Suchitra Dash
କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାରେ ଦେବସ୍ନାନ ପୂଣ୍ଣ ର୍ିମା ପାଳିତ ।
ମାଲକାନଗିରି,୨୪ା୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ଗ୍ରାସ କରିଥିବାରୁ ଲକଡାଉନ ପାଇଁ ଫିକା ପଡିଯାଇଛି ଏହି ଦେବସ୍ନାନ ପୂଣ୍ଣ ର୍ିମା । ମାଲକାନଗିର ଜିଲ୍ଲା ସଦର ମହକୁମା...
ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ବିଭିନ୍ନ ଦାବିନେଇ ସ୍ମାରକପତ୍ର...
ମାଲକାନଗିରି,୨୪ା୬ (ଓଡିଆ ପୁଅ ) ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବିନେଇ ମାଲକାନଗିରି ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି...
ଭାରସାମ୍ୟ ହରାଇ ପୋଲ ତଳ ନଦୀକୁ ଖସିପଡିଲା କାର,୫ଜଣ ଆହତ
ମାଲକାନଗିରି,୨୪ ।୬ (ଓଡିଆ ପୁଅ ) ଜୟପୁର ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ମାଥିଲି ଥାନାସ୍ଥ ପାଙ୍ଗାମ ପୋଲ ନିକଟରେ ଭାରସାମ୍ୟହରାଇ ପୋଲ ତଳ ନଦୀକୁ ଖସିପଡି ୫ଜଣ ଆହତ ହୋଇଛନ୍ତି...
ଜିଲ୍ଲାରେ ୫୬ଜଣ ନୁଆ କରୋନା ସଂକ୍ରମଣ ଚିହ୍ନଟ,୫୫୨ଟି ଏକ୍ଟିଭ କେସ ।
ମାଲକାନଗିରି,୨୨ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ୨୪ଘଟାଂ ମଧ୍ୟରେ ୫୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୫୨ଟି ଏକ୍ଟିଭ କେସ ରହିଛି । କରୋନା ଆକ୍ରାନ୍ତ ଚିହ୍ନଟ ଙ୍କ ମଧ୍ୟରୁ...
ଡାକଘର ଜମାଖାତାରୁ ଲକ୍ଷାଧିକ ଟଙ୍କା ହଡପ କରିବା ଅଭିଯୋଗରେ ପୋଷ୍ଟମାଷ୍ଟ୍ର ଗିରଫ
ମାଲକାନଗିର,ି୨୨ ।୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ବେଜାଙ୍ଗଓ୍ୟାର୍ଡା ଶାଖା ଡାକଘରେ ଖୋଲା ଯାଇଥିବା ବିଭିନ୍ନ ଗ୍ରାମର ଲୋକଙ୍କ ଜାମାଖାତାରୁ ଲ କ୍ଷାଧିକ ଟଙ୍କା ହଡପ କରି ଫେରାର ହୋଇଯାଇଥିବା...
ଜିଲ୍ଲାପାଳଙ୍କ ନାମରେ ଖଣିଦୁର୍ନିତି ଅଭିଯୋଗ କଲେ ପିସିସି କାର୍ଯ୍ୟକାରି ସଭାପତି ,ଏହା ମିଥ୍ୟାବୋଲି ଅଭିଯୋଗକୁ...
ମାଲକାନଗିରି,୨୨ ।୬ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡେର ଫିକ୍ସିଂ ଓ ଖଣିଦୁର୍ନିତିରେ ଲାଚଂକାରବାର ସଂପର୍କରେ ସଙ୍ଗିନ ଅଭିଯାଗ ଆଣିଛନ୍ତି ପିସିସି କାର୍ଯ୍ୟକାରି ସଭାପତି ଓ ଜିଲ୍ଲାକଂଗ୍ରେସ ଦଳ । ଆଜି...
ଦୁର୍ଗମ ବଣ୍ଡା ଘାଟିରେ ବିଏସଏଫ ଯବାନ ମାନଙ୍କ ଦ୍ୱାରା ଆଦିମ ବଣ୍ଡା ଜନଜାତି ଜୋଗ...
ମାଲକାନଗିରି,୨୧ା୬ (ଓଡିଆ ପୁଅ) ମହାମାରି କରୋନା ପାଇଁ କୋଭିଡ ନିୟମ ପାଳନ କରାଯାଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଛି । ବିଶେଷ କରି ଦୁର୍ଗମ ମାଓପ୍ରବଣ ବଣ୍ଡା...
ଜାପାନ ବୈଜ୍ଞାନିକ ପଦ୍ଧତିରେ ମାଲକାନଗିରି ବନବିଭାଗ ପକ୍ଷରୁ ଘଚଂଜଙ୍ଗଲ ସୃଷ୍ଟି
ମାଲକାନଗିରି,୨୧ା୬ (ଓଡିଆ ପୁଅ ) ଜାପାନ ର ବୈଜ୍ଞାନିକ ଆକିରା ମିଆବାକ ଙ୍କ ପଦ୍ଧତିରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଳ୍ପଜମିରେ ନାନା ପ୍ରକାର ଚାରାରୋପଣ କରାଯାଇ ଘଚଂ ଜଙ୍ଗଲ ସୃଷ୍ଟି ହୋଇପାରିଛି...
ସିଲେରୁ ନଦୀରେ ଡଙ୍ଗାବୁଡିରେ ନିଖୋଜ ଯୁବକର ଦୁଇଦିନ ପରେ ମୃତଶରୀର ଉଦ୍ଧାର
ମାଲକାନଗିରି,୨୧ ।୬ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବନଦୁର୍ଗା ମନ୍ଦିର ପାଖ ସିଲେରୁ ନଦୀ ରେ ଡଙ୍ଗାବୁଡିରେ ଗତ ଦୁଇଦିନହେଲା ଜଣେ ଯୁବକ ନିଖୋଜ ଥିଲେ . ଆଜି ସେହି ଯବକଙ୍କର ମୃତ...
ପରିବାର ଚଳାଇବାର ବୋଝ ମୁଣ୍ଡାଇଛନ୍ତି ବାପ ଛେଉଣ୍ଡ ଝିଅ,କଲମ ବଦଳରେ ହାତରେ ହଳ ଲଙ୍ଗଳ
ମାଲକାନଗିରି,୨୦ ।୬ (ଓଡିଆ ପୁଅ ) ଯେଉଁ ବୟସରେ ସାଙ୍ଗସାଥିଙ୍କ ମେଳରେ ହସଖୁସିରେ ପାଠପଢିବା କଥା ସେହି ବୟସରେ ହାତରେ କଲମ ଖାତା ବଦଳରେ ପରିବାର ଚଳାଇବାପାଇଁ ହଳଲଙ୍ଗଳ ଧରି ଜମିରେ ଚାଷକରୁଛନ୍ତି...
ଆଦିବାସୀ ଗ୍ରାମରୁ ବିରାଟ କାୟ ବିରଳ ପ୍ରଜାତିର ଅହିରାଜ ସାପ ଉଦ୍ଧାର
ମାଲକାନଗିରି,୨୦ ।୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ପୋଟେରୁ ପୁଲିସ ଫାଣ୍ଡି ଅନ୍ତ୍ରର୍ଗତ ତାଟିଗୁଡା ଗ୍ରାମରୁ ଏକ ୧୩ଫୁଟ ଲମ୍ବର ବିରଳ ପ୍ରଜାତିର ଅହିରାଜ ସାପକୁ ସ୍ନେକ ହେଲ୍ପ ଲାଇନ ଉଦ୍ଧାର କରି...
ରୋଟାରୀ କ୍ଲବ ପକ୍ଷରୁ ଦୁର୍ଗମ ଆଦିବାସୀ ଗ୍ରାମରେ କରୋନା ସଚେତନତା, ସୁଖିଲାଖଦ୍ୟ,ମାସ୍କ,ସାନିଟାଇଜର ବଟଂନ
ମାଲକାନଗିରି,୨୦ ।୬ (ଓଡିଆ ପୁ୍ଅ) ମାଲକାନଗିରି ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ମାଥିଲି ବ୍ଲକସ୍ଥ ଦୁର୍ଗମ ମାଓପ୍ରବଣ ତୁଳସି ପାହଡ,ଟେମୁରୁପାଲି,ଖଟୁଆପଦର,କେରିମେଟି,ଦଲଦଲି,କୁକୁରକୁଣ୍ଡି ଆଦିବାସୀ ଗ୍ରାମରେ କରୋନା ଜନସଚେତନତା ସହିତ ସୁଖିଲା ଖାଦ୍ୟ,ମାସ୍କ,ସାନିଟାଇଜର ବଟିଂଛନ୍ତି ।...
ମାଲକାନଗିରି ଜିଲ୍ଲାପାଳ କରୋନା ଆକ୍ରାନ୍ତ ,ଜିଲ୍ଲାରେ ୮୬ଜଣ ନୁଆ କରୋନା ସଂକ୍ରମଣ ଚିହ୍ନଟ,ଜଣେ ମୃତ
ମାଲକାନଗିରି,୨୦ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାବାସୀ କରୋନା ସଂକ୍ରମଣ ରୁ କିପରି ସୁରକ୍ଷିତ ରହିବେ ନେଇ ଦିନରାତି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ବିଭିନ୍ନ ସ୍ଥାନ ଗସ୍ତକରି କୋଭିଡ ପରିସ୍ଥିତି...
ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡି ୨୦ବର୍ଷର ଯୁବକ ନିଖୋଜ
ମାଲକାନଗିରି,୨୦ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ସିଲେରୁ ନଦୀ ଦୁର୍ଗାମନ୍ଦିର ଘାଟରେ ଏକ ଡଙ୍ଗା ବୁଡି ଜଣେ ୨୦ବର୍ଷର ଯୁବକ ନିଖୋଜ ଥିବାର ଜଣାପଡିଛି । ଚିତ୍ରକୋଣ୍ଡା...
