସ୍ୱାଭିମାନ ଅଚଂଳ ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୩ ନିଖୋଜ ହେବା ସହିତ ୮ଜଣଙ୍କୁ ଉଦ୍ଧାର କରାଯାଇଛି । ।ସ୍ୱାଭିମାନ...

ଜିଲ୍ଲାପାଳ ଙ୍କ ବଣ୍ଡାଘାଟି ପରିଦର୍ଶନ,କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଦ୍ର ସୀମା ସିଲ

0
ମାଲକାନଗିରି,୧୮ ।୫ (ଓଡିଆ ପୁଅ ) ଘଚଂଜଙ୍ଗଲ ପାହଡ ଶୀର୍ଷରେ ଥିବା ଦୁର୍ଗମ ବଣ୍ଡାଘାଟିକୁ ଗତବର୍ଷ କରୋନାର ପ୍ରଥମ ଲହର ଛୁଇଁ ପାରିନଥିବା ବେଳେ ଚଳିତବର୍ଷ ଦ୍ୱିତୀୟ ଲହର ରେ ୧୨ଜଣ ଆଦିମବଣ୍ଡା...

୧୨ବଣ୍ଡା ଜନଜାତି ସଂକ୍ରମଣ ପରେ ଜଣେ ଡିଡାୟୀ ଆଦିବାସୀ ଯୁବକ କରୋନା ଆକ୍ରାନ୍ତ

0
ମାଲକାନଗିରି,୧୬ ।୫ (ଓଡିଆ ପୁଅ ) କରୋନା ର ଦ୍ୱିତୀୟ ଲହର ବଣ୍ଡାଘାଟିର ଆଦିମ ବଣ୍ଡା ଜନଜାତିଙ୍କ ଉପରେ ପ୍ରଭାବ ପଡି କରୋନାରେ ୧୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ଡିଡାୟୀ...

ପରିବର୍ତନ ସଂସ୍ଥା ପକ୍ଷରୁ ବଣ୍ଡା ଘାଟିରେ କୋଭିଡ ସଚେତନତା ଓ ମାସ୍କ,ସାନିଟାଇଜର ହ୍ୟାଣ୍ଡ ଓ୍ୟାସ...

0
ମାଲକାନଗିରି,୧୬ା୫ (ଓଡିଆ ପୁଅ ) ଦୁର୍ଗମ ଅପହଁଚ ଇଲାକା ବଣ୍ଡାଘାଟିରେ ଗତ କିଛି ଦିନ ମଧ୍ୟରେ ଆଦିମ ବଣ୍ଡା ଜନଜାତିର ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବଣ୍ଡା ଘାଟି କରୋନା ସଂକ୍ରମଣରୁ...

ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ...

0
ମାଲକାନଗିରି,୧୫ ।୫ ( ଓଡିଆ ପୁଅ ) ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଙ୍କ ମାତା ଉଙ୍ଗି...

ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଙ୍କ ମାଲକାନଗିରି ମୋଟୁ ସୀମାନ୍ତ ଚେକପୋଷ୍ଟ ପରିଦର୍ଶନ

0
ମାଲକାନଗିରି,୧୫ା୫(ଓଡିଆ ପୁଅ )ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ଦିନିକିଆ ମାଲକାନଗରି ଜିଲ୍ଲା ଗସ୍ତକରି ସୀମାନ୍ତ ମୋଟୁ ଚେକପୋଷ୍ଟ ପରିଦର୍ଶନ କରି କୋଭିଡ ସ୍ଥିତି ଓ ମାଓସମସ୍ୟା ସଂପର୍କରେ ସମୀକ୍ଷା କରିଛନ୍ତି ।...

କରୋନା ରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ସହରରେ ଆରମ୍ଭ ହେଲା ହୋମ ଡେଲିଭରି...

0
ମାଲକାନଗିରି,୧୪ ।୫ ( ଓଡିଆ ପୁଅ ) ଭୟାବହ କରୋନା ମହାମାରି ପାଇଁ ମାଲକାନଗିରି ସହରରେ ଥିବା ଦୋକାନ ବଜାର ଗୁଡିକ ଆଗରେ ଗ୍ରାହକ ମାନେ ଭିଡ ନକରିବା ଓ କରୋନା ସଂକ୍ରମଣରୁ...

ଜିଲ୍ଲାରେ ଗୋଟିଏ ଦିନରେ ଜଣେ କୋଭିଡ ଯୋଦ୍ଧା ସହ ୧୦୩ ପଜିଟିଭି ଚିହ୍ନଟ

0
ମାଲକାନଗିରି,୧୪ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣରେ ଗ୍ରିନ ଜୋନରେ ଥିବା ବେଳେ ଆଜି ଗୋଟିଏ ଦିନରେ ଜଣେ କୋଭିଡ ଯୋଦ୍ଧା ସହ ୧୦୩ଜଣ ନୂଆ କରୋନା ପଜିଟିଭ...

ମାଲକାନଗିରି ଜିଲ୍ଲା ପାଠାଗାରର ନୂତନ ଗୃହ ଉଦଘାଟନ

0
ମାଲକାନଗିରି,୧୪ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପାଠଗାର ର ନୂତନ ଗୃହ ପ୍ରବେଶ ଉତ୍ସବ କୋଭିଡ ନିୟମ ପାଳନ ସହ ଅନୁଷ୍ଟିତ ହୋଇଯାଇଛି । ଆଜି ସକାଳେ ସ୍ଥାନୀୟ ସଂସ୍କୃତି...

ବଣ୍ଡାଘାଟିର ୫ ନାବାଳିକା ଆନ୍ଦ୍ରପ୍ରଦେଶକୁ ଦାଦନ ଶ୍ରମିକ ଭାବେ ଚାଲାଣ ହେଉଥିବା ବେଳେ ଉଦ୍ଧାର

0
ମାଲକାନଗିରି,୧୩ ।୫ (ଓଡିଆ ପୁଅ) ସମଗ୍ର ବିଶ୍ୱକୁ ମହାମାରିର କରୋନା ଗ୍ରାସ କରିଥିବା ବେଳେ ଏହାର ସୁଯୋଗ ନେଇ ଆଦିବାସୀ ଅଧ୍ୟୁଷିତ ମାଲକାନିଗିରି ଜିଲ୍ଲାରେ କିଛି ମାନବଚାଲାଣ କାରି ଦଲାଲ ସକ୍ରିୟ ହୋଇପଡିଛନ୍ତି...

ମାଲକାନଗିରି ଜିଲ୍ଲାରେ ମୁଗ ଓ ଚିନାବାଦାମ ମଣ୍ଡିର ଶୁଭାରମ୍ଭ

0
ମାଲକାନଗିରି,୧୩ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପ୍ରଚୁରପରିମାଣରେ ଚିନାବାଦମ ଓ ମୁଗ ଫସଲ ଉତ୍ପାଦିତ ହୋଇଥିବାରୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲି ଚାଷୀଙ୍କ...

୯ଟି ଚେକପୋଷ୍ଟ କୁ ଭାଙ୍ଗି ଖସିପଳାଉଥିବା ସ୍କୋପ୍ରିଓ ଗାଡିକୁ ଗୁଳିକରି ଧରିଲେ ଯବାନ

0
ମାଲକାନଗିରି,୧୨ା୫ (ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ମାହାମାରି କାୟବିସ୍ତାର କରିଥିବାରୁ ଲକ୍‌ଡାଉନ୍ ସହ ବିଭିନ୍ନ ରାଜ୍ୟ ସୀମାନ୍ତକୁ ସିଲ କରାଯାଇ ସେଠାରେ ଚେକପୋଷ୍ଟ ନିର୍ମାଣ କରାଯାଇ ବ୍ୟାପକ ଭାବେ ପୁଲିସ...

ଜଣେ କୋଭିଡ ଯୋଦ୍ଧା ସହ ୭୧ ନୂଆ କରୋନା ପଜିଟିଭି ଚିହ୍ନଟ

0
ମାଲକାନଗିରି,୧୨ା୫ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ପୁଣି ବୃଦ୍ଧିପାଇଛି କରୋନା ସଂକ୍ରମଣ,ଆଜି ଗୋଟିଏ ଦିନରେ ଜଣେ କୋଭିଡ ଯୋଦ୍ଧାଙ୍କ ସହ ୭୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୨୦ କୁ...

ଗୁଣିଗାରେଡି ସନ୍ଦେହରେ ଯୁବକକୁ ହତ୍ୟା କରିବା ଘଟଣାରେ ତିନିଜଣ ଗିରଫ

0
ମାଲକାନଗିରି,୧୧ା୫ (ଓଡିଆ ପୁଅ) ଅତ୍ୟାଧୁନିକ ଇଟଂରନେଟ ଯୁଗରେ ସଭ୍ୟଶିକ୍ଷିତ ସମାଜ ମଙ୍ଗଳଗ୍ରହରେ ଘରକରିବା ପାଇଁ ପ୍ରଚେଷ୍ଠା ଚଳାଇଚଳାଇ ଥିବା ବେଳେ ଏବେ ବି କିଛି ଗ୍ରାମ ଅଛି କୁସଂସ୍କାର ଅନ୍ଧବିଶ୍ୱାସ କୁ ଛାଡିପାରି...

କରୋନା ମହାମାରିର ପ୍ରଭାବ କୁ ନେଇ ଜିଲ୍ଲା ପ୍ରଶାସନର ଭର୍ଚ୍ୟୁଆଲ ମିଟିଂ

0
ମାଲକାନଗିରି,୧୧ା୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କରୋନା ସଂକ୍ରମଣରେ ସବୁଜ ଜୋନରେ ଥିବା ବେଳେ କରୋନା ର ପ୍ରଭାବ ଯେପରି ଆଗକୁ ନବଢିବ ସେ ନେଇ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ଆଜି ଅନଲାଇନ...