Home Authors Posts by Snigdha Ray

Snigdha Ray

6238 POSTS 0 COMMENTS

ଶଶାଙ୍କ ଦାସ କ୍ରିଡ଼ା ସଂଗଠକ ଭାବେ ଚିରସ୍ମରଣୀୟ

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ବ୍ଲକ ଶ୍ରୀରାମପୁର ଗ୍ରାମର ସମାଜ ସେବୀ ତଥା ବିଶିଷ୍ଟ କ୍ରିଡ଼ା ସଂଗଠକ ଶଶାଙ୍କ ଶେଖର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ...

ପ୍ରଧାନ ଶିକ୍ଷୟତ୍ରୀଙ୍କ ଗୀତାଞ୍ଜଳୀ ଦାସଙ୍କ ପରଲୋକ

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଗେଲଟୁଆ ହାଇସ୍କୁଲର ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଦାଶ(୫୮)ଙ୍କ ୧୨ ତାରିଖ ଭୋର ସମୟରେ ହୃତଘାତରେ ପରଲୋକ ଘଟିଛି।...

ମା’ ଦକ୍ଷିଣ ଚଣ୍ଡି ରଜ ମହୋତ୍ସବ ପ୍ରସ୍ତୁତି

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡ଼ା ପୁରଷଣ୍ଢ ସ୍ଥିତ ହନିମାନ ପଡ଼ିଆ ଠାରେ ଆହୋଜିତ ହେବାକୁ ଥିବା ୪ର୍ଥ ବାର୍ଷିକ ମା ଦକ୍ଷିଣଚଣ୍ଡୀ ରଜ ମହୋତ୍ସବ ପାଳନ...

ଫେଲୋସିପ୍ ସଭାଗୃହରେ ୧୫ ଦିନିଆ ଇଂଟରସିପ୍ କାର୍ଯ୍ୟକ୍ରମ

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୫ ଦିବସୀୟ କାର୍ଯ୍ୟକ୍ରମର ୨ୟ ଦିବସରେ ଶିଶୁ ବିକାଶ ଓ ଶିଶୁଯତ୍ନ ଏବଂ ଏଚ୍‌.ଆଇ.ଭି. ଏଡ୍ସ ନିରାକରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି...

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଶେଷ ଲୋକ ଅଦାଲତ (ସମାଧାନ ସମାରୋହ) ଆସନ୍ତା ଅଗଷ୍ଟ ମାସ...

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଶେଷ ଲୋକ ଅଦାଲତ (ସମାଧାନ ସମାରୋହ) -୨୦୨୬ ଆସନ୍ତା ଅଗଷ୍ଟ ମାସ ୨୧, ୨୨, ଓ ୨୩ ତାରିଖରେ...

ଚାନ୍ଦବାଲି ବ୍ଲକ : ଶିକ୍ଷାନୁଷ୍ଠାନରେ ଅନୁଦାନ ଆତ୍ମସାତ, ହେଉନାହିଁ ଅଡିଟ, ପ୍ରଧାନଶିକ୍ଷକ, ସିଆରସିସି ,ବିଆରସିସି...

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକରେ ପ୍ରାଥମିକ ନୋଡାଲ ବିଦ୍ୟାଳୟ ସଂଖ୍ୟା ୨୯୬ ଥିବା ବେଳେ ସରକାର ଏହି ସଂଖ୍ୟା ୩୨୧ କରିବାକୁ...

ବରିଷ୍ଠ ଅଧିବକ୍ତା ଦୁର୍ଗାପ୍ରସନ୍ନ ରାୟ ମହାପାତ୍ରଙ୍କ ବିୟୋଗରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ଶୋକସଭା

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନଳାଙ୍ଗ ଜିଲ୍ଳା କୋର୍ଟ ପରିସର ରେ ଥିବା ବାର ଆସୋସିଏସନର ହଲ୍ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅରୁଣ ଚାନ୍ଦ ଙ୍କ...

ଭଦ୍ରକରେ “ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକ୍ରମରେ ଲିଙ୍ଗଗତ ଓ ସାମାଜିକ ଅନ୍ତର୍ଭୁକ୍ତିକରଣ” ଜିଲ୍ଲାସ୍ତରୀୟ କର୍ମଶାଳା

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ପକ୍ଷରୁ ଭଦ୍ରକ ଜିଲ୍ଲାରେ “ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକ୍ରମରେ ଲିଙ୍ଗଗତ ମୁଖ୍ୟଧାରାକରଣ ” କାର୍ଯ୍ୟକ୍ରମ...

ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଂଟନ କାର୍ଯ୍ୟ କାଗଜ କଲମରେ ଚାଲିଛି, ସରକାରୀ ଅନୁଦାନ ମିଳିନଥିବାରୁ...

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ବଂଟନ (ୟୁନିଫର୍ମ) କାର୍ଯ୍ୟ ଜିଲାରେ କାଗଜ କଲମରେ ଚାଲିଛି। ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ସରକାରଙ୍କ ବ୍ୟବସ୍ଥା...

ଗଦି ବଜାର ଦୋକାନ ଉଚ୍ଛେଦ କରିବାରେ ପ୍ରଶାସନ ବିଫଳ, ପାତର ଅନ୍ତର ଉଛେଦକୁ ନେଇ...

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଗଦି ବଜାରରେ ଦୋକାନ ଉଛେଦ କରିବାରେ ପ୍ରଶାସନ ବିଫଳ ହୋଇଛି। ବୁଧବାର ସକାଳେ ପ୍ରଶାସନ...

ଦାୟିତ୍ୱ ସହ ଶିକ୍ଷାର ସାଧନା- ଇତିହାସରେ ଡକ୍ଟରେଟ୍ ହାସଲ କଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ...

0
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଶାସନିକ ଦାୟିତ୍ୱର ଭିଡ଼ ମଧ୍ୟରେ ମଧ୍ୟ ଜ୍ଞାନର ସାଧନା କେବେ ଥମେ ନାହିଁ - ଏହାକୁ ପୁଣିଥରେ ସାବ୍ୟସ୍ତ କରିଛନ୍ତି ଭଦ୍ରକ...

ବାସୁଦେବପୀଠରେ ତିନିଠାକୁରଙ୍କ ମନ୍ଦିର ନିର୍ମାଣ, ଦଳାଙ୍ଗରୁ ଆସିବ ଦାରୁ, ଚଳିତ ମାସ ୧୫ରେ ଶୁଭ...

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ସ୍ଥିତ ପୁଣ୍ୟତୋୟା ବୈତରଣୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ବାସୁଦେବପୀଠ ଏବେ ଆଧ୍ୟାତ୍ମିକ ଦୃଷ୍ଟିରୁ...

ସାଇ ଜଗବନ୍ଧୁ ନିର୍ମଳ ଝର ଲୋକାର୍ପିତ

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସତ୍ୟ ଫାଉଣ୍ଡେସନ ତିହିଡି଼ ସହାୟତାରେ ୧୦ମ ସାଇ ଜଗବନ୍ଧୁ ନିର୍ମଳ ଝର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସୋମବାର ତିହିଡି଼ ପୁରୁଣା...

ଦୋଳସାହି ଶିଶୁ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ ଦୋଳସାହି ସ୍ଥିତ ଆଶ୍ରମ ନିକଟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦୋଳସାହିର ପ୍ରଥମ ବାର୍ଷିକ...

ଯାତନାର ନିଦାଘରେ କୃଷ୍ଣଚୂଡ଼ା ପ୍ରେମ ଓ ପ୍ରକୃତିର ଶ୍ରେଷ୍ଠ ଅଳଙ୍କାର, ତିହିଡ଼ି ସାହିତ୍ୟ ସାଂସ୍କୃତିକ...

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧୂଳି ଧୂସରିତ ବୈଶାଖର ଛାତିରେ ଯେବେ ଉଙ୍କିମାରେ କୃଷ୍ଣଚୂଡ଼ାର ହସ, ସେତେବେଳେ ଯନ୍ତ୍ରଣାର ପାଉଁଶ ତଳୁ ଜନ୍ମନିଏ ଜୀବନର ନୂଆ ବିଶ୍ୱାସ।...

ଶ୍ରୀ ଶ୍ରୀ ଦିନେଶ୍ୱର ମହାଦେବଙ୍କ ଚତୁର୍ଥ ପ୍ରତିଷ୍ଠା ମହୋତ୍ସବ

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ବିଷ୍ଣୁ ପୁରୁ ବିନ୍ଧା ପଂଚାୟତ ର ଦିନାରୀ ଆନଂଦବଜାର ଠାରେ ଶ୍ରୀ ଶ୍ରୀ ଦିନେଶ୍ୱର ବାବାଙ୍କ ବାର୍ଷିକ...

ଆଜି ଦ୍ୱିତୀୟ ଦିନରେ ବିଦ୍ୟୁତ୍ କର୍ମଚାରୀ ସଂଘର ପ୍ରତିବାଦ ସହ ଧାରଣା

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଛଟେଇକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଠିକା କର୍ମଚାରୀ। ମଙ୍ଗଳବାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଦେଇଛନ୍ତି। ଭଦ୍ରକ...

ରୋଭର୍ସ କ୍ଲବରେ କାଶିମ ଖାନଙ୍କୁ ଶ୍ରଦ୍ଧାଞ୍ଜଳି

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ରୋଭର୍ସ କ୍ଲବ ଆନୁକୂଲ୍ୟରୁ ସନ୍ଧ୍ୟା ୫ ଘଟିକା ସମୟରେ ବିଶିଷ୍ଟ କ୍ରୀଡ଼ାବିତ, ସମାଜସେବୀ, ଭାଇଚାରାର ରକ୍ଷକ,...

ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଦୁର୍ନିତୀ ,ଏଫ-୨ ଅର୍ଥରେ ଠିକାଦାର, ଯନ୍ତ୍ରୀ କୋଟିପତି, ତୁରନ୍ତ କନିଷ୍ଠ...

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଦୁର୍ନିତୀ ଦିନକୁ ଦିନ ଖୋଲିବାରେ ଲାଗିଛି। ଏହି ଜଳସମ୍ପଦ ବିଭାଗ ଅଧିନରେ ଥିବା କନିଷ୍ଠଯନ୍ତ୍ରୀ...

ମନ୍ତ୍ରୀଙ୍କ ଶିଳାନ୍ୟାସର ୧୦ ମାସ ପରେ ବି ଅଧପନ୍ତରିଆ ନଦୀବନ୍ଧ ସୁରକ୍ଷା ପାଚେରି, ବନ୍ୟା...

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ଷା ଋତୁ ପାଖେଇ ଆସୁଥିବା ବେଳେ ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତବାସୀଙ୍କ ମନରେ ଘାରିଛି ବନ୍ୟା ଆତଙ୍କ। ଗୋଖାସାହି ଦକ୍ଷିଣ ପାର୍ଶ୍ୱ...