ଓଡିଶାର ମୋଷ୍ଟଓ୍ୟାଟେଂଡ ମୃତ ମାଓନେତା ରଣଦେବ ର ଶବ ଟେକଗୁଡା ଗ୍ରାମ ଜନ୍ମସ୍ଥାନ ରେ...
ମାଲକାନଗିରି,୧୯ ।୬ (ଓଡିଆ ପୁଅ ) ଆନ୍ଦ୍ରପୁଲିସ ଏନକାଉଟଂର ରେ ମୃତ ଓଡିଶାର ମୋଷ୍ଟଓ୍ୟଟେଂଡ ମାଓନେତା ରଣଦେବ ଙ୍କ ଶବ ତାଙ୍କ ଜନ୍ମସ୍ଥାନ ମାଲକାନଗିରି ଜିଲ୍ଲା କାଲିମେଳା ଅଚଂଳରେ ଆଜି ପହଁଚିଛି ।ଗତ...
୧୦୫ କେଜି ଗଜେଂଇ ଜବତ ସହ ଜଣେ ଚାଲାଣକାରି ଗିରଫ
ମାଲକାନଗିରି,୧୯ ।୬ (ଓଡିଆ ପୁଅ ) ମାଲକାନଗରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ପୁଲିସ ଚଢଉକରି ୧୦୫କେଜି ଗଜେଂଇସହ ଜଣେ ଗଜେଂଇ ଚାଲାଣକାରିଙ୍କୁ ଗିରଫ କରିଛନ୍ତି । ଗୁମ୍ମାପୁଲିସ ଫାଣ୍ଡି ଅଧିକାରି ଗିରିଶ ଚନ୍ଦ୍ର...
କରୋନା କାଳରେ ଚୋରଙ୍କ ଉତ୍ପାତ,ସହରରୁ ଦୁଇଟି ମଟର ସାଇକେଲ ଚୋରି
ମାଲକାନଗିରି,୧୯ ।୬ (ଓଡିଆ ପୁଅ) ମହାମାରି କରୋନା ସମୟରେ ମାଲକାନଗିରି ଜିଲ୍ଲାରେ ଚୋର ଖଟଂ,ଶିଶୁ ଶ୍ରମିକ ଚାଲାଣ କାରି ଓ କ୍ୱାକ ମାନଙ୍କ ଉତ୍ପାତ ବଢି ଚାଲିଛି । ଗତକାଲି ରାତ୍ରରେ ମାଲକାନଗିରି...
ଦକ୍ଷିଣାଚଂଳ ରାଜସ୍ୱକମିଶନ ର ଙ୍କ ମାଲାକନଗିରି ଗସ୍ତ,କୋଭିଡ,ରାଜସ୍ୱ ଓ ସୀମାନ୍ତ ଚେକପୋଷ୍ଟ ସଂପର୍କରେ ସମୀକ୍ଷା
ମାଲକାନଗିରି,୧୯ ।୬ (ଓଡିଆ ପୁଅ ) ଦକ୍ଷିଣାଚଂଳ ରାଜସ୍ୱ କମିଶନର ଟି.ଆପାଙ୍ଗଆଓ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସି କୋଭିଡ,ରାଜସ୍ୱ ଓ ସୀମାନ୍ତ ଚେକପୋଷ୍ଟ ଉପରେ ସମୀକ୍ଷା କରିଛନ୍ତି । ଆଜି ମାଲକାନଗିରି...
କରୋନା ଟିକା ର ଦ୍ୱିତୀୟ ଡୋଜ ନେବାପରେ ବୃଦ୍ଧଙ୍କ ଦେହରେ ସୃଷ୍ଟି ହେଲା ଚୁମ୍ବିକୀୟ...
ମାଲକାନଗିରି, ୧୮ ।୬ (ଓଡିଆ ପୁଅ )କରୋନା ମହାମାରିରୁ ସୁରକ୍ଷିତ ରହିବା ପାଇଁ କୋଭିଡ ଟିକାକରଣ ଆରମ୍ଭ ହୋଇଯାଇଛି । ଜଣେ ବୃଦ୍ଧ କରୋନା ଟିକାର ଦ୍ୱିତୀୟ ଡୋଜ ନେବାପରେ ତାଙ୍କ ଦେହରେ...
ରଜଉତ୍ସବ ଶେଷଦିନରେ ବସୁମତୀ ସ୍ନାନ କରି ମା ଧରିତ୍ରୀଙ୍କୁ ପୂଜିଲେ ମହିଳା
ମାଲକାନଗିରି, ୧୭ା୬ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବାରୁ ଲକଡାଉନ ପାଇଁ ସମଗ୍ର ରାଜ୍ୟରେ ରଜଉତ୍ସବ ଫିକାପଡି ଯାଇଥିବା ବେଳେ ଓଡିଆର ପରମ୍ପରାକୁ ବଜାଇ ରଖି କୋଭିଡ ନିୟମ ମାନି...