Home Authors Posts by Ranjan Das

Ranjan Das

1805 POSTS 0 COMMENTS

ହାଟସୁକୁ ଓ ଖଣି ପରିସୀମା ବ୍ୟକ୍ତିମାନେ କୋରାପୁଟ ଆସିଲେ କିନ୍ତୁ ବୈଠକରେ ଯୋଗଦେଲେ ନାହିଁ

0
କୋରାପୁଟ ୧୭-୧୨ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଲମତାପୁଟ ତହସିଲ ଅନ୍ତର୍ଗତ କୁମ୍ଭାରଗନ୍ଧଣାରେ ପି.ଲକ୍ଷ୍ଣଣ ସ୍ୱାମୀ ଚାଇନା କ୍ଲେ ମାଇନଓ ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଜିଲ୍ଲା ସଦର ମହକୁମାରେ ଏକ ବୈଠକ...

ନବରଙ୍ଗପୁର ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ଭିଜିଲାନସ ଦ୍ୱାରା ଅଟକ

0
କୋରାପୁଟ ୧୭-୧୨ (ଓଡିଆ ପୁଅ /ରଂଜନ ଦାସ) ନବରଙ୍ଗପୁର ଜିଲ୍ଲାର ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନସ ଦ୍ୱାରା ଅଟକ ରଖାଯାଇଥିବା ଜଣାପଡିଛି।ସୂଚନା ମୁତାବକ ଚନ୍ଦାହାଣ୍ଡି ଓ ଝରିଗାଁ ବ୍ଲକର ସହକାରୀ ଯନ୍ତ୍ରୀ ଶରତ...

ଜିଲ୍ଲାର ୭ ଜଣ କନିଷ୍ଠ ଯନ୍ତ୍ରୀ ଓ ଜିପିଟିଏଙ୍କ ବଦଳି

0
କୋରାପୁଟ ୧୭-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର କୁନ୍ଦ୍ରା, ଲମତାପୁଟ, କୋରାପୁଟ, ପଟ୍ଟାଙ୍ଗୀ ଓ ସେମିଲିଗୁଡା ବ୍ଲକର ୭ ଜଣ କନିଷ୍ଠ ଯନ୍ତ୍ରୀ ଓ ଜିପିଟିଏଙ୍କୁ ବଦଳି କରାଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ...

ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

0
କୋରାପୁଟ ୧୭-୧୨ (ଓଡିଆ ପୁଅ/ରଂଜନ ଦାସ) ସଡକ ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିଙ୍କ ବିଧବା ପତ୍ନୀଙ୍କୁ ଜିଲା ପ୍ରସାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।...

ପେଟକଣା ସେତୁ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ

0
କୋରାପୁଟ ୧୭-୧୨ (ଓଡିଆ ପୁଅ /ରଂଜନ ଦାସ)ସେମିଲିଗୁଡା ତହସିଲ ଅଫିସ ରାସ୍ତାରେ ପେଟକଣା ସେତୁ ନିର୍ମାଣ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରାଯାଇଥିବା ଜଣାପଡିଛି।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ ବିଭାଗୀୟ ଅଧିକାରୀ ସମ୍ମାନ୍ନିତକୋରାପୁଟ ଜିଲ୍ଲାରେ ଧନ୍ୟବାଦ ଅର୍ପଣ ଦିବସ...

0
କୋରାପୁଟ ; ତା୧୭-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାରେ କୋଭିଡ-୧୯ ପରିଚାଳନାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ବିଶେଷକରି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ...

ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୧୯ର ଶୁଭାରମ୍ଭ

0
କୋରାପୁଟ ୨୦-୧୦(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ  ଲୋକ ମହୋତ୍ସବ ପରବ-୧୯ର ଶୁଭାରମ୍ଭ ହୋଇଯାଇଛି ।ପର୍ଯ୍ୟଟନସ୍ଥଳ ମାଛକୁଣ୍ଡର ଡୁଡୁମାଠାରୁ  କଳସରେ ପାଣି ନିଆଯିବା ସହ ପାତଲେଶ୍ୱର ମନ୍ଦିରରେ ରାଜ୍ୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ...

ବାଇକ ଧକ୍କାରେ ଯୁବକ ମୃତ୍ୟୁ

0
କୋରାପୁଟ ୧୯-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ଗ୍ରାମରେ ସାଙ୍ଗମାନଙ୍କ ସହ ସଂଧ୍ୟାଭ୍ରମଣ କରୁଥିବା ବେଳେ ଏକ ବାଇକ ଧକ୍କାରେ ଜଣେ ଯୁବକର ମୃତ୍ୟୁହୋଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ସାନଚିନ୍ଦ୍ରୀ ଗ୍ରାମର ଚୈତନ୍ୟ...

ମାଓ ମୁକାବିଲା ସମୀକ୍ଷା- ପୁଲିସ- କେନ୍ଦ୍ରୀୟ  ସୁରକ୍ଷା ଅଧିକାରୀଙ୍କ ସମନ୍ୱୟ ବୈଠକ

0
କୋରାପୁଟ  ୧୯-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଡିଆଇଜି ସଫିନ ଅହମ୍ମଦଙ୍କ  ଅଧ୍ୟକ୍ଷତାରେ  ମାଓ ମୁକାବିଲା ଓ ଆଗାମୀ ଦିନର ରଣନୀତିକୁ ନେଇ ...

ଖଣି ଅଧିକାରୀ କହି ଲୁଟ ଘଟଣାର ୭ ଗିରଫ

0
କୋରାପୁଟ;ତା ୧୯-୧୦-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)  ନିଜକୁ ଦିଲ୍ଲୀରୁ ଆସିଥିବା ଖଣି ଅଧିକାରୀ ବୋଲି ପରିଚୟ ଦେଇ ସେମିଲିଗୁଡା  ନିକଟ ତାରା ତାରିଣୀ ଷ୍ଟୋନ   କ୍ରସର  ମାଲିକ ଠାରୁ ୨ଲକ୍ଷ ୫୦...

ଫେକ ଫେସବୁକ ଖୋଲି ଲକ୍ଷାଧିକ ଟଙ୍କା ହଡପ ଘଟଣା – ଦାମନଯୋଡିରୁ ଅଭିଯୁକ୍ତ ଗିରଫ

0
କୋରାପୁଟ ୧୯-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ଫେକ ଫେସବୁକ ଆକାଉଂଟ ଖୋଲି ଜଣେ ଯୁବକ ଅନ୍ୟ ଏକ ଯୁବକ ଠାରୁ ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗରେ ସେମିଲିଗୁଡା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା...

ଫଳକକୁ ନେଇ ଜିଲ୍ଲାପରିଷଦ ବୈଠକରେ ହଟ୍ଟଗୋଳ

0
କୋରାପୁଟ ୧୮-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗୀର ନିଲାମପାଡୁରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏନଏଚ-୨୬ଠାରୁ ନିଲାମପାଡୁ ପର୍ଯ୍ୟନ୍ତ  ରାସ୍ତା ଓ ବ୍ରିଜ  ବିଧାୟକ ପୀତମ ପାଢୀ ଗତକାଲି ଭିତିପ୍ରସ୍ତର ସ୍ଥାପନ କରିଥିଲେ  ଯେଉଁଥିରେ...

    ଜିଲା ପରିଷଦର ୪୯ତମ ବୈଠକ; ରାସ୍ତା ସମସ୍ୟା ଆଲୋଚନାର ମୁଖ୍ୟାଂଶ,ଏନବିସିସିର କାମ ଉପରେ...

0
କୋରାପୁଟ ୧୮-୧୦(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହରେ ୪୯ତମ  ଜିଲା ପରିଷଦ ବୈଠକ    ଅନୁଷ୍ଠିତ ହୋଇ ଯାଇଛି । ଜିଲା ପରିଷଦ ସଭାପତି ତୁଳସୀ କିର୍ଷାନୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ...

ଜୋନାଲସ୍ତରୀୟ ପ୍ରାଥମିକ ଶିକ୍ଷାଧିକାରୀଙ୍କ ସାଧାରଣ ବୈଠକ

0
କୋରାପୁଟ ୧୬-୧୦(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସାଂସ୍କୃତିକ ପରିଷଦ ପରିସରରେ ଦକ୍ଷିଣ ପଶ୍ଚିମ ପ୍ରାଥମିକ ଶିକ୍ଷାଧିକାରୀଙ୍କ ସାଧାରଣ ବୈଟକ ଅନୁଷ୍ଠିତ ହୋଇଯାଇଛି ।ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଇଶ୍ୱର...

ଜୀବନବିନ୍ଦୁ କାର୍ଯ୍ୟକ୍ରମ- କୋରାପୁଟ ଜିଲ୍ଲାର ୪ ଗୋଟି ଶିବିରରେ ୪୮୨ ୟୁନିଟ ରକ୍ତ ସଂଗ୍ରହ

0
କୋରାପୁଟ ୧୬-୧୦(ଓଡିଆ ପୁଅ/ରଂଜନ କୁମାର ଦାସ))ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଜନ୍ମଦିବସ ଅବସରରେ ବିଜୁ ଜନତା ଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ, ଦଶମନ୍ତପୁର ରାଧାକୃଷ୍ଣ...

    ତୃତୀୟ ଦିନରେ ହାଲ କର୍ମଚାରୀଙ୍କ  ଧର୍ମଘଟ

0
କୋରାପୁଟ ୧୬-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ପେ-ରିଭିଜନ ସମେତ ଅନ୍ୟାନ୍ୟ ଦାବି  ପୂରଣ ନିମନ୍ତେ ସୋମବାରରୁ ଆରମ୍ଭ ହୋଇଥିବା ହିନ୍ଦୁସ୍ଥାନ ଏରୋନେଟିକସ ଲିମିଟେଡ(ହାଲ)କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଂଚିଛି । ଗତ ତିନି...

ମୁଖ୍ୟମନ୍ତ୍ରୀଙ୍କ କୋରାପୁଟକୁ ପ୍ୟାକେଜ ଘୋଷଣାପରେ ବିଜେଡି ଶିବିରରେ ଖୁସିର ଲହରୀ , କୋରାପୁଟରେ ବାଣ...

0
କୋରାପୁଟ ୧୪-୧୦(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଏବଂ କୋରାପୁଟ ସଦର ମହକୁମା ଡାକ୍ତରଖାନା ନିମନ୍ତେ ପ୍ୟାକେଜ ଘୋଷଣା...

  ଆରସିଇପି ବୁଝାମଣାରେ ସ୍ୱାକ୍ଷର ନ କରିବାକୁ ସ୍ମାରକପତ୍ର

0
କୋରାପୁଟ ୧୪-୧୦(ଓଡିଆ ପୁଅ /ରଂଜନ କୁମାର ଦାସ)ଭାରତ ସରକାରଙ୍କ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ବୁଝାମଣା(ଆରସିଇପି)ରେ ସ୍ୱାକ୍ଷର ନ କରିବା ପାଇଁ ସ୍ୱଦେଶୀ ଜାଗରଣ ମଂଚ ଦାବି କରିଛି ।କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଏବଂ କୋରାପୁଟ ସଦର...

0
କୋରାପୁଟ ୧୪-୧୦(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଏବଂ କୋରାପୁଟ ସଦର ମହକୁମା ଡାକ୍ତରଖାନା ଉନ୍ନତ ସ୍ୱାସ୍ଥ୍ୟସେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଭିଡିଓ...

କୋରାପୁଟ ଡିଏମଏଫ ବୋର୍ଡ ଟ୍ରଷ୍ଟି ବୈଠକ- କୋରାପୁଟ ଡିଆରଡିଏରେ ଡିଏମଏଫର ଦୁରପଯୋଗ ନେଇ ବିଗିଡିଲେ...

0
କୋରାପୁଟ ; ତା୧୪-୧୦-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ଡିଏମଏଫ ବୋର୍ଡ ଟ୍ରଷ୍ଟି ବୈଠକ ଅନୁଷ୍ଟିତ ହୋଇଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ...