Snigdha Ray
ବନ୍ତ ଥାନା ପକ୍ଷରୁ ନିଶାମୁକ୍ତ ଓ ସାଇବର ସଚେତନତା
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପିଏମ୍ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ସେଣ୍ଢତିରାରେ ଆଜି ବନ୍ତ ଥାନା ପକ୍ଷରୁ ସାଇବର ଠକେଇରୁ ବର୍ତିବା ନେଇ ଛାତ୍ରଛାତ୍ରୀ ମାନଙ୍କୁ...
ପ୍ରାଚୀନସଭ୍ୟତା ଓ ସଂସ୍କୃତି ସହ ଜଡିତ ସଂସ୍କୃତ ଭାଷା
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଗଣିିଜାଙ୍ଗ ପଚାଂୟତ କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ସଂସ୍କୃତ ସପ୍ତାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି...
ଚାନ୍ଦବାଲିରେ ସ୍ୱାୟତ ଶାସନ ଦିବସ ପାଳିତ,ସ୍ୱଚ୍ଛତା ଓ ସହର ବିକାଶକୁ ଗୁରୁତ୍ୱ ଦେବାକୁ ସରକାର...
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାୟତ ଶାସନ ଦିବସ ଅବସରରେ ଚାନ୍ଦବାଲି ଏନଏସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ଦିବସଟି ପାଳିତ ହୋଇଯାଇଛି।ଏନଏସି କାର୍ଯ୍ୟାଳୟ ପରିସରରେ ପତାକା...
ଚାନ୍ଦବାଲି କଲେଜରେ ଏଆଇଏସଏଫ୍ର ୟୁନିଟ୍ ସମ୍ମିଳନୀ,ଛାତ୍ର ଅଧିକାର ଓ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ...
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ୍) ପକ୍ଷରୁ ଚାନ୍ଦବାଲି କଲେଜରେ ୟୁନିଟ୍ ସମ୍ମିଳନୀ ଅନୁଷ୍ଠିତ ହୋଇ ନୂତନ କଲେଜ ୟୁନିଟ୍ ଗଠନ...
ଦିଗଛିଆ-ବାଂଶଡା ରାସ୍ତାକାର୍ଯ୍ୟ ଆରମ୍ଭ ନ ହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିଗଛିଆ-ବାଂଶଡା ୧୦ କିଲୋମିଟର ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ପୂର୍ତ ବିଭାଗ ପକ୍ଷରୁ ୪ ବର୍ଷ ତଳେ କେବିଏମ କଂଷ୍ଟ୍ରକସନ କମ୍ପାନୀକୁ...
ବନ୍ୟା ପରିସ୍ଥିତି: ଆଜି ଭଦ୍ରକରେ ୨ଟି ବ୍ଲକର ୧୦ଟି ସ୍କୁଲ ବନ୍ଦ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରାପତା ନିମନ୍ତେ ଜ଼ିଲ୍ଲାପାଳ ସୋମେଶ କୁମାର...
ନିରାପଦ ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ଭବିଷ୍ୟତ । ଦେଶରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜିମା ବୃଦ୍ଧି ହେବା ସହିତ ପ୍ରାକୃତିକ...
ଚରମ୍ପା ମହାବିଦ୍ୟାଳୟରେ ବୃନ୍ଦାବନ କଳାକେନ୍ଦ୍ରର ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉଦ୍ଘାଟିତ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଚରମ୍ପା ମହାବିଦ୍ୟାଳୟ ପରିସରରେ ମହାନ୍ ଚିନ୍ତକ, ଯୁବ ପ୍ରେରଣାର ପ୍ରତୀକ ତଥା ସମାଜର ଦିଗ୍ଦର୍ଶକ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି...
ଭଣ୍ଡାରିପୋଖରୀରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।...
ଭୋଟର ତାଲିକାରୁ ନାମ କାଟିବାକୁ ଷଡ଼ଯନ୍ତ୍ର ଅଭିଯୋଗ,ଧାମନଗର ଥାନାରେ ଏତଲା; ଇଓଙ୍କ ନାମରେ ସଙ୍ଗୀନ...
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭୋଟର ତାଲିକାରୁ ନାମ ବାଦ୍ ଦେବାକୁ ଜାଲିଆତି ଓ ଷଡ଼ଯନ୍ତ୍ର ହୋଇଥିବା ନେଇ ଧାମନଗର ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି। ଧାମନଗର...
ତିହିଡି ବିଜ୍ଞାପିତ ଅଂଚଳ ପରିଷଦରେ ସ୍ୱାୟତଶାସନ ଦିବସ ପାଳିତ,ସହରାଂଚଳର ସୁବିଧା ପାଇବେ ବିଜ୍ଞାପିତ ଅଂଚଳବାସୀ...
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ କିଛିଦିନ ପୂର୍ବରୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ପାଇ ସାରିଥିଲା। ତେବେ ଅଗଷ୍ଟ ୩୧ତାରିଖ ସୋମବାର ବିଜ୍ଞାପିତ...
ପୁଣି ଉଛୁଳିଲା ବୈତରଣୀ,ବୋଡକ ନିକଟରେ କୂଳ ଲଘିଂବାରୁ ଜାତୀୟ ରାଜପଥ ଉପରେ ଚାଲିଲା ବନ୍ୟାପାଣି,...
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ସୋମବାର ମଧ୍ୟାହ୍ନରୁ ଉଛୁଳିଲା୍ୱାରେ ଲାଗିଛି ବୈତରଣୀ ନଦୀର ଜଳ। ଏପରିକି ବୈତରଣୀ ନଦୀ ବୋଡକ...
ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ କରଣପଲ୍ଲୀ ଗ୍ରାମର ଜଣେ ନାବାଳିକାଙ୍କୁ ବଳାକିାର କରାଯିବା ଘଟଣାର ବିଚାର କରି ଆଜି ଭଦ୍ରକ...
ବସ୍ରୁ ଖସିପଡି କଣ୍ଡକ୍ଟର ମୃତ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳନ୍ତା ଯାତ୍ରୀବାହୀ ବସରୁ ଖସିପଡି ଜଣେ କଣ୍ଡକ୍ଟରଙ୍କର ମୃତ୍ୟୁ ଘଟିଛି।ଏହିପରି ଦୁଃଖଦ ଘଟଣା ଆଜି ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥରେ ଘଟିଥିବା...
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୁଦୂର ଦିଲୀରେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ନିକଟରେ ବିବାହ କରିଥିବା ସ୍ୱାମୀ ସେଠାରେ ହତ୍ୟା କରିଥିବା...
ଭଦ୍ରକରେ ଉତ୍ସାହର ସହ ପାଳିତ ହେଲା ସ୍ୱାୟତ ଶାସନ ଦିବସ,ସହରର ବିକାଶରେ ଜନସାଧାରଣଙ୍କ ସହଭାଗିତା...
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱାୟତ ଶାସନ ଦିବସ-୨୦୨୬ ଭଦ୍ରକରେ ଉତ୍ସାହ ଓ...
ସତର୍କ ସଙ୍କେତ ଉପରେ ବୈତରଣୀ
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ସତର୍କସଙ୍କେତ ଟପିଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ନଦୀ ଆଖୁଆପଦାରେ ସତର୍କସଙ୍କେତ ସ୍ତର ୧୭.୮୩ମିଟର...
ଜାତୀୟ କ୍ରୀଡ଼ା ଦିବସ ପାଳିତ
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟରେ ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା ଏଥିରେ ସଭାପତିତ୍ୱ...
ଅବସରପ୍ରାପ୍ତ ଗ୍ରାମୀଣ ଡାକ ସେବକଙ୍କ ସମ୍ମିଳନୀ
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କୋହ୍ଲ ଠାରେ ଭଦ୍ରକ ପୋଷ୍ଟାଲ ଜୋନରେ ଅବସରପ୍ରାପ୍ତ ଅସ୍ଥାୟୀ ଗ୍ରାମୀଣ ଡାକ ସେବକଙ୍କୁ ନେଇ ଏକ...
ତିହିଡି ପୋଲିସ ପକ୍ଷରୁ ତାଳପଦାରେ ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ପୋଲିସ ପକ୍ଷରୁ ତାଳପଦା ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସ୍ମୃତିପୀଠ ପରିସରରେ ଶନିବାର ନିଶାମୁକ୍ତ ଓଡିଶା ଅଭିଯାନ ଅନୁଷ୍ଠିତ...






















