Home Authors Posts by Santosh Nayak

Santosh Nayak

468 POSTS 0 COMMENTS

ବଲାଙ୍ଗୀର : ୭୪ ତମ ସ୍ୱାଧୀନତା ଦିବସ କୋଭିଡ ଯୋଦ୍ଧାଙ୍କ ଉପସ୍ଥିତିରେ ପାଳିତ

0
ବଲାଙ୍ଗୀର, ୧୫-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ କୋଭିଡ ଯୋଦ୍ଧା ଙ୍କ ଉପସ୍ଥିତି ରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ...

ଗୋଟିଏ ଦିନରେ ଜିଲ୍ଲା ରୁ ୯୨ ଚିହ୍ନଟ, ୮୮୦ ରେ ପହଁଚିଲା ଆକ୍ରାନ୍ତ ଙ୍କ...

0
ବଲାଙ୍ଗିର ୧୬-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରେ ଶନିବାର ଦିନ ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଂଚଳରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେବେ ବଲାଙ୍ଗିର ପୌରାଂଚଳରୁ ୧୯...

ନୂଆଁଖାଇକୁ ଆଖିଆଗରେ ରଖି ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା ନ କରିବା ନେଇ ସଂଖ୍ୟା...

0
ବଲାଙ୍ଗୀର,୧୬-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଂଗୀର ଜିଲ୍ଲା ଲୋଇସିଂହା ସହରରେ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସାଧାରଣରେ ଏକ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ତେବେ ଆଗାମୀ ନୂଆଖାଇଁ ପର୍ବକୁ...

ମୁରିବାହାଲ ବ୍ଳକରେ ୭୪ ତମ ସ୍ଵାଧିନତା ଦିବସ ପାଳିତ

0
ବଲାଙ୍ଗୀର, ୧୫/୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ପଞ୍ଚାଯତ ସମିତି ସଭାଗୃହ ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ହଂସରାଜ ଜୈନ ମୁରିବାହାଲ ପଞ୍ଚାୟତ ସମିତି...

ଭିଜିଲାନ୍ସ ଜାଲରେ ପଡିଥିବା ପୋଲିସ ଏସଆଇଙ୍କ ସ୍ଥାନରେ ଯୋଗଦେଲେ ନୂତନ ଅଧିକାରୀ

0
ମୁରିବାହାଲ ୧୬/୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ମୁରିବାହାଲ ଥାନାରେ ନୂତନ କରି ସବ ଇନ୍ସପେକ୍ଟର ଅଭୟ ପଧାନ ଯୋଗଦାନ କରିଛନ୍ତି। ପୂର୍ବରୁ ଶ୍ରୀ ପଧାନ ନବରଙ୍ଗପୁର ଥାନାରେ କାର୍ଯ୍ୟରତ ଥିଲେ।ମୁରିବାହାଲ ଥାନାରେ...

କ୍ରସର ମାଲିକଙ୍କ ବେଆଇନ ମନମୁଖୀ କାର୍ଯ୍ୟ ନେଇ ଚାଷୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

0
ବଲାଙ୍ଗୀର, ୧୫-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ କଣ୍ଟାବାଞ୍ଜି ଉପଖଣ୍ଡ ର ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଗାଁ ର ନୂଆପଡ଼ା ଜିଲ୍ଲା ଏବଂ ବଲାଙ୍ଗିର ଜିଲ୍ଲା ବୋଡ଼ର୍ ଲାଗି...

ଉପଯୁକ୍ତ ଦକ୍ଷତା ଓ ପାରଦର୍ଶିତାର ଅଭାବ ନେଇ ଜନସେବା ସଙ୍ଘର କାର୍ଯ୍ୟାନୁଷ୍ଠାନ ଦାବି

0
ବଲାଙ୍ଗୀର, ୧୪-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଗତ ବୁଧବାର ଦିନ ଟିଟିଲାଗଡ଼ ୱାର୍ଡ ନଂ-୦୬, ଠିକାଦାର ପଡାର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚାରି ଜଣ ଆକ୍ରାନ୍ତ...

ଯୁବକର ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଦାବି

0
ବଲାଙ୍ଗୀର, ୧୩-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଥାନା ଅଧିନସ୍ଥ ଝାକର ପଡ଼ାରେ ଜଣେ ୨୦ ବର୍ଷୀୟ ଯୁବକ ବବଲୁ କୁମାରର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ...

୭୨ ଘଣ୍ଟା ପାଇଁ ସରପଞ୍ଚ ପଞ୍ଚାୟତକୁ ସଟ ଡ଼ାଉନ ଘୋଷଣା କଲେ

0
ବଲାଙ୍ଗୀର ୧୨-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତରେ ଦୁଇଜଣ କରୋନା ବା ସଂକ୍ରମିତ ବା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ କୁଶମଣୀ ମେହେର ସେହି ପଞ୍ଚାୟତକୁ...

ବଲାଙ୍ଗୀର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୩ କୁ ଛୁଇଁଲା

0
ବଲାଙ୍ଗିର, ୧୧-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୨୫ଜଣ ସୁସ୍ଥ ହୋଇ...

ଦାଦନ ପ୍ରବଣ କଣ୍ଟାବାଞ୍ଜି ଅଞ୍ଚଳରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ

0
କଣ୍ଟାବାଞ୍ଜି, ୧୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ତୁରେକେଲା ବ୍ଲକ ଝରନୀ ପଞ୍ଚାୟତର ରମୋଡ଼ ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟ ଡାଉନ...

ପାରିବାରିକ କଳହକୁ ନେଇ ଯୁବକଙ୍କ ଆତ୍ମହତ୍ୟା

0
ବଲାଙ୍ଗୀର, ୧୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଳା ବ୍ଲକ୍ ର ଟିକ୍ରାପଡ଼ା ଗ୍ରାମର କୈଳାସ ବିଶ୍ୱାଳ(ପପୁ) ନାମକ ଜଣେ ଯୁବକ (୨୮)ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ...

ଘରୋଇ କଳିକୁ ନେଇ ଯୁବକ ଟ୍ରେନ ଆଗକୁ ଡେ଼ଇଁ ଜୀବନ ହାରିଥିବା ନେଇ ଆଲୋଚନା

0
ବଲାଙ୍ଗୀର ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର-ସମ୍ବଲପୁର ରେଳପଥ ମଧ୍ୟରେ ଖମାରମୁଣ୍ଡା ଠାରେ ଜଣେ ଯୁବକ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବଲାଙ୍ଗିର ସହର ରାମେଶ୍ୱର ନଗରର ରଞ୍ଜନ ନନ୍ଦ...

ବାଇକରେ ଆସିଲେ ୫ ଲୁଟେରା, ବନ୍ଧୁକ ଦେଖାଇ ୧ ଲକ୍ଷ ୩୨ ହଜାର ଟଙ୍କା...

0
ବଲାଙ୍ଗୀର ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ତୁରେକେଲା ବ୍ଲକ ଝରଣୀ ବସଷ୍ଟପେଜ ପାଖରେ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବାର ଗତକାଲି ଥାନାରେ ଅଭିଯୋଗ ହୋଇଛି।...

ବେକରେ ଗାମୁଛା ଲଗେଇ ଝୁଲନ୍ତା ଶବ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

0
ବଲାଙ୍ଗୀର, ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡ଼ା ଗ୍ରାମର ବଳଦେବ ରଣା (୫୨) ଗାଁ ମୁଣ୍ଡ ବରଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ବଳଦେବଙ୍କ...

ରେଳ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

0
କଣ୍ଟାବାଞ୍ଜି, ୦୬-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ରେଳ ଷ୍ଟେସନ ନିକଟରେ ଜଣେ ଯୁବକ ରେଳ ଲାଇନ ରେ କଟି ଶୋଚନୀୟ ମୃତ୍ୟୁ ବରଣ କରିଥିବା ବେଳେ ପରିବାର ଲୋକେ...

ମଦ୍ୟପ ସ୍ୱାମୀ ନିଜର ୯ ମାସର ଗର୍ଭବତୀ ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା...

0
ବଲାଙ୍ଗୀର, ୬-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀରରେ ମଦ୍ୟପ ସ୍ବାମୀର ବର୍ବରକାଣ୍ଡ ୯ ମାସର ଗର୍ଭବତୀ ସ୍ତ୍ରୀକୁ ଅମାନବୀୟ ଭାବେ ଗଳା ଚିପି ହତ୍ୟା କରିବା ପରି ଘଟଣା ଆଲୋଡନ ସୃଷ୍ଟି ହୋଇଛି।...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ପ୍ରଜ୍ୱଳନ

0
ଟିଟିଲାଗଡ ୦୩-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗୃହମନ୍ତ୍ରୀ ତଥା ବିଜେପି ଦଳର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା କରୋନା ପଜିଟିଭ ବାହାରିବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଚାରିତ...

ସିସିଟିଭି ଫୁଟେଜ ମାଧ୍ୟମରେ ଚାରି ଲୁଟେରାଙ୍କୁ ଗିରଫ କଲା ପୋଲିସ

0
ବଲାଙ୍ଗୀର, ୦୩-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସହରର ମହିଲା ମହାବିଦ୍ୟାଳୟ ରାସ୍ତାରେ ଦିନ ଦିପହରେ ଭୁଜାଲି ଦେଖାଇ ହୋଇଥିବା ଲୁଟ ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସକୁ ସଫଳତା ମିଲିଛି। ଅପରାଧ...

ଗୋଷ୍ଟି ସଂଘର୍ଷ ଘଟି ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

0
ବଲାଙ୍ଗୀର, ୦୩-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଗୁର୍ଜିଭଟା ଗ୍ରାମରେ ଗୋଷ୍ଟି ସଂଘର୍ଷ ଘଟି ଜଣେ ଗୁରୁତର ଆହତ ହୋଇ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଅତିଗୁରୁତର...