Home ଜିଲ୍ଲା ପରିକ୍ରମା ମା’ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ବିଧାୟକ ସଂଜୀବ ମଲ୍ଲିକ

ମା’ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ବିଧାୟକ ସଂଜୀବ ମଲ୍ଲିକ

1

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ଦାଳ ମଢିଆଳ ଗ୍ରାମ ପଂଚାୟତର ମଇଁଷିପୁର ଗ୍ରାମ ର ଗାଭାସ୍କର ସ୍ୱାଇଁଙ୍କ ବାସଭବନ ଓ ଦକ୍ଷିଣ ବାଡ଼ ଗ୍ରାମ ପଂଚାୟତର କହରାପୋଖରୀ ଗ୍ରାମର ଡମ୍ବରୁଧର ବେହେରାଙ୍କ ବାସଭବନରେ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ସେମାନଙ୍କ ବାସଭବନରେ ଯୋଗଦେଇ ମାଆଙ୍କ ଦର୍ଶନ କରିବା ସହ ଜନସାଧାରଣ ଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି । ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.