Home Top News ନବରଙ୍ଗପୁର ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ଭିଜିଲାନସ ଦ୍ୱାରା ଅଟକ

ନବରଙ୍ଗପୁର ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ଭିଜିଲାନସ ଦ୍ୱାରା ଅଟକ

60

କୋରାପୁଟ ୧୭-୧୨ (ଓଡିଆ ପୁଅ /ରଂଜନ ଦାସ) ନବରଙ୍ଗପୁର ଜିଲ୍ଲାର ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନସ ଦ୍ୱାରା ଅଟକ ରଖାଯାଇଥିବା ଜଣାପଡିଛି।ସୂଚନା ମୁତାବକ ଚନ୍ଦାହାଣ୍ଡି ଓ ଝରିଗାଁ ବ୍ଲକର ସହକାରୀ ଯନ୍ତ୍ରୀ ଶରତ ମାଝି, ଉମରକୋଟ ଓ ରାଇଘରର କନିଷ୍ଠଯନ୍ତ୍ରୀ ବୈକୁଣ୍ଠ ବେହେରା ଏବଂ କୋଷାଗୁମୁଣ୍ଡା ଓ ଦାବୁଗାଁର କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ ଗୋଟିଏ ଗାଡିରେ ନବରଙ୍ଗପୁରରୁ ରାଇଘର ଯାଉଥିଲେ।ଏହି ଖବର ଭିଜିଲାନଓ ନିକଟରେ ରହିଥିଲା।ପାପଡାହାଣ୍ଡି ଡିଅରପାର୍କ ନିକଟରେ ଭିଜିଲାନଓ ଟିମ ଗାଡିଟିକୁ ଅଟକାଇ ଯାଂଚ କରିଥିଲେ।ଯାଂଚ ସମୟରେ ପ୍ରମୋଦ କୁମାର ପ୍ରଧାନଙ୍କ ବ୍ୟାଗରୁ ୩ ଲକ୍ଷ ୧୧ ହଜାର ଟଙ୍କା ରେ ରହିଥିବା ଭିଜିଲାନଓ ଭାରପ୍ରାପ୍ତ ଡିଏସପି କଳାବତୀ ବାଘ ସୂଚନା ଦେଇଥିଲେ।ଭିଜିଲାନସ ଶ୍ରୀ ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.